୩୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ
ପୁରୀ ଅଫିସ, ୧୬।୨: ବହୁଦିନ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା। ବାସେଳି ସାହି ଥାନା ପୋଲିସ ଏବଂ ପୁରୀ ଏସ୍ଟିଏଫ୍ ଟିମ ମିଳିତ ଉଦ୍ୟମରେ ମଙ୍ଗଳବାର ୪ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି…
ଆଜି ୯୭୩ ବୁଥ୍ରେ ମତଦାନ
ପୁରୀ ଅଫିସ୍,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପାଇଁ ସଜବାଜ ସରିଲାଣି। ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚି ମତଦାନ କେନ୍ଦ୍ରରେ ପ୍ରାକ୍ ପ୍ରସ୍ତୁତି ଶେଷ କରିଛନ୍ତି। ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ…
ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଅତିରିକ୍ତ ଡିଜି
ପୁରୀ ଅଫିସ,୧୬।୨: ଚଳିତ ମାସ ୧୯ ଏବଂ ୨୦ ତାରିଖ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ୫.୪୫ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କ ଦର୍ଶନ…
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
ଖୋର୍ଦ୍ଧା ଅଫିସ,୧୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇପାରିବ ନାହିଁ। ଏଥିଲାଗି ରାଜ୍ୟ…
ହୃଦ୍ଘାତରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
ବଇଣ୍ଡା,୧୬ା୨(ଡି.ଏନ.ଏ.): ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ପାଇଁ ପ୍ରିଜାଇଡିଂ ଅଫିସର ନିଯୁକ୍ତ ହୋଇଥିବା ଜଣେ ଶିକ୍ଷକଙ୍କ ମଙ୍ଗଳବାର ହୃଦ୍ଘାତରେ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଲେ କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ କୁମୁରସିଙ୍ଗା…
ଜମ୍ତରା ଗ୍ୟାଙ୍ଗ୍ର ୩ ସଦସ୍ୟ ଗିରଫ
ସମ୍ବଲପୁର,୧୬।୨(ବ୍ୟୁରୋ): ଅନ୍ଲାଇନ ଠକେଇ କରି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜମତରା ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ସମ୍ବଲପୁର ପୋଲିସ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ଖଗା ଥାନା ମଳାନ୍ଦି ଗ୍ରାମର ରହମତ ଅନ୍ସାରି(୨୨), ଗୋବିନ୍ଦପୁର ଥାନା ଜନତା ମାର୍କେଟ…
ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ମାମଲା
ସମ୍ବଲପୁର,୧୬ା୨(ବ୍ୟୁରେ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ କ୍ଷେତରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୪୨/୨୧) ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ମମତା…
ଜିଲାପାଳଙ୍କ ପିଙ୍କ୍ ବୁଥ୍ ପରିଦର୍ଶନ
ହିଞ୍ଜିଳିକାଟୁ,୧୫ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ହିଞ୍ଜିଳିକାଟୁ ବ୍ଳକର ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ହେବ। ମତଦାନ ନିମନ୍ତେ ଚୂଡାନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ ନିମନ୍ତେ ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ବୁଥ ପରିଦର୍ଶନ…
ବାଇକ୍ ରଖି ଚା’ ପିଉଥିଲେ କଣ୍ଟ୍ରାକ୍ଟର: ଡିକି ଭାଙ୍ଗି ୯୦ ହଜାର ଲୁଟିନେଲେ ଦୁର୍ବୃତ୍ତ
ଝାରସୁଗୁଡା ଅଫିସ, ୧୫।୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜୋବ ନିକଟସ୍ଥ ସୀତାରା ଛକରୁ ମଙ୍ଗଳବାର ଦୁର୍ବୃତ୍ତମାନେ ଏକ ବାଇକ ଡିକି ଭାଙ୍ଗି ୯୦ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି କାଳୀନଗର କଲୋନୀର…
ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ
ଫୁଲବାଣୀ ଅଫିସ,୧୫।୨: କନ୍ଧମାଳରେ ପୁଣିି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି। ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ଗୁମି ଗ୍ରାମରେ ଏହି ଘଟଣା ଘଟିଛି।…
ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟାଙ୍କ ଅପହରଣ ମାମଲାରେ ନୂଆ ମୋଡ଼
ଗଞ୍ଜାମ,୧୫।୨: ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସଙ୍କୁ ଅପହରଣ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏ ନେଇ ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ପଞ୍ଚାୟତବାସୀ ବୈଠକ କରି ଅପହରଣକାରୀଙ୍କ ବିରୋଧରେ ଦୃଢ଼…
ମୁଣ୍ଡରେ ଛତା, ହାତରେ ପାଣି ବୋତଲ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ
ଛତ୍ରପୁର,୧୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସରପଞ୍ଚ ପାର୍ଥିନୀ ହିନା ସେଠୀ ମୁଣ୍ଡରେ ଛତା ଓ ହାତରେ ପାଣି ବୋତଲ ଧରି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସମିତି ସଭ୍ୟା ପାର୍ଥିନୀ…
Archives


