ଶୁଖିଲା ପଡୁଛି ଓଭରହେଡ୍ ପାଣି ଟାଙ୍କି
କଟକ ସଦର,୧୫ା୫(ଡି.ଏନ୍.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ କଟକ ସଦର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ଜାରି ରହିଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଚାଲିପାରୁନାହିଁ। ଫଳରେ ଲୋକମାନେ ପିଇବା ପାଣି ପାଇପାରୁନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ…
ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭଦ୍ରକ ଅଫିସ, ୧୫।୫: ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭଦ୍ରକ ସହର ଅପର୍ତିବିନ୍ଧାସ୍ଥିତ ଅଫିସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଓଷ୍ଟାର ରାଜ୍ୟ…
ବିବାହ ଭୋଜିରେ ବାଣ୍ଟିଲେ ଚାରା
ରୂପସା,୧୫।୫(ଡି.ଏନ.ଏ.): ପରିବେଶପ୍ରେମୀ ନବଦମ୍ପତି ଅବକ୍ଷୟମୁଖି ପରିବେଶକୁ ସଜାଡ଼ିବା ପାଇଁ କରିଛନ୍ତି ପ୍ରୟାସ। ନିଜ ବିବାହ ଭୋଜି ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଚାରାଗଛ ବାଣ୍ଟି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି। ଏହା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ…
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ: ୭ ଆହତ, ୨ କୋର୍ଟଚାଲାଣ
ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ୨ଟି ପୃଥକ ମାମଲା(ନଂ.୧୫୬/୨୨ ଓ…
ଟୋଲଗେଟ୍ ଫାଟକ ଭାଙ୍ଗି ଚାଲିଗଲା ଗୋରୁ ବୋଝେଇ ପିକ୍ଅପ୍
ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍ର ଫାଟକ ଭାଙ୍ଗି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଖ୍ଅପ ଭ୍ୟାନ ଫେରାର ହୋଇଯାଇଛି । ପିକ୍ଅପରେ ଗୋରୁ ଚାଲାଣ ହେଉଥିବା ବେଳେ…
ସମୁଦ୍ରରେ ଛଡ଼ାଗଲା ୨୪୭ ଅଲିଭରିଡ୍ଲେ ଶାବକ
ଭୋଗରାଇ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରୁ ଶନିବାର ସମୁଦ୍ରକୁ ୨୪୭ଟି ଅଲିଭରିଡ୍ଲେ ଶାବକ ଛଡ଼ାଯାଇଥିବା ଜଣାଯାଇଛି। ଗତ ମାର୍ଚ୍ଚ ୨୫ରେ ତାଳସାରୀ-ଉଦୟପୁର ବେଳାଭୂମିରେ ୩ଟି ଓ ମୂରଲୀଚଡ଼ରେ ଗୋଟିଏ ଅଲିଭରିଡ୍ଲେ ସମୁଦାୟ ୪ଶହ ଅଣ୍ଡାଦାନ କରିଥିଲେ। ଏଥିମଧ୍ୟରୁ…
ଚାନ୍ଦବାଲି ଏନ୍ଏସିର ପ୍ରଥମ ସାଧାରଣ ବୈଠକ: ୪୨.୯୪ କୋଟି ବଜେଟ ଉପସ୍ଥାପନ
ଚାନ୍ଦବାଲି, ୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ପ୍ରଥମ ସାଧାରଣ ବୈଠକ ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ଏମ୍ପିଙ୍କ ପ୍ରତିନିଧି…
ବଦଳୁଛନ୍ତି ଅଧିକାରୀ, ବଦଳୁନି ସୂଚନା ଫଳକ
ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର କାର୍ଯ୍ୟ ଧାରାକୁ ଦେଖିଲେ ଏହାର ଶାସନ ବ୍ୟବସ୍ଥାର ସ୍ବଚ୍ଛତା ସ୍ପଷ୍ଟ ହୁଏ। ସାଧାରଣରୁ ଅତି ସାଧାରଣ ଘଟଣାକୁ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସୁଥିଲେ ବି ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ…
ପୋଲ ନିର୍ମାଣରେ ଅନିୟମିତତା
ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ ଘରପଦା ଓ ଦୋଳପଦୀ ଗ୍ରାମର ପ୍ରାୟ ୪୦ରୁ ୫୦ ଏକର ଚାଷଜମିରେ ଧାନ…
ଅବହେଳିତ ବୈଶିଙ୍ଗା ଡାକ୍ତରଖାନା
ବୈଶିଙ୍ଗା,୧୫।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରୀ ଅବହେଳାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଥିବା ଏହି ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ୧୮ନଂ. ଜାତୀୟ ରାଜପଥ ପାଶର୍ବରେ…
‘ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରଥ ନିର୍ମାଣ’
ପୁରୀ ଅଫିସ,୧୫।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଉଦ୍ୟମ ଚାଲିଛି…
ଧାନବିହନ ମୂଲ୍ୟ ବୃଦ୍ଧିକୁ ବିରୋଧ
ଭୋଗରାଇ,୧୫।୫(ଡିି.ଏନ.ଏ.) :ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନ କୁଇଣ୍ଟାଲ ପିଛା ୩୫ ଟ. ୭କୁ ବୃଦ୍ଧି କରିଥିବା ବେଳେ ଅଣଧାନ ଚାଷ ପାଇଁ ସମପରିମାଣର ମୂଲ୍ୟ ବୃଦ୍ଧି କରିଛନ୍ତି। ଏଥିପାଇଁ ଚାଷୀକୁଳ ଓ ଡିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ…

