ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ଏପରି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଫେରି, ରାତିରେ ଚୋରି

ଖଇରା/ଔପଦା, ୨୦।୧୨(ଡି.ଏନ.ଏ): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ୨ଚୋରଙ୍କୁୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ୫ଦିନ ଧରି ଖୋଳତାଡ଼ ପରେ ସେମାନଙ୍କଠାରୁ ନଗଦ ୧.୫ଲକ୍ଷ...

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ରାସ୍ତା ପାର୍ଶ୍ୱକୁ ଓଲଟିଲା ହାଇଓ୍ବା: ଡ୍ରାଇଭର ଫେରାର

ବନ୍ତ,୧୪।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ-ଆଗରପଡ଼ା ରାସ୍ତାର ବଧିଗଡ଼ିଆ ତାରିଣୀ ଛକଠାରେ ସୋମବାର ଏକ ମେଟାଲ ବୋଝେଇ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି...

୧୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲିଗୁଡ଼ା,୨୧।୭(ଡି.ଏନ୍‌.ଏ.): ଫୁଲବାଣୀ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଜିଲା ଚିକିତ୍ସାଳୟକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ...

ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର

ଦେବଗଡ଼, ୭ା୧୨(ଡ଼ି.ଏନ୍‌.ଏ.) – ଦେବଗଡ଼ରେ ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ...

ଆଖଣ୍ଡଳମଣିଙ୍କୁ ଧନୁ ମୁଆଁ ସମର୍ପଣ

ଆରଡି, ୧୭ା୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଗୁରୁବାର ଧନୁ ସଂକ୍ରାନ୍ତି ଅବସରରେ ଭକ୍ତଙ୍କ ସମାଗମ ହୋଇଥିଲା। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇଥିଲା।...

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ...

୧୩ ବସ୍ତା ଗୁଟ୍‌ଖା ଜବତ, ୫ ଗିରଫ

ଗୋପାଳପୁର,୨୨ା୪- ଗୁଟ୍‌ଖା ଚାଲାଣ ବେଳେ ଗୋଳନ୍ଥରା ପୋଲିସ ସୋମବାର ଚଢାଉ କରି ୧୩ ବସ୍ତା ଗୁଟ୍‌ଖା ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ସେମାନେ...

Advertisement
Archives

Model This Week