ଆମ ଜିଲା ଖବର

ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ୪ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଥିଲା। ଜିଲା ଓ ବ୍ଲକ…

ରାସ୍ତାରେ ଭାସୁଛି ନର୍ଦ୍ଦମାପାଣି

ଖୋର୍ଦ୍ଧା ଅଫିସ,୨୦ା୫: ଖୋର୍ଦ୍ଧା ପୌର ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷା ନାହିଁ, କିନ୍ତୁ ନାଳନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି। ଖୋର୍ଦ୍ଧା- ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ ସପ୍ତାହ ହେଲାଣି…

ସ୍ବାମୀଙ୍କୁ ଚାପୁଡ଼ା ମାରି ନବବିବାହିତା ଫେରାର: ନନ୍ଦିନୀଙ୍କ ବିରୋଧରେ ୪୨୦ ଦଫା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ ମାମଲା (ନଂ. ୧୯୨/୨୨) ରୁଜୁ କରି ତଦନ୍ତ ଚଳାଇଛି। ବଳରାମ ଭରତପୁର ଥାନା ଅଞ୍ଚଳରେ…

୯୦ରୁ ରାଜ୍ୟସ୍ତରକୁ ଗଲା ୫ ପ୍ରକଳ୍ପ

ଡେରାବିଶ,୨୦ା୫ (ସ୍ବ.ପ୍ର.): ପ୍ରକୃତି ସୃଷ୍ଟିର ବିଭିନ୍ନ କାରଣ ସନ୍ଧାନ କରି ପାରୁଥିବା ବିଷୟ ହେଉଛି ବିଜ୍ଞାନ। ଛାତ୍ରୀଛାତ୍ରମାନେ ପ୍ରଥମେ ନିଜକୁ ଚିହ୍ନି ଭଲ ଲାଗୁଥିବା ବିଷୟ ବା ସେହି ଦିଗରେ ନିଷ୍ଠା ଓ ଏକାଗ୍ରତାର ସହ ବଢିବା ଦରକାର ବୋଲି କେନ୍ଦ୍ରାପଡ଼ା…

କୂଳ ଖାଉଛି ଚିତ୍ରୋତ୍ପଳା, ପଥର ପ୍ୟାକିଂ ଦାବି

ମାର୍ଶାଘାଇ,୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ନରସିଂହପୁର ଗାଁ ନିକଟରେ ପ୍ରବାହିତ ଚିତ୍ରୋତ୍ପଳା ନଦୀ କୂଳ ଖାଇବାରେ ଲାଗିଛି। ଏଥିଯୋଗୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବର୍ଷାଦିନେ ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଆସିଲେ କୂଳ ଖାଇ ବଡ…

ଅନିଶ୍ଚିତତାରେ ପାରିନୂଆପଡ଼ା ବଳିତର ଘାଟ ପୋଲ

ରାଜକନିକା, ୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡା ପଞ୍ଚାୟତର ବୈତରଣୀ ନଦୀର ବଳିତର ଘାଟରେ ଏକ ପୋଲ ନିର୍ମାଣ ପାଇଁ ୬୦ ବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ପୋଲ…

୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କଲା ଜେଏସ୍‌ଡବ୍ଲ୍ୟୁ

କୁଜଙ୍ଗ,୨୦ା୫(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ପଞ୍ଚାୟତ ସମେତ ସନ୍ନିକଟ ବାଲିତୁଠ ପଞ୍ଚାୟତର ୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କରାଯାଇଛି। ସେଠାରେ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ…

ବିପଦକୁ ଟାଣୁଛି ମୁକୁଳା ଟ୍ରାନ୍ସଫର୍ମର

ରସୁଲପୁର,୨୦ା୫(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଭୋଟକା ପଞ୍ଚାୟତର ଶାରଳା ଛକ ଓ ପଞ୍ଚାୟତ ଅଫିସ ହନୁମାନ ମନ୍ଦିର ନିକଟରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ତେବେ ଛକକୁ ଦୈନିକ ଶତାଧିକ ଲୋକ ଯାଆସ କରୁଛନ୍ତି। ଏହି ବାଟ ଦେଇ ବହୁ ଲୋକ…

କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କାର୍ଯ୍ୟକାରୀ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଅନେକ କୋଟି ଟଙ୍କାର ପ୍ରକଳ୍ପ ଥାଇ…

ରାଜସ୍ବ ନିରୀକ୍ଷକଙ୍କୁ ଅପହରଣ, ଜଣେ ଅଟକ

ଚଣ୍ଡିଖୋଲ,୨୦ା୫(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକ ସୋମନାଥ ସାମଲଙ୍କୁ ଅପହରଣ କରାଯିବା ସହ ମାଡ଼ ମରାଯାଇଛି। ଏହି ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ବରଦା ଗ୍ରାମର ଅନନ୍ତ ନାରାୟଣ ଧଳଙ୍କୁ ଅଟକ ରଖିଛି। ପୋଲିସ ସୂଚନା ମୁତାବକ,…

ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ

ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ…

ବନୀକରଣ ନାଁରେ ଡିଏମ୍‌ଏଫ୍‌ ପାଣ୍ଠି ହରିଲୁଟ୍‌

ଯାଜପୁର ଅଫିସ,୨୦ା୫: ଖଣିଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?