ଆମ ଜିଲା ଖବର

୧୨୧୪୦ ଚାଷ ଜମି , ୪୬୮୫ ହେକ୍ଟର ଫସଲ ନଷ୍ଟ

ବାଙ୍କୀ,୧୯ା୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ କମିବା ପରେ କଟକ ଜିଲା ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ବ୍ଲକରେ ବିପନ୍ନମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ପାଣି ଘେରରେ ରହିଥିବା ବାଙ୍କୀର ୩୯ ଗଁାର ୧ଲକ୍ଷ ୨ ହଜାର ୪୯୩ ଜଣ ଗୁରୁବାର…

ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଜୁଆଙ୍ଗ

କେନ୍ଦୁଝର,୧୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତର ଜୁଆଙ୍ଗ ଜନଜାତି ଲୋକେ ଜଙ୍ଗଲ ଓ ପାହାଡ଼ରେ ଥିବା କାଠ, ପତ୍ର, ଫଳମୂଳ ଆଦି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିଲେ। କିନ୍ତୁ ଏବେ ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ…

ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ ୮ ଦିନ ଧରି ଜଳଘେରରେ ରହିଛି। ବିଲଣା ପଞ୍ଚାୟତର ବିଭିନ୍ନ ଗଁାରେ ଲୋକଙ୍କ ଘରେ…

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ ସମେତ ୩ ଗୁରୁତର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି।…

ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା…

କୁଜଙ୍ଗ ଧୋୟାଞ୍ଚଳର ୩୪ ଗାଁ ଜଳବନ୍ଦୀ

କୁଜଙ୍ଗ,୧୯ା୮(ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪ ଦିନ ହେବ ଏହି ଅଞ୍ଚଳର ୩୪ ଗଁାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଥିଯୋଗୁ ଏଠାରେ ବସବାସ କରୁଥିବା ପ୍ରାୟ ୧୫…

ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍‌: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି…

ଜଳବନ୍ଦୀରେ ଢିଅବସୁପୁର ଗାଁ

ଡେରାବିଶ, ୧୯ା୮(ସ୍ବ.ପ୍ର.): ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବସୁପୁର ପଞ୍ଚାୟତର ଢିଅବସୁପୁର ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗତ ଦୁଇଦିନ ହେବ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ଢିଅବସୁପୁର ଗାଁରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଗାଁ…

ପାଣି କମୁଛି, ବିପଦ ଟଳିନି

କେନ୍ଦ୍ରାପଡ଼ା ଅଫିସ,୧୯ା୮: କେନ୍ଦ୍ରାପଡ଼ା ଜିଲା ମହାନଦୀ ସିଷ୍ଟମରେ ଥିବା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର କମୁଛି। ହେଲେ ନଦୀରେ ଜଳସ୍ତରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀବନ୍ଧରେ ଘଳିଆ ଯୋଗୁ ବନ୍ୟାଜଳ ଗ୍ରାମକୁ ପଶିବା ନେଇ ନିକଟସ୍ଥ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ…

ଉପବାସରେ ହରିଶ ମହାପୁରୁଷପଡ଼ାର ୧୫ ପରିବାର

ମହାକାଳପଡ଼ା,୧୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀରେ ପ୍ରବାହିତ ହେଉଛି ବନ୍ୟାଜଳ। ଏହି ବନ୍ୟାଜଳ ପ୍ରଭାବରେ ବ୍ଲକର ମହାନଦୀ ଶାଖା ଗୁପ୍ତଗିରି ନଦୀପାର୍ଶ୍ୱ ପେଟଛଲା ପଞ୍ଚାୟତ ପଲ୍ଲୀଗଡ଼ ଗାଁ ନିକଟ ହରିଶ ମହାପୁରୁଷପଡ଼ାର ୧୫ ପରିବାରକୁ ଚାରିପାର୍ଶ୍ୱରୁ ଘେରି ରହିଛି ୪…

ଥଇଥାନ କେନ୍ଦ୍ରରେ ବୃଦ୍ଧାଙ୍କୁ ମିଳୁନି ସକାଳ ଖାଦ୍ୟ

ମହାକାଳପଡ଼ା,୧୯ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ମହାନଦୀ, ଲୁଣା ଓ ପାଇକା ନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ଗୁରୁବାର ସକାଳଠାରୁ ଦୁଇ ଫୁଟ ଜଳସ୍ତର ହ୍ରାସ ପାଇଛି। ସେହିପରି ବ୍ଲକର ବରକନ୍ଧା ପଞ୍ଚାୟତର ସ୍ଥାନୀୟ ଗୋଖାଖଟି ଗ୍ରାମର ୫୦ରୁ…

ପୁଣି ଗୋଳିଆ ପାଣି ଯୋଗାଣ

ଯାଜପୁର ରୋଡ,୧୯ା୮(ଡି.ଏନ.ଏ.): ଯାଜପୁର ଜିଲାର ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ ହେଉଛି। ଜଳଯୋଗାଣ ଦାୟିତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?