ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଗୁରବାର ରାତି ପ୍ରାୟ ୮ଟାରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ୍‌ ଟାଙ୍କି ଫାଟି ସେଥିରେ ନିଆଁ ଲାଗିଯାଇଥିଲା । ଟାଙ୍କିଟି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଯୁବ ଖବରଦାତା ଅଞ୍ଜନ ରଣା, ସଦାନନ୍ଦ ପାଣିଗ୍ରାହୀ, ବସନ୍ତ ମିଶ୍ର, ଧୀରେନ୍‌ ଚକ୍ର ପ୍ରମୁଖ ରୋଷେଇ ଘର ଭିତରୁ ଗ୍ୟାସ ଟାଙ୍କିକୁ ବାହାରକୁ ଆଣି ପାଣି ଦ୍ୱାରା ନିଆଁକୁ ଲିଭାଇଥିଲେ। ଯୁବକଙ୍କ ସାହସିକତା ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଗଠନର ୨୮ ବର୍ଷ ପରେ ବି ପଛୁଆ

ଖୋର୍ଦ୍ଧା ଅଫିସ,୭ା୩: ଲାଲ୍‌ମାଟିର ଗଡ଼ ଖୋର୍ଦ୍ଧା। ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧାର ଯେପରି ସ୍ବତନ୍ତ୍ର ପରିଚୟ ରହିଛି,...

୬ ନାବାଳିକା, ୨୦ ନାବାଳକ ଉଦ୍ଧାର

ଫୁଲବାଣୀ ଅଫିସ, ୪ା୮ -ଫୁଲବାଣୀ ଟାଉନ ଥାନା ପୋଲିସ ପରି-୩ର କାର୍ଯ୍ୟକ୍ରମରେ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ା ଏହି କ୍ରମରେ ଫୁଲବାଣୀ ପୌର...

୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧:  ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ...

ଜିଲା ମୁଖ୍ୟଚିକିତ୍ସାଳୟ: ମେଡିଶିନ ବିଭାଗରେ ଲାଗିବ ଲିଫ୍ଟ, ର଼୍ୟାମ୍ପ

ବାଲେଶ୍ୱର ଅଫିସ, ୮।୧୨-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିସିନ ବିଭାଗରେ ଲିଫ୍ଟ ଓ ର଼୍ୟାମ୍ପ ନିର୍ମାଣ ହେବ। ଶନିବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ...

ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍‌ ଆସୋସିଏଶନ ଅଫିସ୍‌ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ...

ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି,୮।୩: ସାରା ଦେଶରେ ବୁଧବାର ହୋଲି ପର୍ବ ଏବଂ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲା ପାରାଳାଖେମୁଣ୍ଡିରେ ବରିଷ୍ଠ ନାଗରିକ...

ସମସ୍ୟାରେ ପକାଇଲା ସମୟ

ଅନୁଗୋଳ ଅଫିସ, ୧୯।୧୦: ମହା ଆଡ଼ମ୍ବରରେ ମା’ ଲକ୍ଷ୍ମୀଙ୍କ ପୂଜା ହେବ। ରାତି ୧୧ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂଜା ପୂର୍ବରୁ ଅନୁଗୋଳ କେନ୍ଦ୍ରୀୟ...

ଆଇଶୋଲେଶନରେ ୮ କୋଲକାତା ଫେରନ୍ତା

ସିଂହପୁର,୨୩।୪(ଡିଏନଏ)- ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ୨୮ ଦିନ ମଧ୍ୟରେ ଫେରିଥିବା ୮ଜଣ କୋଲକାତା ଫେରନ୍ତାଙ୍କୁ ସରପଞ୍ଚ ତରୁଣ କୁମାର ସାହୁ ସମିତିସଭ୍ୟ...

Advertisement
Archives

Model This Week