ଆମ ଜିଲା ଖବର

ଧାମନଗର ଉପଡାକଘର ସହ ଯୋଡ଼ିହେଲା ଆଉ ୩ ଶାଖା ଡାକଘର

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଉପଡାକଘର ସହ ଆଉ ୩ଟି ଶାଖା ଡାକଘର ଯୋଡ଼ି ହୋଇଛି। ଏହାକୁ ମିଶାଇ ମୋଟ ଧାମନଗର ଉପଡାକଘର ସଂଖ୍ୟା ୧୭ରେ ପହଞ୍ଚିଛି। ମିଶ୍ରିତ ୩ ଡାକଘର ହେଲା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲା। ଏହି…

ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ ଓ ଆନ୍ଧ୍ର ବ୍ୟବସାୟୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯେତିକି ଚାଷୀ ଧାନ ଦେଉଛନ୍ତି ଟଙ୍କା…

ବଧୂହତ୍ୟା ଅଭିଯୋଗ: ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ଧାରଣା ଦେଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୦ା୨: ନୟାଗଡ଼ ଜିଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଗ୍ରାମରେ ପୂଜା ଜୁଝାରସିଂହଙ୍କ ନାମକ ଜଣେ ବଧୂଙ୍କୁ ହତ୍ୟା ଜରାଯାଇଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ମୃତଦେହ ରଖି ଶୁକ୍ରବାର ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ,…

ନବ ଦାସ ହତ୍ୟା ମାମଲା: ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

ବ୍ରଜରାଜନଗର,୧୦।୨(ଡି.ଏନ.ଏ.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କର ଶୁକ୍ରବାର ନାର୍କୋ ଟେଷ୍ଟ ହେବ। ଏଥିପାଇଁ ଗୋପାଳଙ୍କୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି। ଟେଷ୍ଟ ପୂର୍ବରୁ ଗୋପାଳଙ୍କ ଏକାଧିକ ମେଡିକାଲ ଟେଷ୍ଟ କରାଯିବ। ଏହାପୂର୍ବରୁ ଗୁରୁବାର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ…

ଧାନ କିଣାଯାଉ ନ ଥିବାରୁ ଚାଷୀ ଅସନ୍ତୁଷ୍ଟ

ବଇଣ୍ଡା,୧୦।୨(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ମିଲର ଧାନ କିଣୁନାହାନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଗୁରୁବାର କେତେଜଣ ଚାଷୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏହାର ଏକ ନକଲ…

୧୪ରେ ଟାଉନ୍‌ ହଲ୍‌ରେ ପ୍ରଦର୍ଶନ ହେବ ‘ପ୍ରତୀକ୍ଷା’

ପୁରୀ ଅଫିସ,୧୦ା୨: ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ପାଇଥିବା ‘ଦମନ’ ଚଳଚ୍ଚିତ୍ରକୁ ପୁରୀବାସୀଙ୍କ ପାଇଁ ଟାଉନହଲରେ କେତେଜଣ କଳାପ୍ରେମୀ ପ୍ରଦର୍ଶିତ କରିଥିଲେ। ଏବେ ସେମାନେ ପୁଣି ଏକ ଚର୍ଚ୍ଚିିତ ଓଡ଼ିିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଭେଟି ଦେବାକୁ ଯାଉଛନ୍ତି। ପୁରୀ ଟାଉନ…

ପୁଅ ପାଇଁ ସହାୟତା ଅପେକ୍ଷାରେ ମା’ବାପା

ଅସ୍ତରଙ୍ଗ,୧୦।୨(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ କରଞ୍ଜପୁର ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ୧୨ ବର୍ଷର ପୁଅ ଆୟୁଷ ହୃଦ୍‌ ଆଉ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନମରଣ ସହିତ ଲଢ଼େଇ କରୁଛନ୍ତି। ବେଙ୍ଗାଲୁରୁ, କଟକ ଓ ଭୁବନେଶ୍ୱରରେ…

କାନ୍ଥରେ ଫାଟ, ଛାତରୁ ଖସୁଛି ଅତଡ଼ା

ଗୋପ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଶିକ୍ଷାକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ କରୁଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଅଳ୍ପଦିନ ମଧ୍ୟରେ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ଏହି…

ବିଦ୍ୟାଳୟରେ ୫ ଶିକ୍ଷକ ପଦବୀ ଖାଲି

ସାଲେପୁର,୧୦।୨(ଡି.ଏନ୍‌.ଏ.): ସରକାର ଶିକ୍ଷା ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ବିଦ୍ୟାଳୟଗୁଡ଼ିକୁ ଅନେକ ଉପକରଣ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଶିକ୍ଷକ ଅଭାବ…

ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥରତା

ନିମାପଡ଼ା,୧୦।୨(ଡି.ଏନ୍‌.ଏ.): ନିମାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୫୧ କୋଟି ବ୍ୟୟ ଅଟକଳରେ ନିମାପଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୫୧ଟି ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ନୂତନ…

ଜବରଦଖଲକାରୀଙ୍କ କବ୍‌ଜାରେ ମନ୍ଦିର ସମ୍ମୁଖ ଜାଗା

କୋଣାର୍କ,୧୦।୨(ଡି.ଏନ୍‌.ଏ.): ଅର୍କକ୍ଷେତ୍ର କୋଣାର୍କସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ସେଠାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏଥିସହ ଜଗନ୍ନାଥ…

ଜିଆର୍‌ଏସ୍‌, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା

ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେଶିିନ କାମ କରୁଥିବା ଏବଂ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?