Odisha Elections 2024

ଆମ ଜିଲା ଖବର

ଅସ୍ତ୍ରଶସ୍ତ୍ର ଜବତ:ଶିକାରୀ ଫେରାର

କପ୍ତିପଦା,୧୩ା୪(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଝିଲ୍ଲିରୀବଣୀ ଅଞ୍ଚଳରୁ ପୋଲିସ ଶିକାର ପାଇଁ ବ୍ୟବହୃତ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଲକ୍ଷ୍ମଣ ଟୁଡୁଙ୍କ ଘରେ ଏହି ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଖବରପାଇ ଉଭୟ ବନ ବିଭାଗ ଓ ପୋଲିସ...

ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍‌

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି। କରୋନା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିଲେ ହେଁ କାରଖାନା ଗୁଡିକ ବାଦ...

ଘରକୁ ଘର କରୋନା ସମ୍ପର୍କିତ ଚିହ୍ନଟ କାର୍ଯ୍ୟକ୍ରମ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏନେଇ ସୋମବାର କେନ୍ଦୁଝର ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି...

ବିନା ଭକ୍ତରେ ଚାଲିଛି ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ପୀଠରେ ଭକ୍ତ ଶୂନ୍ୟ ହୋଇ ପଡିଛି। ମା’ଙ୍କ ଚଇତି ପର୍ବ ଚାଲିଥିବା ବେଳେ ସୋମବାର ପଣା ସଂକ୍ରାନ୍ତିରେ ମା’ଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ବର୍ଷ ଏହି ଦିନରେ...

ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ରାଜ୍ୟ ରାଜପଥ ନଂ ୨...

କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଯାଇଛି। ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ବୈଠକର...

ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି ସ୍ବତନ୍ତ୍ର ଚିକିତ୍ସାଳୟ କରାଯାଇଛି। ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ଏହାକୁ କରୋନା...

ବିଭିନ୍ନ ଅଞ୍ଚଳରେ କରାଗଲା ସାନିଟାଇଜ୍‌

ରାଇରଙ୍ଗପୁର, ୧୩।୪(ଡି.ଏନ.ଏ.)-କରୋନା ଭୂତାଣୁ ରୋକିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ସହରାଞ୍ଚଳ ସମେତ ବିଭିନ୍ନ ପୁରପଲ୍ଲୀ ଅଞ୍ଚଳର ରାସ୍ତାଘାଟକୁ ସାନିଟାଇଜ୍‌ କରାଯାଇଛି। ରାଇରଙ୍ଗପୁର ଦମକଳବାହିନୀ ପକ୍ଷରୁ ସୋମବାର ରାଇରଙ୍ଗପୁର ହସ୍ପିଟାଲ ପରିସରର ବିଭିନ୍ନ ରୁମ୍‌ ସମେତ ଏହାର ପରିସରକୁ...

ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍‌ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ ଜୀବିକାରୁ ବଞ୍ଚିତ ହୋଇଥିବାରୁ ଖାଦ୍ୟାଭାବକୁ ଆଖି ଆଗରେ ରଖି ବହୁ ସ୍ବେଛାସେବୀ ସାମାଜିକ...

କରୋନା ପାଇଁ ପ୍ରଶାସନିକ କଟକଣା: ନିରାଡ଼ମ୍ବରରେ ପାଳିତ ହେଲା ମା’ ସୁନାମୁହିଁ ଯାତ୍ରା

ଭଣ୍ଡାରିପୋଖରୀ, ୧୩।୪(ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରତ୍ୟେକ୍ଷ ଦେବୀ ମା’ ସୁନାମୁହିଁ (ସୁବର୍ଣ୍ଣମୁଖୀ) ପୀଠ। ଏଠାରେ ପଣା ସଂକ୍ରାନ୍ତି ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଥିବାବେଳେ ଚଳିତବର୍ଷ କରୋନା ସଂକ୍ରମଣ ପାଇଁ...

ଲକ୍‌ଡାଉନ କଟକଣା: ଫିକା ପଡ଼ିଲା ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ

ବିଜେପୁର, ୧୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ବଶ୍ବବାସୀଙ୍କର ଆଖିରୁ ନିଦ ହଜାଇ ଦେଇଛି। ଏହା ଜନଜୀବନର ଜୀବିକା ସହ ସଂସ୍କୃତି, ପରମ୍ପରାକୁ ମଧ୍ୟ ବେଶ୍‌ ପ୍ରଭାବିତ କରିଛି। ପବିତ୍ର ପଣାସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳିତ ହୋଇଥାଏ। ମାତ୍ର...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୨୦ ଯୁବକ

ବଇଣ୍ଡା, ୧୩ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକ ଓ ହଣ୍ଡପା ଥାନା ଅଞ୍ଚଳରେ କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଖୋଲାଯାଇଥିବା ଦୋକାନଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଇଛି କି ନାହିଁ ତାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri