ଆମ ଜିଲା ଖବର

ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର...

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରବାର ରାତି ପ୍ରାୟ ୮ଟାରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ବେଳେ...

ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ ଶିକ୍ଷାନୁଷ୍ଠାନରେ ୫ମାସ ହେଲା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬ଷ୍ଠରୁ...

ପାଣି ପାଇଁ ଡହଳବିକଳ

ରାଜକନିକା,୨।୪(ଡି.ଏନ.ଏ): ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି। ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗାଁରେ ଥିବା ସଚଳ ନଳକୂପଟି ଭାଙ୍ଗି ଯିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।...

ରାସ୍ତା ମଝିରେ ଜଳିଗଲା କାର୍‌

ବାଉଁଶୁଣୀ,୨।୪(ଡି.ଏନ୍‌.ଏ.): ଶୁକ୍ରବାର ସକାଳେ ବୌଦ୍ଧ ଜିଲା ମନମୁଣ୍ଡା କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡ଼ରେ ଗୋଟିଏ କାର୍‌ରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା।ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା l ମିଳିଥିବା...

ସମୁଦ୍ର ଉପକୂଳ ସୀମା ସୁରକ୍ଷା ଢିଲା: ମ୍ୟାନ୍‌ମାର ଶରଣାର୍ଥୀଙ୍କ ପ୍ରବେଶ

ମହାକାଳପଡ଼ା,୨।୪(ଡି.ଏନ.ଏ.): ମ୍ୟାନମାର ଅଶାନ୍ତ ପରେ ଶରଣାର୍ଥୀମାନେ ଯେକୌଣସି ସମୟରେ ଡଙ୍ଗାରେ ବଙ୍ଗୋସାଗରର ଜଳ ସୀମା ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶକୁ ଏଡାଇ ଦେଇ ହେବନାହିଁ। ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ସୀମାରେ ହାଇ ଆଲର୍ଟ ଜାରି ହେବାର ଆବଶ୍ୟକତା ରହିଛି।...

ସାତଭାୟା ହେବ ଜନଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ,୨।୪: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମୁଦ୍ରକୂଳବର୍ତ୍ତୀ ସାତଭାୟା ଅଞ୍ଚଳ ଦ୍ରୁତ ତଟକ୍ଷୟ ଯୋଗୁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବାକୁ ଯାଉଛି। ୫ ଦଶନ୍ଧି ଧରି ଏହି ଅଞ୍ଚଳବାସୀଙ୍କ ସ୍ଥାନାନ୍ତର ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନ ପକ୍ଷରୁ...

ହାଲ୍‌ ସହରାଞ୍ଚଳ ଜଙ୍ଗଲରେ ପୁଣି ବ୍ୟାପିଲା

ସୁନାବେଡ଼ା,୨।୪(ସ୍ବ. ପ୍ର.): ସୁନାବେଡ଼ା ହାଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଙ୍ଗଲ ରହିଛି। ଏହିସବୁ ଜଙ୍ଗଲରେ ବିଭିନ୍ନ ସମୟରେ ନିଆଁ ଲାଗିବା ଏବେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି। ବୁଧବାର ହାଲ୍‌ର ଆର୍‌ ଜୋନ୍‌ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ...

ସରକାର ହିଁ ଶେଷ ଆଶା

ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)। ଫଳରେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କ୍ଷତି ସହିବାକୁ ପଡ଼ୁଥିବାବେଳେ ଜୀବିକା ହରାଇଛନ୍ତି ସହସ୍ରାଧିକ...

ଯୁବତୀଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ୍‌,୧।୪: ଝାରସୁଗୁଡ଼ା ଜିଲା ସେସନ୍ସ ଜଜ୍‌ ହର ପ୍ରସାଦ ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ବିଚାର କରି ୩ ଅଭିଯୁକ୍ତ ରମାକାନ୍ତ ନାୟକ, ପ୍ରକାଶ ନାୟକ ଓ ବାବୁଲ ମିର୍ଦ୍ଧାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।...

ପରୀ ହତ୍ୟା ପ୍ରସଙ୍ଗ: ସରପଞ୍ଚ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ ଅଫିସ,୧।୪: ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବହୁ ଚର୍ଚ୍ଚିତ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ୧୬ ୱାର୍ଡମ୍ବେରଙ୍କ ମଧ୍ୟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri