ଆମ ଜିଲା ଖବର

ଶୀତୁଳା ପର୍ବ ସହ ହିଙ୍ଗୁଳା ଯାତ୍ରା ସମ୍ପନ୍ନ

ତାଳଚେର,୨୪।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଶନିବାର ଶୀତୁଳା ପର୍ବ ସହ ସମ୍ପନ୍ନ ହୋଇଛି। ଏଥିସହ ୧୮ତମ ଲୋକ ମହୋତ୍ସବ ମଧ୍ୟ ଉଦ୍‌ଯାପିତ ହୋଇଛି। ଯାତ୍ରାର ଶେଷ ଦିନ ହୋଇଥିବାରୁ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିର ପରିସର…

୬୦ଟି ଟେଣ୍ଡରକୁ ନେଇ କାଉନସିଲରଙ୍କ ଅସନ୍ତୋଷ

ଅନୁଗୋଳ ଅଫିସ,୨୪।୪: ନିର୍ବାଚନ ପରେ ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ପାଇଁ ନିର୍ବାଚନ…

ବିଧାୟକଙ୍କୁ ଦାବିପତ୍ର ଦେଲେ ବଇଣ୍ଡାବାସୀ

ବଇଣ୍ଡା,୨୪।୪(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଗୁଡିକ ସମାଧାନ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ଶନିବାର ଏକ ଦାବିପତ୍ର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ପ୍ରଦାନ…

୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର

ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। ବ୍ଲକର ମେଣ୍ଢପୁର ପଞ୍ଚାୟତରେ ରହିଛି…

କାଳିଆପାଣି ଖଣି ଅଞ୍ଚଳରେ ବଢୁଛି ନୀଳପଥର ଚୋରାଚାଲାଣ

କାଳିଆପାଣି,୨୪ା୪(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ୍‌, ଆଇରନ ଓ ପାରାସନାଇଟ ନୀଳପଥର ଆଦି ରହିଥିବା ବେଳେ ୯୫ ପ୍ରତିଶତ କ୍ରୋମାଇଟ ରହିଛି। ତେବେ ଏହି ଧାତୁ ଉପରେ ସରକାରଙ୍କ ନଜର ପଡ଼ି ନ ଥିବା ବେଳେ ଚୋରା ମାଫିଆଙ୍କ…

ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଚିନ୍ତା

ଯାଜପୁର ରୋଡ,୨୪ା୪(ଡି.ଏନ.ଏ.): ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ସହର ଭାବେ ଯାଜପୁରରୋଡ ତଥା ବ୍ୟାସନଗର ପୌରପରିଷଦ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ଜିଲାର ଅନ୍ୟତମ ସହର ଯାଜପୁରରୋଡର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ…

ଭଞ୍ଜନଗରରେ ପାୱାର କଟ୍‌, ଲୋକେ ଛଟପଟ

ଭଞ୍ଜନଗର,୨୪।୪(ଡି.ଏନ.ଏ): ରାଜ୍ୟରେ ଯେତିକି ପରିମାଣର ବିଦ୍ୟୁତ୍‌ ଆବଶ୍ୟକ ବର୍ତ୍ତମାନ ସେହି ଅନୁପାତରେ ବିଦ୍ୟୁତ୍‌ ଉପତ୍ାଦନ ହେଉନାହିଁ। ତେଣୁ ପାୱାର କଟ୍‌ ହେଉଛି। ଭଞ୍ଜନଗରରେ ଦିନକୁ ୩ଥର ପାୱାର କଟ୍‌ ପାଇଁ ସୋସିଆଲ ମିଡ଼ିଆରେ ଘୋଷଣା ହୋଇଥିଲେ ମଧ୍ୟ ତାହାଠାରୁ ଅଧିକ ଥର ବିଦ୍ୟୁତ୍‌…

ବାଲି ବ୍ୟବସାୟୀ ୨ ଭାଇ ଗିରଫ, ଟ୍ରାକ୍ଟର ଜବତ

ପୁରୁଷୋତ୍ତମପୁର,୨୪।୪ (ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ୨ ଜଣ ଆର୍‌ଆଇଙ୍କୁ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ବାଲି ବ୍ୟବସାୟୀ ୨ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ କୁମାର…

ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଆର୍‌.ଉଦୟଗିରି,୨୪।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ ନିଜ ଘରେ ଜରାନିବାସ ଚଳାଉଥିବା ଦର୍ଶାଇ ଅର୍ଥ ହଡ଼ପ କରିବାକୁ…

ମହମବତି ଆଲୋକରେ ଚାଲିଛି ପାଠପଢ଼ା

ଦାରିଙ୍ଗବାଡି,୨୪।୪ (ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌ କାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ ହୋଇଯାଉଛି। ଆଉ କିଛିଦିନ…

ଟ୍ରକ୍‌କୁ ପିଟିଲା କାର୍‌; କଟର୍‌ରେ ଗାଡ଼ିକୁ କାଟି ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପଛରେ କାର ପିଟି ହେବାରୁ କାର ଚାଳକ ତଥା ମହିଳା ଓ ପ୍ରସୂତୀ ବରିଷ୍ଠ…

ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ ବିପଜ୍ଜନକ ହୋଇଛି। ସାଢ଼େ ୩ ବର୍ଷ ବ୍ୟବଧାନରେ ପୌର ନିର୍ବାଚନ ହୋଇଛି ଏବଂ ପ୍ରତ୍ୟକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri