ଆମ ଜିଲା ଖବର

୫ଶହ ଟଙ୍କା ଭଡ଼ାଘରେ ସୋସାଇଟି କାର୍ଯ୍ୟାଳୟ

ଭଞ୍ଜନଗର,୧୩।୨(ଡି.ଏନ.ଏ.):କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟ କରୁଛି। ଭଞ୍ଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି କାର୍ଯ୍ୟାଳୟ ଅଛି । ସେଥିମଧ୍ୟରୁ ୧୦ଟି କାର୍ଯ୍ୟାଳୟର ନିଜସ୍ବ କୋଠା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି। ତେଣୁ ସେସବୁ…

ପୁଟୁରୁପଡ଼ା ଉଚ୍ଚ ବିଦ୍ୟାଳୟରେ ଜଳାଭାବ

ନୂଆଗଡ,୧୩ା୨:ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପ୍ରାୟ ମାସାଧିକ ସମୟ ହେଲାଣି ପାଣିର ଉତ୍କଟ ଅଭାବ ଦେଖାଦେଇଛି। ପାଣିର ଅଭାବ ସମସ୍ୟା ରହିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ…

ସରୁନି ଜାତୀୟ ରାଜପଥ ସମ୍ପ୍ରସାରଣ କାମ

ଭଦ୍ରକ ଅଫିସ,୧୩ା୨:୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଜିଲାର ଆଖୁଆପଦାଠାରୁ ରାଣୀତାଲ ସୀମା ପର୍ଯ୍ୟନ୍ତ ୩୦ କି.ମି. ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅବଧି ସରିଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୨୦୧୮ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ରେ ଶେଷ ହେବା…

ଗଳାପୋଲରେ ଟ୍ରାଫିକ ଜାମ୍‌, ବଢ଼ୁଛି ଦୁର୍ଘଟଣା

ବୈଶିଙ୍ଗା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବୈଶିଙ୍ଗାଠାରେ ୧୮ନଂ. ଜାତୀୟ ରାଜପଥର ୪ ଥାକିଆ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟଭାଗରେ ଓଭରବ୍ରିଜ ସାଙ୍ଗକୁ ଉଭୟ ପାର୍ଶ୍ୱକୁ ଯାତାୟାତ ପାଇଁ ଗଳାପୋଲଟିଏ ନିର୍ମାଣ କରାଯାଇଛି। ଏକ କି.ମି ଲମ୍ବର ଓଭରବ୍ରିଜ଼…

ସେବାରେ ଲାଗୁନି ସୁବିଧାକେନ୍ଦ୍ର

କେନ୍ଦୁଝର,୧୩ା୨(ସ୍ବ.ପ୍ର.):ଲୋକଙ୍କୁ ଗୋଟିଏ ସ୍ଥାନରେ ଖାଦ୍ୟ, ପାନୀୟ, ବିଶ୍ରାମ, ଶୌଚାଳୟ ଆଦି ସୁବିଧା ଯୋଗାଇଦେବାକୁ ସରକାର ରାଜ୍ୟର ପ୍ରମୁଖ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ନିର୍ମାଣ ହୋଇଥିବା…

ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୩ା୨(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରୁ ପୁରୀ ଯିବା ପାଇଁ ଜହ୍ନିକୁଦା-ସାତପଡ଼ା ହୋଇ ଚିଲିକା ରାସ୍ତାଟି ପାଲଟିଛି ଯାତ୍ରୀଙ୍କ ମୃତ୍ୟୁ ପଥ। ଯାତ୍ରା ବେଳେ ଯେକୌଣସି ସମୟରେ ହଠାତ୍‌ ଘନେଇ ଆସୁଛି ବିପଦ। କେବେ ଡଙ୍ଗା ତ କେବେ ଭସାପୋଲ ଚିଲିକାରେ ଅଟକି…

ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

କୁଆଁରମୁଣ୍ଡା,୧୩।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ରିଉଁ ଗ୍ରାମ ନିକଟସ୍ଥ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ଶନିବାର ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଥିଲେ। ସେ ଆତ୍ମହତ୍ୟା ପାଇଁ ଚିତ୍କାର କରିଥିଲେ। ପାଟିଶୁଣି ଗାଁ ଲୋକେ ସେଠାରେ…

୬୮ କି.ମି. ଜଙ୍ଗଲ ଜମିକୁ ଅନୁମୋଦନ

ଭୁବନେଶ୍ବର(ବ୍ୟୁରୋ)/ନୟାଗଡ଼ ଅଫିସ୍‌, ୧୩ା୨: ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮ କିମି ରେଳ ଲାଇନ ପାଇଁ ଜଙ୍ଗଲ ଅନୁମୋଦନ ମିଳିଛି। ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି…

ଥାନା ପରିସରରେ ଜଳିଗଲା ଜବତ ଗାଡ଼ି

ଠାକୁରମୁଣ୍ଡା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ପରିସରରେ ଜବତ ହୋଇ ରହିଥିବା ୨୦ରୁ ଊର୍ଦ୍ଧ୍ୱ ଗାଡ଼ି ନିଅଁା ଲାଗି ଜଳି ଯାଇଛି। ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ୯ଟା ସମୟରେ ଥାନା ପରିସରରେ ଜବତ ହୋଇ ରହିଥିବା ୧୮ ବାଇକ୍‌, ୨ଟି ଅଟୋ,…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଖମାର, ୧୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଶୁକ୍ରବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ…

ଆଜି କୋର୍ଟରେ ହାଜର ହେବେ ଗୋପାଳ

କଟକ ଅଫିସ,୧୩ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ୫ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?