ଆମ ଜିଲା ଖବର

ନିଜ ଖାଦ୍ୟକୁ ମାଛ ସହ ବାଣ୍ଟି ଦେଉଛିି ପାରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଗୁଣି ଗାରେଡ଼ିକୁ ନେଇ ପିଟିପିଟି ହତ୍ୟା

ମାଲକାନଗିରି,୧୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣକୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ପଦିଆ ପଡିଆମୀ। ସୂଚନା ଅନୁଯାୟୀ, ପଡିଆମୀ ଗୁଣିଗାରେଡି କରୁଥିବା ଗ୍ରାମବାସୀ ଜାଣି ପାରିଥିଲେ। ପରେ…

ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟକ୍ରମ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି । ଏଥିରେ ମାନ୍ୟବର…

‘ମହାତ୍ମା ବୁଦ୍ଧଙ୍କୁ ଶିକ୍ଷା ଭାବେ ଗ୍ରହଣ କର’

ବଇଣ୍ଡା,୧୮।୫(ଡି.ଏନ୍‌.ଏ.) – ‘ସମକାଳୀନ ଭାରତୀୟ ସମାଜରେ ଗୌତମ ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ରହିଛି। ତାଙ୍କୁ କେବଳ ଧର୍ମ ଭିତରେ ସୀମିତ ନ ରଖି ଶିକ୍ଷା ଭାବେ ଗ୍ରହଣ କରିପାରିଲେ ଜୀବନ ସାର୍ଥକ ହୋଇପାରିବ।’ କିଶୋରନଗର ବ୍ଲକ ଝାମ୍ପୁଲିସ୍ଥିତ ଏକ ଶିକ୍ଷାନୁଷ୍ଠାନ ପରିସରରେ…

ମୁରବିବିହୀନ ମହାବିରୋଡ ରେଞ୍ଜ

ପରଜଙ୍ଗ, ୧୮।୫(ଡି.ଏନ୍‌.ଏ.) – ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନ ଥିବାରୁ ମୁରବିବିହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌। ମୁକୁଳା ଜଙ୍ଗଲରେ କାଠ ମାଫିଆଙ୍କ ପତିଆରା ବଢୁଥିବାବେଳେ କାର୍ଯ୍ୟାଳୟରେ କର୍ମଚାରୀମାନେ ମଉଜ କରୁଥିବା ଅଭିଯୋଗ ହେଉଛି। ମହାବିରୋଡ ଭଳି ଜିଲାର ଏକ…

ଟ୍ରାକ୍‌କୁ ଫେରୁଛି ଭଲିବଲ୍‌

ଢେଙ୍କାନାଳ ଅଫିସ,୧୮।୫ – ପ୍ରତିଭାବାନ୍‌ ଖେଳାଳିଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା, ସେମାନେ ଯେପରି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଆଣିବେ ସେଥିଲାଗି ୨୦୧୯ରୁ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ୟମ। କମ୍ପାନୀ…

‘ସନ୍ଥକବିଙ୍କ ଲେଖା ମାନବବାଦର ବାର୍ତ୍ତାବହ’: ମହିମାଗାଦିରେ ଭୀମ ଭୋଇ ଜୟନ୍ତୀ

ଢେଙ୍କାନାଳ ଅଫିସ, ୧୮।୫ – ମହିମା ଧର୍ମର ନିଗୂଢ଼ ତତ୍ତ୍ୱକୁ ନିଜ ଲେଖା ମାଧ୍ୟମରେ ବିଶ୍ୱରେ ପରିଚିତ କରାଇଥିଲେ ସନ୍ଥକବି ଭୀମ ଭୋଇ। ଏଥିରେ ବହୁ ସଂସ୍କାରଧର୍ମୀ କଥା ରହିଛି। ମାନବବାଦର ବାର୍ତ୍ତା ପ୍ରତିଫଳିତ ହୋଇଛି। ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭୀମ…

ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରୁ ୩୦୦ ଉଠାଦୋକାନୀଙ୍କୁ ହଟାଇ ଦିଆଗଲା। ସରକାରୀ କାର୍ଯ୍ୟାଳୟ, ବିଶ୍ରାମାଗାରଠାରୁ ଆରମ୍ଭ କରି ବିଦ୍ୟାଳୟ…

ଡ୍ରେନେଜ, ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଧାମନଗର, ୧୮।୫ (ସ୍ବ.ପ୍ର./ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ ମଙ୍ଗଳବାର ଅଧ୍ୟକ୍ଷା ନିବେଦିତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରତିନିଧି ଶରତ ଚନ୍ଦ୍ର ମହାନ୍ତି, ଏନ୍‌ଏସି ଉପାଧ୍ୟକ୍ଷ ଓ୍ବାସିମ ଏଜଦାନୀ…

୨୩ ଦିନରେ କର୍ମଚାରୀଙ୍କ ଧାରଣା

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ କର୍ମଚାରୀମାନଙ୍କ ଧାରଣା ୨୩ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୨୫ରୁ ଧାରଣା ଆରମ୍ଭ ହୋଇଥିବା ବେଳେ ୨୯ ତାରିଖରେ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ଗ୍ରାମାଞ୍ଚଳ ଥାନାଧିକାରୀ…

ସରିଲା ଜଉକଣ୍ଢେଇ ଲଗ୍ନଧରା

ବାଲେଶ୍ୱର ଅଫିସ, ୧୮।୫ – ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘରର ଲଗ୍ନଧରା ସୋମବାର ମହା ଆଡ଼ମ୍ବରରେ ଶେଷ ହୋଇଛି। ବାଲିଆ ବୃନ୍ଦାବନ ବିହାର ଅଞ୍ଚଳର କୈଳାଶ ଚନ୍ଦ୍ର ପରିଡ଼ା ଓ ସୁପ୍ରିୟା ପରିଡ଼ା ବର ଜୟଦେବ (ଜଉକଣ୍ଢେଇ)ର କର୍ତ୍ତା ଓ କର୍ତ୍ତୀ…

ହୋଲ୍ଡିଂ ଟିକସ ବୃଦ୍ଧି ପ୍ରସ୍ତାବକୁ ବିରୋଧ

ବାରିପଦା ଅଫିସ,୧୮।୫ – ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ମୟୂରଭଞ୍ଜ ଜିଲା ‘ଆମେ ଟିକସଦାତା ବାରିପଦା ପୌର ପରିଷଦ’ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପ୍ରସ୍ତାବକୁ ପ୍ରତ୍ୟାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?