ଆମ ଜିଲା ଖବର

ପୁରୀରେ ଜାଲ୍‌ ନୋଟ କାରବାର

ପୁରୀ ଅଫିସ,୨୯।୧୦: ପୁରୀ ସମୁଦ୍ରକୂଳ ବଜାର ଅଞ୍ଚଳରେ ଜାଲ୍‌ ନୋଟ କାରବାର ନେଇ ଚର୍ଚ୍ଚା ହେଉଛି। ଜଣେ ମହିଳା ଏହି ନୋଟ କାରବାର କରୁଥିବା ର଼୍ୟାକେଟଙ୍କ ଟାର୍ଗେଟରେ ରହିଛନ୍ତି। କ୍ଷୀର କିଣିବାକୁ ଯିବା ସମୟରେ ମହଳା ଜଣଙ୍କ ଜାଲ୍‌ ନୋଟ ଦେଇଥିଲେ।…

ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

ପୁରୀ ଅଫିସ, ୨୯।୧୦: ଶ୍ରୀମନ୍ଦିର ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ…

ବନ୍ଦ କଠୋରିରେ ୮ଦିନ

ଜୟପୁର, ୨୯ା୧୦ (ନି.ପ୍ର.): ଜୟପୁର ଢେପଗୁଡାସ୍ଥିତ ଏକ ପରିବାରର ଲୋକେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ୮ଦିନ ଧରି ଏକ କଠୋରିରେ ବନ୍ଦ କରି ରଖିଥିଲେ। ବୃ୍‌ଦ୍ଧା ଜଣକ ହେଉଛନ୍ତି ପାର୍ବତୀ ନାୟକ ା ସେ କଠୋରିରେ ଖାଇବାକୁ ନ ପାଇ…

ଥାନା ଫାଟକ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ପଟ୍ଟାଙ୍ଗି,୨୯ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନ ଚେଟ୍ଟୀଙ୍କ ମୃତ୍ୟୁ ଘଟଣାରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଥାନା ଫାଟକ ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ପ୍ରତିବାଦ…

ମହିଳାଙ୍କୁ ଜାଳି ହତ୍ୟା ଉଦ୍ୟମ ଅଭିଯୋଗ

ପଦ୍ମପୁର,୨୯। ୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଗିରିଧାରୀ ସାହିରେ ଶୁକ୍ରବାର ଜଣେ ମହିଳାଙ୍କୁ ଘରୁ ଅଧା ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ରଶ୍ମିତା। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ…

‘ଆଦିବାସୀଙ୍କ ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି’

ଉମରକୋଟ,୨୯ା୧୦(ସ୍ବ.ପ୍ର.): ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ଉମରକୋଟ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ମନ୍ତ୍ରୀଙ୍କୁ ପ୍ରଥମେ ଏସ୍‌ଏସ୍‌ ଇଣ୍ଟରନ୍ୟାଶନାଲ ହୋଟେଲ ନିକଟରେ ସମସ୍ତ ବିଜେଡି ନେତା…

ଡଙ୍ଗରିଆଙ୍କ ବାନ୍ଧକଳା କପଡ଼ାଗୁନ୍ଦାର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା ଅଫିସ,୨୯ା୧୦: ନିୟମଗିରି ପାଦଦେଶରେ ଅବସ୍ଥିତ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ୍‌(କପଡ଼ାଗୁନ୍ଦା) ଧୀରେ ଧୀରେ ଲୋକ ପାଇବାକୁ ବସିଥିବାବେଳେ ଏହାର ପୁନରୁଦ୍ଧାର ପଇଁ ପ୍ରୟାସ ଆରମ୍ଭ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ଚାହିଦାକୁ ବୃଦ୍ଧି…

ପ୍ରାୟ ସମୟରେ ଅଫିସ୍‌ରେ ଝୁଲୁଛି ତାଲା

ଜୁନାଗଡ,୨୯।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ଇନ୍ଧାରା ଗାନ୍ଧୀ ଛକ ନିକଟରେ ଥିବା ବୈଧମାପ ନିରୀକ୍ଷକ ବିଜ୍ଞାନଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଏଠାରେ ଓଡିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ନିରୀକ୍ଷକଙ୍କ ପାଇଁ ଅଫିସ ମଧ୍ୟ ରହିଛି। ହେଲେ ଏହି…

ଡାକ୍ତର ବେଶରେ ଏମ୍‌କେସିଜିରେ ଦଲାଲ୍‌

ବ୍ରହ୍ମପୁର ଅଫିସ,୨୯ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ଜୀବନ ରେଖା କୁହାଯାଉଥିବା ଏମକେସିଜି ବଡ଼ ଡାକ୍ତରଖାନାରୁ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଧରାପଡ଼ିଛନ୍ତି। ନିଜକୁ ଡାକ୍ତର ପରିଚୟ ଦେଇ ଅସ୍ଥିଶଲ୍ୟ ବିଭାଗରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା…

ବିଏମ୍‌ସିରେ ମିଶିବ ସହରତଳି ୪ ଗାଁ

ବ୍ରହ୍ମପୁର ଅଫିସ,୨୯।୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ରେ ସହର ଉପକଣ୍ଠସ୍ଥ ୪ଟି ଗ୍ରାମ ମିଶ୍ରଣ ନେଇ ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ. ୧୭୯୭୪ରେ ସୂଚନା ଦିଆଯାଇଛି। ଫଳରେ ବିଏମସିରେ ସହର ଉପକଣ୍ଠସ୍ଥ ଗ୍ରାମଗୁଡିକ…

ସଜେଇ ହେଉଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୨୯ା୧୦(ଡିଏନଏ): ଶୀତ ଋତୁରେ ପର୍ଯ୍ୟଟନ କଥା କହିଲେ ସାଧାରଣଃ କନ୍ଧମାଳ ଜିଲା କଥା ମନକୁ ଆସିଥାଏ। ସହରର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ, ସବୁଜ, ଜଙ୍ଗଲ ପାହାଡ ଘେରା ପରିବେଶ ଶୀତ ସାଙ୍ଗକୁ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବାକୁ…

ଗୁଣିି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନୂଆପଡ଼ା ଅଫିସ,୨୯।୧୦ ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ପାରେଗାଁର ବୃଦ୍ଧ କାନ୍ତା କେଉଟ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦେଓସିଂ କେଉଟ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ଗୁଣିଗାରେଡି ସନ୍ଦେହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?