ଆମ ଜିଲା ଖବର

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଚପଲ ଫିଙ୍ଗିଲେ ମହିଳା

ଭଦ୍ରକ ଅଫିସ, ୨୯ା୧୦: ଭଦ୍ରକ କାଳୀପୂଜା ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଯାତ୍ରା ମଞ୍ଚରେ…

ଯାତାୟାତରେ ଭରା ନାଳ ସାଜିଛି କଣ୍ଟା

ଆର.ଉଦୟଗିରି,୨୯ା୧୦(ଡି.ଏନ.ଏ.): ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। କାଗଜ କଲମରେ ସୀମିତ ରହିଛି ବିକାଶ। ଭଲ ରାସ୍ତା ଓ ନାଳ…

ହାତୀ ଉପଦ୍ରବ ଥମୁନି, ବନବିଭାଗ ଅସହାୟ

ଭଞ୍ଜନଗର,୨୯ା୧୦(ଡି.ଏନ.ଏ.): ଭଞ୍ଜନଗର ଉତ୍ତା ଓ ଦକ୍ଷିଣ ବନଖଣ୍ଡର ହାତୀ କରିଡ଼ରଗୁଡ଼ିକ ବିଭିନ୍ନ କାରଣ ଯୋଗୁ ନଷ୍ଟ ହେବାକୁ ବସିଛି। ଏହି କାରଣରୁ ହତୀପଲ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଅଞ୍ଚଳରେ ଫସଲ କ୍ଷତି କରୁଛନ୍ତି। ବିଶେଷକରି ଜମିରେ ପଶି ଧାନ ଫସଲ ନଷ୍ଟ…

ଚାଷୀଙ୍କ ଚିନ୍ତା ବିଳମ୍ବିତ ଧାନ ସଂଗ୍ରହ

ବରଗଡ଼ ଅଫିସ୍‌,୨୯।୧୦: ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଅମଳରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଅମଳ ଧାନ କେଉଁଠି…

ଆଚରଣବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଅ

ଭଦ୍ରକ ଅଫିସ, ୨୯ା୧୦: ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କୁ ଲାଞ୍ଚ ଦେବା, ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନଜନିତ ଅପରାଧର ସତ୍ୟତା ଥିଲେ ସେଥିପାଇଁ ଉଦ୍ଦିଷ୍ଟ ବିଭିନ୍ନ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ…

ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ

ଧାମନଗର,୨୯ା୧୦ (ଡି.ଏନ୍‌.ଏ/ସ୍ବ.ପ୍ର.): ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ରୋଡ୍‌ଶୋ’…

ସେଲ୍‌ ଓ ଏଏଆଇ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ରାଉରକେଲା ଅଫିସ,୨୯।୧୦: ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଫଳରେ ରାଉରକେଲାରେ ବିମାନ ସେବା ଆରମ୍ଭର ପଥ ପରିଷ୍କାର ହୋଇଛି। ସେଲ୍‌ର କାର୍ମିକ…

ଆସନ୍ତା ୩୧ରୁ ଜୟପୁରକୁ ଉଡ଼ିବ ବିମାନ

ଜୟପୁର,୨୯।୧୦(ସ୍ବ.ପ୍ର): ଆସନ୍ତା ୩୧ ତାରିଖରୁ କୋରାପୁଟ ଜିଲା ଜୟପୁରକୁ ଉଡ଼ିବ ବିମାନ। ଏ ନେଇ ଇଣ୍ଡିଆ ୱାନ୍‌ ଏୟାର ବିମାନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଯାତ୍ରୀମାନେ indiaoneair.com ୱେବସାଇଟରେ ୯୯୯ ଟଙ୍କାରେ ଟିକେଟ ବୁକିଂ କରିବାର ସୁବିଧା…

ଠକେଇ ଅଭିଯୋଗରେ ପରିବାରର ୩ ଗିରଫ

ଅନୁଗୋଳ ଅଫିସ, ୨୯ା୧୦: ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ବ୍ୟାଙ୍କରୁ ଘର ପାଇଁ ୧୦ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ ଗୋଟିଏ ପରିବାରର ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ତାଳଚେର…

ଦୂରେଇ ଦେଉଛି ଦର

ବଇଣ୍ଡା,୨୯ା୧୦ (ପରିକ୍ଷିତ ସାହୁ): ଗରିବ ବୋଲି କିଲୋପିଛା ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର। ହେଲେ ସେହି ଗରିବଙ୍କୁ ଯୋଗାଉଥିବା କିରୋସିନର ମୂଲ୍ୟ ରଖିଛନ୍ତି ଲିଟର ପ୍ରତି ୮୪ ଟଙ୍କା। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଏହି ଜାଳେଣିର ଏପରି…

ବଦଳିନି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାର ଚିତ୍ର

ମହାକାଳପଡ଼ା,୨୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆର ସାନ୍ତାଳପଡ଼ା ଗାଁ ସମୁଦ୍ର ଆଁରେ ରହିଛି। ଅବହେଳିତ ସାନ୍ତାଳପଡ଼ାରେ ୧୯୯୯ ମହାବାତ୍ୟା ତାଣ୍ଡବ ରଚିଥିଲା। ସମୁଦ୍ର ଜୁଆରରେ ୧୫ରୁ ଅଧିକ ଲୋକଙ୍କ ଜୀବନ ସମୁଦ୍ର ଗର୍ଭରେ…

ଫତେପୁର, ଏରଡଙ୍ଗାରେ ବ୍ୟାପୁଛି ଡେଙ୍ଗୁ

ରଘୁନାଥପୁର,୨୯।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ଫତେପୁର ଗ୍ରାମ ଓ ନିକଟସ୍ଥ ଏରଡଙ୍ଗା ପଞ୍ଚାୟତରେ ଗତ ୧୦ ଦିନ ମଧ୍ୟରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଫତେପୁର ଗ୍ରାମରେ ୩ ଓ ଏରଡଙ୍ଗାରେ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?