ଜୟପୁରରେ ହେଲା ଜାତୀୟ ପତାକା ଅର୍ଦ୍ଧନମିତ
ଜୟପୁର, ୧୫।୫(ନି.ପ୍ର.)-ଜୟପୁର ଟ୍ରାଫିକ ଛକ ନିକଟରେ ଥିବା ଜାତୀୟ ପତାକା ଶନିବାର ଅର୍ଦ୍ଧନମିତ ହୋଇଛି। ଆବୁଧାବିର ଶାସକ ତଥା ୟୁନାଇଟେଡ୍ ଆରବ ଏମିରେଟ୍ସର ସଭାପତି ଶେଖ୍ ଖଲିଫା ବିନ୍ ଜାଏଦ ଅଲନାହୟାନଙ୍କ ମୃତ୍ୟୁରେ ତାଙ୍କ ସମ୍ମାନାର୍ଥେ ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଥିବା…
ଲୋରେଶ ଗ୍ରାମକୁ ରାସ୍ତା ନାହିଁ
ଦଶମନ୍ତପୁର, ୧୫।୫( ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅଯାଉନାହିଁ। ୩୭ ପରିବାର ବସବାସ କରୁଥିବା…
ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା
ମାଲକାନଗିରି,୧୫।୫(ଡି.ଏନ.ଏ.): ମାଲକାନଗିରି ଜିଲା କୁର୍ସୁବାଡାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଶିକ୍ଷକ ନିଯୁକ୍ତି ଦାବିକରି ଶୁକ୍ରବାର ଅଭିଭାବକ ଓ ଗ୍ରାମବାସୀ ତାଲା ପକାଇ ଧାରଣାରେ ବସିଥିଲେ। ଜିଲା ଶିକ୍ଷା ବିଭାଗ…
ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା
ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ ଥିବା ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ସାହିବାସିନ୍ଦା ଚୁଆପାଣି…
ବିଡିଓ,ସହକାରୀ ଯନ୍ତ୍ରୀଙ୍କ ବାସଭବନରୁ କଟିଲା ବିଦ୍ୟୁତ୍
ସେମିଳିଗୁଡା/ସୁନାବେଡା, ୧୫।୫(ସ୍ବ.ପ୍ର.): ୨ଜଣ ସରକାରୀ ଅଧିକାରୀଙ୍କ କ୍ୱାର୍ଟସରେ ସ୍ବୀକୃତି ନ ଥାଇ ସଂଯୋଗ ହୋଇଥିବା ବିଦ୍ୟୁତ୍କୁ କାଟିଛି ବିଦ୍ୟୁତ୍ ବିଭାଗ। ସେମିଳିଗୁଡା ବ୍ଲକ ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ଟାଟା ପାୱାର୍ର ଏନଫୋର୍ସମେଣ୍ଟ ଅଧିକାରୀଙ୍କ ନିର୍ଦ୍ଦେଶରେ ଶୁକ୍ରବାର ବିଦ୍ୟୁତ୍…
ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର
ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ଜିଲାରେ ୬୩୯୨ ଛାତ୍ରୀଛାତ୍ର ସ୍କୁଲ ଆସୁ ନ…
୨୦ ବର୍ଷର ସ୍ବପ୍ନ ପୂରଣ ହେଲା: କାଦଦୋରା ଗାଁରେ ନଳକୂପ ଖନନ ହେଲା
ପାପଡ଼ାହାଣ୍ଡି/ମଇଦଲପୁର,୧୫।୫(ଡି.ଏନ୍.ଏ.): ଗ୍ରାମ ବସତିର ୨୦ ବର୍ଷ ପରେ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହୋଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ କାଦଦୋରା ଗ୍ରାମରେ ଶନିବାର ନଳକୂପ ଖୋଳାଯାଇଛି। ଜିଲା ପରିଷଦ ସଭ୍ୟା ଲିପିକା ମାଝି ଏବଂ ମଇଦଲପୁର ସରପଞ୍ଚଙ୍କ ଉଦ୍ୟମରେ…
ପରଜା ମିନିଗୁଡ଼ିରେ ଭତ୍ତାରୁ ବଞ୍ଚିତ ଅନେକ ବୟସ୍କ
ନନ୍ଦାହାଣ୍ଡି,୧୫।୫(ଡି.ଏନ୍.ଏ.): ପରିଣତ ବୟସରେ ଆଖିକୁ ଭଲରେ ଦେଖାଯାଉନି। ଆଗଭଳି ଗୋଡ଼, ହାତ ମଧ୍ୟ କାମ କରୁନି। ତଥାପି ଅସହାୟ ଅବସ୍ଥାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା…
କଂସଙ୍କ ନିମନ୍ତ୍ରଣରେ ହାଜର ହେଲେ ରାଜନେତା
ଚନ୍ଦାହାଣ୍ଡି,୧୫।୫(ଡି.ଏନ୍.ଏ.): ଚନ୍ଦାହାଣ୍ଡି ବ୍ଲକ ସଦରଠାରେ ମଣ୍ଡଳ ବୀମା ବାଲିଯାତ୍ରାରେ ଚାଲିଥିବା ଧନୁଯାତ୍ରାର ୭ମ ରଜନୀରେ ମଥୁରା ନଗରୀରେ କଂସ ମହାରାଜ କୃଷ୍ଣଙ୍କୁ ହତ୍ୟାକରିବା ନିମନ୍ତେ ପୁତନାଙ୍କୁ ଗୋପପୁରକୁ ପ୍ରେରଣ କରିଛନ୍ତି । ଚନ୍ଦାହାଣ୍ଡି ଗ୍ରାମବାସୀ ମହାରାଜ କଂସଙ୍କୁ ଏକ ସୁସଜ୍ଜିତ ରଥରେ…
୫୩ନଂ. ଜାତୀୟ ରାଜପଥ ଠପ୍
କାମାକ୍ଷାନଗର, ୧୫।୫(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହେବା ପରେ ତାତିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାର ପ୍ରତିବାଦରେ ଶନିବାର ସକାଳୁ ସେମାନେ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଛନ୍ତି।…
ଗଛ ଗଡୁଛି, ତାତି ବଢୁଛି
ବଇଣ୍ଡା, ୧୫।୫(ଡି.ଏନ୍.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ…
ମହିଳାଙ୍କ ମୃତଦେହ ଛାଡ଼ି ପଳାଇଲେ
ଚଣ୍ଡିଖୋଲ/ ଛତିଆ,୧୫।୫ (ଡି.ଏନ.ଏ.): ଅର୍ଥ ଅଭାବରୁ ମହିଳାଙ୍କ ମୃତଦେହ ଦାହ କରିପାରିଲେନି ପରିବାର। ରାସ୍ତାକଡ଼ରେ ଛାଡ଼ି ପଳାଇଲେ। ପ୍ରାୟ ୧୨ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଶନିବାର ସକାଳେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କେତେଜେଣ ଯୁବକ ମୃତଦେହ ସତ୍କାର କରିଛନ୍ତି।…

