ଆମ ଜିଲା ଖବର

କାଠକୁ ଦେଉଛନ୍ତି ଜୀବନ୍ତ ରୂପ

ପାଟଣା, ୮ା୧୧(ସ୍ବ.ପ୍ର.): ତାଙ୍କ ନିହାଣ ମୁନରେ କାଠ କଥା କହେ, ହାତର ସ୍ପର୍ଶରେ ହୋଇଉଠେ ଅନନ୍ୟ। ଘରକରଣାଠାରୁ ଆରମ୍ଭ କରି ପ୍ରତିମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ। ବିନା ପ୍ରଶିକ୍ଷଣରେ ନିଖୁଣ କଳାକୃତି ନିର୍ମାଣ କରିବା ସହ କଣ୍ଢେଇ ନୃତ୍ୟଶିଳ୍ପୀ ଭାବେ ସ୍ବତନ୍ତ୍ର…

ବାଲେଶ୍ୱର ଡିଭିଜନରେ ୬୮ ମାମଲା ରୁଜୁ

କେନ୍ଦୁଝର,୮।୧୧(ସ୍ବ.ପ୍ର.): ପ୍ରତ୍ୟେକ ବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି। ଦୁର୍ନୀତି ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଶପଥପାଠ, ରାଲି, ସଭାସମିତି, ପ୍ରତିଯୋଗିତା ଆଦି ଆୟୋଜନ ହେଉଛି। ଏହା ସତ୍ତ୍ୱେ ଦୁର୍ନୀତି କମିବାର ନଁା ଧରୁନି। ପ୍ରତିଦିନ ରାଜ୍ୟର…

ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ ପଡିରହିଛି। ଜାତୀୟ ରାଜପଥ ସମ୍ପ୍ରସାରଣକୁ ଆଳ କରି ସେହି ସ୍ଥାନରୁ ଅନ୍ୟତ୍ର କରିବା ଉଦ୍ଦେଶ୍ୟରେ…

ଧୂଳି ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତ

ଚଣ୍ଡିଖୋଲ,୮ା୧୧(ଡି.ଏନ.ଏ.):ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁଡ଼ି ପର୍ଯ୍ୟନ୍ତ ହେଉଥିବା ପୂର୍ତ୍ତବିଭାଗ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। କ୍ରସର ଗୁଣ୍ଡ ପଡ଼ିଥିବା ହେତୁ ରାସ୍ତାରେ ଯାତାୟତ ଅସମ୍ଭବ ହୋଇପଡ଼ୁଛି। ଏପରି କି ବାଲିଚନ୍ଦ୍ରପୁର ବଜାର ଲୋକମାନେ ଅଣନିଃଶ୍ୱାସୀ ହେଉଛନ୍ତି। ସେହି ରାସ୍ତାଦେଇ ଯାନବାହାନ…

ଭିନ୍ନକ୍ଷମଙ୍କୁ ମିଳୁନି ଆବାସ ଯୋଜନାରେ ଘର

ଯାଜପୁର ଅଫିସ/କାଏମା(ଡି.ଏନ୍‌.ଏ.), ୮ା୧୧:ଯାଜପୁର ଜିଲାରେ କେତେକ ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ବିଡ଼ମ୍ବନା ଯେ, ଭିନ୍ନକ୍ଷମମାନଙ୍କୁ ଏହି ଜନହିତକର ଯୋଜନାରେ ପକ୍କା ଘର ମିଳୁନାହିଁ। ଜିଲାର ଅନେକ…

ଟିଣଛପର ଘର ପରେ ସୁକଲାଲ୍‌ଙ୍କ ମୁହଁରେ ଫୁଟିଲା ହସ

ମହାକାଳପଡ଼ା,୮ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗ୍ରାମ ଶ୍ମଶାନ ନିକଟରେ ଦୀର୍ଘ ୪୦ବର୍ଷ ଧରି ଅସହାୟ ବୃଦ୍ଧ ସୁକଲାଲ୍‌ ଦେବନାଥ (୭୨) ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏ ସମ୍ପର୍କରେ ଅଗଷ୍ଟ ୨୬ରେ ‘ଧରିତ୍ରୀ’ରେ ଖବର ପ୍ରକାଶିତ…

୭ ମାସରେ ୯୧୪ ପରିବାରକୁ ୧୦୦ ଦିନର କାମ

କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍‌କାର୍ଡଧାରୀ ୩,୨୯,୬୦୫…

ଟିଏମ୍‌ସି କେନ୍ଦ୍ରର ସାମଗ୍ରୀ କିଣାରେ ହେରଫେର

ପଟ୍ଟାମୁଣ୍ଡାଇ, ୮ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ୨୦୨୦ ଏପ୍ରିଲ୍‌ ୬ରେ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଳବଳ ଲଗାଇ ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ ଜନତା କର୍ଫ୍ୟୁ, ଲକ୍‌…

ବୋତଲରେ ୨.୫ ଇଞ୍ଚର ବୋଇତ

ଖୋର୍ଦ୍ଧା ଅଫିସ,୮ା୧୧: ଉତ୍କଳୀୟ ସଂସ୍କୃତିରେ ବୋଇତ ବନ୍ଦାଣ ଉତ୍ସବର ବିଶେଷ ମହତ୍ତ୍ୱ ରହିଛି। ସବୁଠି ଏହାକୁ ଆନନ୍ଦର ସହ ପାଳନ କରାଯାଏ। ଆ କା ମା ବୈ ମନ୍ତ୍ରଧ୍ୱନିରେ ଗଗନପବନ ମୁଖରିତ ହୋଇଥାଏ। ସକାଳେ ଶ୍ରଦ୍ଧାଳୁମାନେ ପରିବାର ସହ ନଦୀ, ପୋଖରୀ,…

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ ଅଫିସ,୮ା୧୧:ବହୁ ପ୍ରତୀକ୍ଷିତ ତଥା ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାରଠାରୁ ଉଦ୍‌ଘାଟିତ ହେବ। କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ବନ୍ଦ ଥିବା ଐତିହ୍ୟ ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲା…

ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି

କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଆହ୍ବାନ ଦେଇଛନ୍ତି।…

ଶାଶୁ, ଶ୍ୱଶୁରଙ୍କୁ ମାସିକ ଭରଣ ପୋଷଣ ଦେବେ ବିଧବା ବୋହୂ

ଭଦ୍ରକ ଅଫିସ,୮ା୧୧:ଭଦ୍ରକ ପରିବାର ଅଦାଲତ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ସୋମବାର ଏକ ମାମଲାର ବିଚାର କରି ବୃଦ୍ଧା ଶାଶୁ, ଶ୍ୱଶୁରଙ୍କୁ ଭରଣ ପୋଷଣ ବାବଦରେ ମାସିକ ୩ ହଜାର ଟଙ୍କା ବିଧବା ବୋହୂ ଦେବା ପାଇଁ ଶୁଣାଣି କରିଛନ୍ତି। ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?