ଆମ ଜିଲା ଖବର

ବାତ୍ୟା ଯାଇ ପୁଣି ଆସିଲାଣି: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ

ରାଜନଗର, ୨୦ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକ ଏକ ନଦୀ ନାଳ ଘେରା ଅଞ୍ଚଳ। ସବୁବେଳେ ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ ହେଉ କି ବାତ୍ୟା ଏ ଅଞ୍ଚଳବାସୀଙ୍କ ଆଖିରୁ କେବଳ ନିଦ ହଜାଇ ଦିଏ ନାହିଁ, ପରନ୍ତୁ ଚାଷୀଙ୍କ ବର୍ଷକର…

ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ହୋଇଥିଲା। ଆସନ୍ତା ୨୯ ତାରିଖକୁ ୨୩ ବର୍ଷ ପୂରିବ। ଏହି ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରାୟ ୩୮୭ ଜଣଙ୍କ ଜୀବନ ଯାଇଥିଲା। ମାତ୍ର ଏହାର କରାଳ ରୂପ ଲୋକଙ୍କ…

ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ଓହରିଲେ ୨ ୟୁନିୟନ, ୧ ନାକଚ

ପାରାଦୀପ, ୨୦ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ-ବୋର୍ଡ ଅଫ ମେମ୍ବର) ନିର୍ବାଚନରେ ଚଳିତଥର କେତେକ ଚର୍ଚ୍ଚିତ ଘଟଣା ଘଟିଛି। ଅର୍ଥାତ ପ୍ରମୁଖ ଦାବିଦାର ଦୌଡରେ ଥିବା ଭାଜପା ସମର୍ଥିତ ୟୁନିୟନ ପାରାଦୀପ ପୋର୍ଟ ମଜଦୁର ସଂଘ ପ୍ରାର୍ଥତ୍ପତ୍ର ଯାଞ୍ଚ…

ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

କାଏମା,୨୦ା୧୦(ଡି.ଏନ.ଏ.): ସରକାରଙ୍କ ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହାକୁ କେତୋକାଂଶରେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ଆଉ ଏକ କରୁଣ ଚିତ୍ର ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଭିନ୍ନକ୍ଷମ ଦେବକୀ ସାହୁ ଓ ସ୍ବାମୀ ରବୀନ୍ଦ୍ରନାଥ…

ଯାଜପୁର ସହର ମୁଖ୍ୟରାସ୍ତା ଯାତାୟାତ ଅନୁପଯୋଗୀ

ଯାଜପୁର ଟାଉନ,୨୦ା୧୦(ଡି.ଏନ.ଏ.): ଯାଜପୁର ସହରର ଅନେକ ରାସ୍ତାକୁ ପୌରସଂସ୍ଥାଠାରୁ ପୂର୍ତ୍ତ ବିଭାଗ ହାତକୁ ନେଇଛି। କିନ୍ତୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ମୁଖ୍ୟ ରାସ୍ତା ସମେତ ଅନ୍ୟ ରାସ୍ତାଗୁଡ଼ିକ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ିଛି।…

ମା’ଙ୍କୁ ମେଲାଣି…

ଢେଙ୍କାନାଳ ଅଫିସ୍‌, ୨୦।୧୦: ଯେମିତି ଆଡ଼ମ୍ବର ସହକାରେ ହୋଇଥିଲା ଆବାହନ, ଠିକ୍‌ ସେମିତି ଭାବୋଦ୍ଦୀପକ ଢଙ୍ଗରେ ମେଲାଣି ନେଇଛନ୍ତି ଧନଦାତ୍ରୀ। ଅଶ୍ରୁସଜ୍ଜଳ ଆଖିରେ ମା’ଙ୍କୁ ବିଦାୟ ଦେଇଛନ୍ତି ଢେଙ୍କାନାଳବାସୀ। ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ, ଲୋକସଙ୍ଗୀତ, ସଂକୀର୍ତ୍ତନର ତାଳେତାଳେ ମହାଲକ୍ଷ୍ମୀ ବାହୁଡ଼ିଥିବାବେଳେ ବିଦାୟ…

ବିଜୁ ସେତୁ ଯୋଜନା ଲୋକଙ୍କ ପାଇଁ ପ୍ରହସନ: ବିଦ୍ୟୁତ୍‌ ତାରରେ ନଦୀ ପାର ହେଉଛନ୍ତି ମୋହନା ବ୍ଲକବାସୀ

ଆର.ଉଦୟଗିରି,୨୦ା୧୦(ଡି.ଏନ.ଏ.):ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଯେପରି ଲୋକଙ୍କ ପାଇଁ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉ ନ ଥିବାରୁ ଗମନାଗମନ ପାଇଁ ବିଦ୍ୟୁତ୍‌ ତାର…

୯ ବର୍ଷ ହେଲା ଆଇଆର୍‌ବି ବାଟାଲିୟନକୁ ଜମି ମିଳୁନି

ଭଞ୍ଜନଗର,୨୦।୧୦(ଡି.ଏନ.ଏ): ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆରବି)ର ୮ମ ସ୍ବତନ୍ତ୍ର କାର୍ଯ୍ୟାଳୟ ପାଇଁ କନ୍ଧମାଳ ଜିଲାରେ ଜମି ମିଳୁ ନ ଥିବାରୁ ୯ବର୍ଷ ହେଲା ସ୍ଥାୟୀ କୋଠା ହୋଇପାରୁନାହିଁ। ଅନ୍ୟପଟେ ଭଞ୍ଜନଗରରେ ଓଡ୍ରାଫ୍‌ ୟୁନିଟ୍‌ ଖୋଲିବା ପାଇଁ ମଧ୍ୟ ଜମି ମିଳୁନାହିଁ ।…

ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଛି। ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ…

ଶୁଣିଲାନି ପ୍ରଶାସନ: ଗ୍ରାମବାସୀ ତିଆରି କଲେ ଅସ୍ଥାୟୀ ପୋଲ

ମୋରଡା, ୨୦ା୧୦(ଡି.ଏନ.ଏ.): ବହୁଦିନର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶାସନ। ଗ୍ରାମବାସୀ ମିଶି ତିଆରି କରିଛନ୍ତି ଏକ ଅସ୍ଥାୟୀ ବାଉଁଶ ପୋଲ। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁହାଁର ମାଛୁଆ ପୋଲ ବେତନଟୀ ବ୍ଲକର କେତେକ ପଞ୍ଚାୟତକୁ ସଂଯୋଗ କରୁଛି।…

ଭଦ୍ରକ ଜିଲାପାଳ,ଏସ୍‌ପିଙ୍କୁ ଏନ୍‌ସିଏସ୍‌ଟିଙ୍କ ସମନ

ଭଦ୍ରକ ଅଫିସ, ୨୦।୧୦: ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତ୍ରିକୋଣା ଛକ ନିକଟରେ ଗତ ମାର୍ଚ୍ଚ ୨୮ ତାରିଖରେ ଅଫୁଟା ବୋମା ବିସ୍ଫୋରଣରେ ୩ ଆଦିବାସୀ ନାବାଳିକା ଗୁରୁତର ହୋଇଥିଲେ। ଏହି ଘଟଣାରେ ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି)…

୭ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଜା ଗିରଫ

ଉଦଳା,୨୦ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ ଅଜାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ ସମ୍ପର୍କୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?