ଆମ ଜିଲା ଖବର

ମିଳୁନି ନ୍ୟାୟ:୧୦ମ ଦିନରେ ଯୁବତୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୧୨ା୮:ବ୍ରହ୍ମପୁର ଦେଶୀବେହେରା ସାହିସ୍ଥିତ ପ୍ରେମିକଙ୍କ ଘର ଆଗରେ ଜଣେ ଯୁବତୀ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଧରି ବର୍ଷା କାକରରେ ୧୦ ଦିନ ହେଲା ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ପ୍ରେମିକ ତାଙ୍କୁ ବିବାହ କରି ପୁଅକୁ ବାପାଙ୍କ ପରିଚୟ…

କିଆଗଛରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଗୋପାଳପୁର,୧୨ା୮ (ଡି.ଏନ୍‌.ଏ.):ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ସେମାନେ ହେଲେ ରାମେୟାପାଟଣା ଓଡିଆରପି କଲୋନୀର ଗୁରୁବାରି ନାୟକ(୨୪) ଓ ବି.ମନୋହର ଗ୍ରାମର ଦୀପା ନାୟକ (୨୦)। ଖବର ଅନୁସାରେ, ଦୀର୍ଘଦିନ ଧରି…

ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା

ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର ସେ ମେଡିକାଲରେ ରକ୍ଷାବନ୍ଧନ ଉତ୍ସବ ପାଳିଛି। ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ…

ଗାଁ ଦାଣ୍ଡରେ ବୁଲିଲେ ଭାଲୁ

ଆନନ୍ଦପୁର,୧୨ା୮(ସ୍ବ.ପ୍ର.):ବଣ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରିବା ଏକ ସାଧାରଣ କଥା। ହେଲେ ଗଁା ଦାଣ୍ଡରେ ଦିନରେ ଭାଲୁ ବୁଲିବା, ଘରର ପିଣ୍ଢାରେ ବସିବା ଦେଖିଲେ ଯେ କେହି ବି ଚକିତ ହେବ। ଏଭଳି ଦୃଶ୍ୟ କେନ୍ଦୁଝର ଜିଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା…

ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ପରଲୋକ

ଅମରପାଲି, ୧୨ା୮(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗୁରୁବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ସେ ‘ଧରିତ୍ରୀ’ର ଫଟୋ ସାମ୍ବାଦିକଭାବେ କାର୍ଯ୍ୟ କରିଥିଲେ। ସେ ଅବିବାହିତ ଥିଲେ।…

ଘସିପୁରା ବିଧାୟକ ବଦ୍ରି ପାତ୍ର ଅସୁସ୍ଥ

କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ବିଧାୟକ ମୂତ୍ରାଶୟ ସଂକ୍ରମଣରେ…

୫୦ଟଙ୍କା ପାଇଁ ନାବାଳକଙ୍କ ଆତ୍ମହତ୍ୟା

ଟେନ୍‌ସା,୧୧।୮(ଡି.ଏନ୍‌.ଏ.): ମା’ଙ୍କୁ ମାଗିଲେ ୫୦ଟଙ୍କା ଦିଅ। ମିଟିଂରୁ ଫେରେ ତତେ ଟଙ୍କା ଦେବି କହି ମା’ ଗ୍ରାମକୁ ଗ୍ରୁପ ମିଟିଂ କରିବାକୁ ଚାଲି ଯାଇଥିଲେ। ଏତିକିରେ ନାବାଳକ ରାଗି ଯାଇ ଘର ଭିତରେ ଥିବା ରୁଅରେ ଏକ ଧୋତିରେ ରଶି ଲଗାଇ…

ଦିଲ୍ଲୀରୁ ଧରାହେଲେ ନାଇଜେରୀୟ

ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ ଟଙ୍କା।…

ମାଟି ତଳୁ ମିଳିଲା ଗଦାଗଦା ଆଧାର କାର୍ଡ

ପାରଳାଖେମୁଣ୍ଡି, ଆର.ଉଦୟଗିରି,୧୨ା୮(ଡି.ଏନ୍‌.ଏ.):ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ବେଳେ ଏହାକୁ କେମିତି ଦୁରୂପଯୋଗ କରାଯାଇଛି ତାହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଡରାବ ଗ୍ରାମରେ। ଗୁରୁବାର ସ୍ଥାନୀୟ ପୋଷ୍ଟଅଫିସ ନିକଟରେ ଥିବା…

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ସମ୍ବଲପୁର,୧୧ା୮(ବ୍ୟୁରୋ): ସମ୍ବଲପୁର କୋର୍ଟ ପରିସରରୁ ଗୁରୁବାର ସନ୍ଧ୍ୟାରେ ସୁନିଲ ନାଏକ ନାମକ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ…

୧୦ ଗେଟ୍‌ରୁ ଜଳ ନିଷ୍କାସନ

ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେଣୁ ହୀରାକୁଦ…

ଭାଇର ଆଖି ଲୁହରେ ଭିଜିଲା ରାଖୀ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): ରାଖୀ ପୂର୍ଣ୍ଣିମା ଅବସରରେ ଚାରିଆଡେ ହର୍ସଉଲ୍ଲାସ ରହିଥିବା ବେଳେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁରୁବାର ଭାଇଙ୍କୁ ରାଖୀ ବାନ୍ଧି ଫେରୁଥିବା ବେଳେ ସହରର ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍‌ ଧକ୍କାରେ ଭଉଣୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri