ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ
ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ ଚଢ଼ିଯାଇଥିଲେ। ଚୂନରା ସେବାୟତ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି।…
ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର
ବୌଦ୍ଧ,୧୪ା୮(ସ୍ବ.ପ୍ର.): ଲଘୁଚାପ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।…
ବିପଦ ସଙ୍କେତ ଡେଇଁଲା ବଂଶଧାରା
ଗୁଣପୁର,୧୪ା୮(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁରଠାରେ ବଂଶଧାରା ନଦୀ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ଏବେ ନଦୀଜଳ ୮୩.୯୭ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହରଭାଙ୍ଗି ସହ କେନ୍ଦୁଗୁଡ଼ା ବ୍ୟାରେଜରୁ…
ପଥର, ମାଟି ଅତଡ଼ା ଧସିଲା: ୨ ଟ୍ରେନ୍ ଅଧାରୁ ବାତିଲ
ରାୟଗଡ଼ା ଅଫିସ,୧୪ା୮: ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳଷ୍ଟେଶନ ନିକଟ ୩୪ ନଂ. ଟନେଲ ପାଖରେ ରବିବାର ପଥର ଓ ମାଟି ଅତଡ଼ା ଧସି ରାୟଗଡ଼ା-କୋରାପୁଟ ରେଲ୍ଓ୍ବେ ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଟଗୁଡ଼ା…
ଗାଁରେ ବୁଲୁଛି ବାଘ
ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜରେ…
୩ ଶହ ଫୁଟର ତ୍ରିରଙ୍ଗା ଧରି କର୍ମୀଙ୍କ ସହ ବୁଲିଲେ ମନ୍ତ୍ରୀ
ମୋରଡା,୧୪।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାଜପା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ। ଚିତ୍ରଡା ଭୈରବୀ ମନ୍ଦିରରୁ…
ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଡ଼ାଖୋଲ ପୋଲ
ଭବାନୀପାଟଣା,୧୪।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରିସ୍ଥିତିରେ ଜିଲାର ଜୟପାଟଣା ବ୍ଲକ ପିପଲଗୁଡ଼ା ଛକରୁ ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ସହ ଆମପାଣିକୁ ସଂଯୋଗ କରୁଥିବା ପୋଡାଖୋଲ ପୋଲ…
ଧୋଇଗଲା ଅସ୍ଥାୟୀ ପୋଲ
ରାଇକିଆ,୧୪ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୨୦୧୮ ତିତ୍ଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ ଯାଇଥିଲା।…
ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ
ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ନଦୀ…
ଧାନତଳି ରୋଇବାକୁ ଯାଇ ଫେରିଲେନି, ଆଜି ମିଳିଲା ମୃତଦେହ
ଆରଡ଼ି,୧୪ା୮(ଡି.ଏନ୍.ଏ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ନାଳରେ ପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ରମାକାନ୍ତ ରାଉତ (୫୦) ନାମକ ଚାଷୀ ଶନିବାର ବିଲକୁ ଧାନତଳି ରୋଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ନ…
ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ
ହେମଗିରି,୧୪ା୮(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ସଂଯୋଗ କରୁଥିବା ଚାଉରିମହୁଲ ବ୍ରିଜ ଉପରେ ପ୍ରାୟ ୨ରୁ ୩ ଫୁଟ…
ରାସ୍ତାରେ ପଡ଼ିଲା ଗଛ, ଅଟକି ରହିଲା ଗାଡ଼ି
ପାଟଣା,୧୪।୮(ସ୍ବ.ପ୍ର.): ଲଗାଣ ବର୍ଷାରେ ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା- କରଞ୍ଜିଆ ରାସ୍ତାର ସାହାରପଡ଼ା ଉଦୟପୁର ଛକ ନିକଟରେ ଏକ ଗଛ ପଡ଼ିଯାଇଛି। ଗଛଟି ଶନିବାର ବିଳମ୍ବିତ ରାତିରେ ରାସ୍ତା ଉପରେ ପଡ଼ିଥିବାରୁ ଅଳ୍ପ ସମୟ ପାଇଁ ଗାଡ଼ି ଚଳାଚଳରେ ବାଧା…
Archives


