ଆମ ଜିଲା ଖବର

୧୫ କୁଇଣ୍ଟାଲ ଗୋମାଂସ ଜବତ

କଣ୍ଟାପଡ଼ା,୧୨।୫(ଡି.ଏନ୍‌.ଏ.): ଓଲଟପୁର ପୋଲିସ ଗୁରୁବାର ୬୦ ନମ୍ବର ରାଜ୍ୟ ରାଜପଥରୁ ଗୋମାଂସ ଚାଲାଣ ହେଉଥିବା ଏକ ପିକ୍‌ଅପ ଭ୍ୟାନ୍‌ (ଓଡି ୦୫ କ୍ୟୁ ୧୯୮୩)କୁ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ…

ଭାଇଙ୍କୁ ହାଣିଲେ ଭାଇ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ବାଲିପାଟଣା ଥାନା ସରାଟ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇଙ୍କୁ ହାଣିଛନ୍ତି ଆଉ ଜଣେ ଭାଇ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ତଥା ସାବତ ଭାଇ…

ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଆବାସ ଯୋଜନା ହିତାଧିକାରୀ

ନବରଙ୍ଗପୁର,୧୨।୫(ବି.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କେତେକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି, ତଦାରଖର ଅଭାବ ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ଯୋଗୁ ଅନେକ ଜନ ହିତକର ଯୋଜନାର ସୁଫଳ ମିଳୁନି। ନବରଙ୍ଗପୁର ବ୍ଲକ ଚଟାହାଣ୍ଡି…

ବିଦେଶୀ ବୋତଲରେ ବିକ୍ରି ହେଉଥିଲା ହାତ ତିଆରି ମଦ

ରାୟଗଡ଼ା ଅଫିସ,୧୨।୫: ରାୟଗଡ଼ା ସହରରେ ଚାଲିଥିଲା ବେଆଇନ ବିଦେଶୀ ମଦ ତିଆରି କାରବାର। ପୁରୁଣା ବିଦେଶୀ ମଦ ବୋତଲରେ ହାତ ତିଆରି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିଲା। ଖବର ପାଇ ଅବକାରୀ ବିଭାଗ ଟିମ୍‌ ବୁଧବାର ଚଢ଼ାଉ କରି ବେଆଇନ…

ଖୋଲୁନି ମୂର୍ତ୍ତି ଚୋରି ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ବିଜେସ୍ଥଳୀ କପିଳାସରୁ ୨୦୧୬ରେ ଚୋରି ହୋଇଯାଇଥିଲା ଦ୍ୱାଦଶ ଶତାବ୍ଦୀର ୩ ଦେବଦେବୀଙ୍କ ବିରଳ ମୂର୍ତ୍ତି। ଇତିମଧ୍ୟରେ ଏହି ଘଟଣାକୁ ଦୀର୍ଘ ୬ବର୍ଷ ବିତିଗଲାଣି। ହେଲେ ମୂର୍ତ୍ତି ଚୋରି ସମ୍ପର୍କିତ…

ଛାତ୍ରୀଙ୍କ ହାତରେ ହକି ଷ୍ଟିକ୍‌

ଢେଙ୍କାନାଳ ଅଫିସ, ୧୨।୫: ପଡ଼ିଆକୁ ଫେରିବ ହକି ଚମକ। ହାତରେ ହକି ଷ୍ଟିକ୍‌ ଧରି ଦକ୍ଷତା ପ୍ରଦର୍ଶନ କରିବେ ମହିଳା କ୍ରୀଡ଼ାବିତ୍‌। କେବଳ ଜିଲା ନୁହେଁ, ଜାତୀୟ ଦଳରେ ସେମାନେ ଯେପରି ସ୍ଥାନ ପାଇବେ ସେଥିଲାଗି ଆରମ୍ଭରୁ ଶିଖାଯିବ ଆବଶ୍ୟକ କୌଶଳ।…

ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ। ଆଗକୁ ବର୍ଷା ଆସୁଥିବାରୁ ଏହା ପୂର୍ବରୁ କାମ ଶେଷ କରା ନ ଗଲେ…

କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବଇଣ୍ଡା,୧୨।୫(ଡି.ଏନ.ଏ.): ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବଇଣ୍ଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟରେ ସର୍କଲ ଚେକର ନିଯୁକ୍ତିରେ ଅନିୟମିତତା ହୋଇଥିବା ବୁଧବାର ସର୍କଲ ଚେକର ବସନ୍ତ କୁମାର ସାହୁ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ହଣ୍ଡପାଠାରେ ଥିବା ବଇଣ୍ଡା…

ଅଧାରୁ ଅଧିକ ପଦବୀ ଖାଲି

ଆଠମଲ୍ଲିକ,୧୨।୫: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତି ସରକାରଙ୍କ ଚରମ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେଲା ଏହି ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡ଼ିଛି। ଏପରି କି ଚକ୍ଷୁ…

ଓଲଟିଲା ଯାତ୍ରାପାର୍ଟି ବସ୍‌, ୧୦ରୁ ଅଧିକ ଆହତ

କାମାକ୍ଷାନଗର,୧୨ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ…

ଶାସକ ଦଳକୁ ମୁକାବିଲାରେ ବିଫଳ ବିରୋଧୀ

ବ୍ରହ୍ମପୁର ଅଫିସ,୧୨।୫: ଗଞ୍ଜାମ ଜିଲା ରାଜନୀତିରେ ଶାସକ ଦଳକୁ ମୁକାବିଲାରେ ବିଫଳ ହୋଇଛି ବିରୋଧୀ। ଜିଲାର ସବୁ ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ୁଛି। କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେହି ସଂଗଠନର ପକେଟ ଭୋଟ ଭାଜପାକୁ ଯାଇଛି। ଫଳରେ ଭାଜପା…

ଘୁମୁସର ବନଖଣ୍ଡରେ ୩୮ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର,୧୨।୫(ଡି.ଏନ.ଏ): ପ୍ରତିବର୍ଷ ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ପାଳନ ବେଳେ ବନବିଭାଗ ପକ୍ଷରୁ ଚାରାରୋପଣ ଓ ଲୋକଙ୍କୁ ଚାରା ବଣ୍ଟନ କରାଯାଏ। ସେ ସମୟରେ ପାଣିପାଗ ପରିବର୍ତ୍ତନ ହେଲେ ଚାରାରୋପଣ ସମୟ ବଦଳିଥାଏ। ଚଳିତବର୍ଷ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?