ଆମ ଜିଲା ଖବର

ସ୍ଥାୟୀ ହେବାରୁ ବଞ୍ଚିତ ଭିଜିଲାନ୍ସର ୬୮ କର୍ମଚାରୀ

ଢେଙ୍କାନାଳ ଅଫିସ, ୨୧ା୧୦:ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଥିବା କହୁଥିବାବେଳେ ଭିଜିଲାନ୍ସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୧୮ବର୍ଷ ଧରି ଠିକାରେ କାର୍ଯ୍ୟରତ ୬୮ କର୍ମଚାରୀ ସ୍ଥାୟୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ବିଭିନ୍ନ…

ବିଜେଡି ପାଇଁ କଣ୍ଟା ହୋଇପାରନ୍ତି ରାଜୁ

ଧାମନଗର, ୨୧।୧୦ (ଡି.ଏନ୍‌.ଏ):ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରଚାରରେ ଧାମନଗର କମ୍ପୁଛି। ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ଡେରା ପକାଇଥିବା ଭିନ୍ନ ଭିନ୍ନ ଦଳର ନେତୃବୃନ୍ଦ ପଥପ୍ରାନ୍ତ ସଭା, ପଦଯାତ୍ରା ମାଧ୍ୟମରେ…

ସମୀକରଣକୁ ନେଇ ଚର୍ଚ୍ଚା

ଭଦ୍ରକ ଅଫିସ, ୨୧।୧୦:ଉପନିର୍ବାଚନ ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ବିଜେଡିରୁ ବହିଷ୍କାର ପରେ ଧାମନଗର ରାଜନୀତିରେ ଉଷ୍ମତା ବଢ଼ିଯାଇଛି। ଦଳୀୟ ନିର୍ଦ୍ଦେଶାନାମା ଘୋଷଣା ପରେ ରାଜେନ୍ଦ୍ର ଏଥିରେ ବିଚଳିତ ନ ହୋଇ ନିଜ…

ଘରେ ପଶିବା ପରେ ଚେତା: କୋଟିଆ ପଞ୍ଚାୟତରେ କାର୍ଯ୍ୟାଦେଶ ବାଣ୍ଟିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗୀ,୨୧ା୧୦(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମକୁ ଆସି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି। ସ୍ଥାନୀୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପଡ଼ୋଶୀ ରାଜ୍ୟ ବଳପୂର୍ବକ ପ୍ରବେଶ କରିବାକୁ ସାହସ…

ଚାଷ ପ୍ରତି ବଢ଼ୁଛି ମହିଳାଙ୍କ ଆଗ୍ରହ

ସମ୍ବଲପୁର,୨୧ା୧୦(ବ୍ୟୁରୋ): ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଯାଉଛି। ଏପରିସ୍ଥଳେ ସମ୍ବଲପୁର ଜିଲାରେ ଚାଷ ପ୍ରତି ମହିଳାଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଦ୍ୱାରା ସେମାନେ ରୋଜଗାରକ୍ଷମ…

ହାତୀମୃତ୍ୟୁ ବୃଦ୍ଧିକୁ ନେଇ ଉଦ୍‌ବେଗ

କଟକ ଅଫିସ,୨୧ା୧୦: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁକୁ ରୋକିବା ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ତଥାପି ହାତୀମୃତ୍ୟୁକୁ ରୋକାଯାଇପାରୁ ନାହିଁ। ତେଣୁ ଗୁରୁବାର ହାତୀମୃତ୍ୟୁ ସମ୍ପର୍କିତ ମାମଲାର ଶୁଣାଣିବେଳେ…

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟକୁ ଚାଷୀଙ୍କ ବିରୋଧ

ରାୟଗଡ଼ା ଅଫିସ,୨୧ା୧୦: ବହୁ ବିରୋଧ ପରେ ବି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡ଼ା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକ ବିଦ୍ୟାଳୟ ନିମନ୍ତେ ଗୁରୁବାର ଜମି ଚିହ୍ନଟ ହୋଇଛି। ପୋଲିସ ଫୋର୍ସ ଉପସ୍ଥିତିରେ ଜିଲା ଓ ବ୍ଲକ…

ଜୟପୁର ଏୟାରପୋର୍ଟକୁ ଡିଜିସିଏର ଅନୁମତି

ଜୟପୁର,୨୧ା୧୦ (ନି.ପ୍ର.): ଜୟପୁରରୁ ସବୁଦିନିଆ ବିମାନ ଉଡିବା ନେଇ ଅନୁମତି ମିଳଛି। ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡାନ ଯୋଜନାରେ ଡିଜିସିଏ ଏହି ଅନୁମତି ପ୍ରଦାନ କରଛି। ଅନୁମତି ପତ୍ର ବିଭାଗ ପକ୍ଷରୁ ଏନେଇ ଓଡିଶା ସରକାରଙ୍କୁ…

ବାର୍ବିକ୍ୟୁ ନେସନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

କଟକ,୨୧।୧୦: ଦେଶର ପ୍ରମୁଖ ମଲ୍‌ଟି ରେଷ୍ଟୁରାଣ୍ଟ ବ୍ରାଣ୍ଡ୍‌ ‘ବାର୍ବିକ୍ୟୁ ନେସନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ସ୍ଥାନୀୟ ଦର୍‌ଘା ବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଆର୍କେଡ୍‌ଠାରେ ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ବାର୍ବିକ୍ୟୁ ନେସନ୍‌ର ଆସିଷ୍ଟାଣ୍ଟ ରିଜିଓନାଲ ମ୍ୟାନେଜର ତଉସିଫ ଏହମଦ ସମ୍ମାନିତ ଅତିଥି…

୪୫ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଗୁରୁବାର ଚଢ଼ାଉ କରିଥିଲା । ପୋଲିସ ସେଠାରୁ ବିଭିନ୍ନ ପ୍ରକାରର ପ୍ରାୟ ୪୫ ଲକ୍ଷ ଟଙ୍କାର ବାଣ ସହ ଏକ ପିକ୍‌ଅପ…

କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଛତ୍ରପୁର,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଅଞ୍ଚଳରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କାର୍ତ୍ତିକ ମାସ ସାଙ୍ଗକୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା କାରଣରୁ ଜିଲାରେ ପରିବା ଚାଷ ବିଶେଷ ପ୍ରଭାବିତ ହୋଇଛି। ଯାହାର ସିଧାସଳଖ ପ୍ରଭାବ ପରିବା ବଜାର…

ଝାରସୁଗୁଡ଼ା ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ

ଝାରସୁଗୁଡ଼ା ଅଫିସ,୨୦ା୧୦: ଝାରସୁଗୁଡ଼ା ଉପକାରାଗାରରେ ଗୁରୁବାର ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମର ସୁବାସ ରୋହିଦାସ (୨୬)। ଏହି ସମ୍ପର୍କରେ ଜେଲ୍‌ର କରଣ ଓରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?