ଆମ ଜିଲା ଖବର

ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିଲା ଗାଇ: ସେବା କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନ ବଜାରଠାରେ ଏକ ଗାଈ ଜରି ପଲିଥିନ ଖାଇ ହଠାତ ଅସୁସ୍ଥ ହୋଇ ପଡିଥିଲା l ଗାଈଟି ରାସ୍ତା ପାର୍ଶରେ ପଡି ଛଟପଟ ହେଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ପଶୁ…

ଜୁଆ ଖେଳ ଚାଲିଥିବା ବେଳେ ଗଞ୍ଜାମ ପୋଲିସର ଚଢ଼ାଉ: ୬ ଜୁଆଡି ଗିରଫ

ଗଞ୍ଜାମ,୧୯।୧୦(ଡି.ଏନ୍‌.ଏ.): ଦାମୋଦରପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଯାଇଥିଲା l ଏଥିରେ ଜୁଆ ଆଡ୍ଡାରୁ ଛଅ ଜଣ…

ବଲାଙ୍ଗୀରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି

ବଲାଙ୍ଗୀର ଅଫିସ, ୨୦।୧୦- ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଗୁରୁବାର ବଲାଙ୍ଗୀରର ସମସ୍ତ ସରକାରୀ ଅଫିସ ବନ୍ଦ କରାଯାଇଛି। ସକାଳ ୬ଟାରୁ ଡାକଘର ସମ୍ମୁଖରେ ପିକେଟିଂ କରିଥିଲେ।…

ନାଗାବଳୀରେ ଲୀନହେବ ୨ ଗାଁ

ରାୟଗଡ଼ା ଅଫିସ,୨୦ା୧୦: ନାଗାବଳୀ ନଦୀର କରାଳ ରୂପରେ ରାୟଗଡ଼ା ଜିଲା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ନଦୀ ମୁହାଣରେ ଅବସ୍ଥାପିତ ଦୁଇଟି ଗାଁ ଲୀନହେବାକୁ ଯାଉଛି। ଗତ ସପ୍ତାହକ ମଧ୍ୟରେ ନଦୀ କୂଳ ଖାଇ ମାରିଗୁଡ଼ା ଗ୍ରାମର ଅନେକ ଚାଷଜମି…

ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜାକଲେ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରି,୨୦ା୧୦(ଡି.ଏନ.ଏ.): ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ବୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଅବମାନନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଚପଲ ପିନ୍ଧି କାର୍ଯ୍ୟକ୍ରମକୁ ଧୂପ ଦେଇ ଉଦ୍‌ଘାଟନ କରି ପୂଜା କରିଛନ୍ତି। ଏହାକୁ ସବୁ କ୍ଷେତ୍ରରେ…

ହିତାଧିକାରୀଙ୍କ ଆବାସ ଘର ଚୋରି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ପଞ୍ଚାୟତ କୁମ୍ଭାରପଡ଼ା ମଙ୍ଗଳାମନ୍ଦିର ନିକଟସ୍ଥ ଦଳିତସାହିରେ ଆବାସ ଯୋଜନା ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ନ ଦେବାରୁ ଜଣେ ହିତାଧିକାରୀଙ୍କୁ ଏହି ଯୋଜନାରେ ମିଳିଥିବା କାର୍ଯ୍ୟାଦେଶ ଅନ୍ୟ…

ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮ ମିଟର ଲମ୍ବର ଏହି ସେତୁ ନୟାଗଡ ଜିଲା ସିଧାମୂଳା ଓ କଟକ ଜିଲା ଏକଡାଳ…

ପ୍ରଫେସର ବସନ୍ତ ପଣ୍ଡା ପାଇବେ ଗୋଦାବରୀଶ ମିଶ୍ର ସମ୍ମାନ

କଟକ ଅଫିସ, ୨୦ା୧୦: ସାହିତି୍ୟକ ପ୍ରଫେସର ବସନ୍ତ କୁମାର ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ଗୋଦାବରିଶ ମିଶ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୬ ତାରିଖରେ କଟକ ସାରଳା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଣ୍ଡାଙ୍କୁ ସମ୍ମାନିତ…

ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା

କଟକ ଅଫିସ,୨୦ା୧୦: ଆସନ୍ତା ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାରାରୋପଣ ସହ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ…

ଲୀନହେବ ଟାଗୋରଙ୍କ ପାଥେରପୁରୀ

ପୁରୀ ଅଫିସ,୨୦ା୧୦: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ ‘ପାଥେରପୁରୀ’ ବିଲୀନ ହେବାକୁ ଯାଉଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ସ୍ମୃତିପୀଠ ଐତିହ୍ୟ ମାନ୍ୟତା ପାଇଁ ଜାରି ରଖିଥିବା ସଂଘର୍ଷରେ ଶେଷରେ ଦୁଃଖଦ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ଏହାକୁ ସାମନ୍ତ…

ଦୀପାବଳି ପୂର୍ବରୁ ବାତ୍ୟା ଭୟ ବଢୁଛି: ବାଣ, ଦୀପ ଓ ସାମଗ୍ରୀ ବ୍ୟବସାୟ ଠପ୍‌ ଆଶଙ୍କା

କେନ୍ଦ୍ରାପଡ଼ା ଅଫିସ, ୨୦।୧୦: ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ…

ଶିଶୁପୁତ୍ରକୁ ଗଛରେ ବାନ୍ଧି କାମକୁ ଯାଉଛନ୍ତି ମା’ବାପା

ପାରାଦୀପ,୨୦।୧୦ (ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଇଫ୍‌କୋ କାରଖାନା ସଂଲଗ୍ନ ବିଜୟଚନ୍ଦ୍ରପୁର ବସ୍ତିରେ ଗତ କିଛିଦିନ ହେବ ଗୋଟିଏ ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି। ମା’ବାପା ତାଙ୍କର ୧୦ ବର୍ଷୀୟ ଶିଶୁପୁତ୍ରଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ପାଖ ଗଛରେ ବାନ୍ଧି କାମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?