ଆମ ଜିଲା ଖବର

ଶିକୁଳାରେ ଫୁଟିଲା ଗୁଳି: ଯୁବକଙ୍କୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ…

ବିଭାଗୀୟ ତଦନ୍ତ ଆରମ୍ଭ

ବେଲପଡା,୨୬।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଲକୃଷ୍ଣ ଶବର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅନୁ ନାଗଙ୍କୁ ଗୁରବାର ମାଡ଼ ମାରିଥିଲେ। ଏଥିରେ ଛାତ୍ରୀ ଅନୁଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା…

ରେଳ ଡିଭିଜନ ପାଇଁ କୋଇଲାପଡ଼ା ବସ୍ତି ଉଚ୍ଛେଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର),୨୬।୩: ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ଓ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶନିବାର ରୟତ କଲୋନୀ ନିକଟସ୍ଥ କୋଇଲାପଡ଼ା ବସ୍ତି ଉଚ୍ଛେଦ କରାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ…

୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ୨ ଲିଜ୍‌ଧାରୀଙ୍କୁ ଝଟ୍‌କା ଲାଗିଛି। ୬ ସପ୍ତାହ ମଧ୍ୟରେ ଉଭୟଙ୍କୁ ୭କୋଟି…

କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ

ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍‌ରେ କାମ ତଦାରଖ କରୁଥିବା ଆଳରେ ଅଫିସ ମାଟି ମାଡୁନାହାନ୍ତି। ଫଳରେ ବିଭିନ୍ନ ସମସ୍ୟା ବା ଅଭିଯୋଗ…

ବିପଦରେ ଶୀତଳପୁରର ୫ ପରିବାର

ଆରଡ଼ି, ୨୬।୩(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଶୁକ୍ରବାର ପ୍ରାୟ ୭୦ ଫୁଟ୍‌ ଧସିଯାଇଛି। ପଥରପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଛି। ଏପରିକି ନଦୀକୂଳରେ ଥିବା…

ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ

ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ…

ପୋଲିସ କବ୍‌ଜାରେ ମାଷ୍ଟରମାଇଣ୍ଡ୍‌ ଦୀପୁ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ସଦର ଥାନା କାନାରା ବ୍ୟାଙ୍କ ବାରଦା ଶାଖାର ଏଟିଏମ୍‌ ଲୁଟ ଘଟଣାର ମାଷ୍ଟରମାଇଣ୍ଡ୍‌ ଦୀପୁ ନାୟକ (୨୮) ପୋଲିସ ହାତରେ ଧରାପଡ଼ିଛନ୍ତି। ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଦୀପୁଙ୍କ ନାମରେ ୨୮ଟି…

ଅଢ଼େଇ ବର୍ଷରେ ୪,୧୭୪ ଲାଇସେନ୍ସ ରଦ୍ଦ

ଢେଙ୍କାନାଳ ଅଫିସ,୨୬।୩: ଗାଡ଼ିଚାଳକ ଫୁ’ କରିଦେଉଛନ୍ତି ଟ୍ରାଫିକ୍‌ ନିୟମ। ଟ୍ରାଫିକ୍‌ ପୋଷ୍ଟରେ ଲାଲ୍‌ ରଙ୍ଗର ବତି ଜଳୁଥିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି। ବାଇକ୍‌ ଆରୋହୀମାନେ ବିନା ହେଲ୍‌ମେଟ୍‌ରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ୪ ଚକିଆ ଯାନର ଡ୍ରାଇଭର ଏବଂ ଯାତ୍ରୀ…

ଅପପୁଷ୍ଟି ଅଞ୍ଚଳର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ସୁକିନ୍ଦା ବ୍ଲକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସମସ୍ୟାର ସମାଧାନ ଏଯାଏ ସମ୍ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରିନାହିଁ। ଏହାସହ ଏହି ଅଞ୍ଚଳରେ ଆଦିବାସୀ ପରିବାରରେ ଅପପୁଷ୍ଟି ଏବେ ବି ଦେଖାଯାଉଛି। ଅଞ୍ଚଳର ଅଧିକାଂଶ…

ଭେଣ୍ଡରଙ୍କ ଜାଲ୍‌ ରସିଦରେ ବିଲ୍‌

କୋରେଇ,୨୬।୩(ଡି.ଏନ.ଏ.):କୋରେଇ ବ୍ଲକ ଅଧୀନରେ ଦୁର୍ନୀତି ବଢ଼ି ଚାଲିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ବରୁ ଜାଲ୍‌ ମଷ୍ଟରରୋଲ ଏବଂ ଜବ୍‌ କାର୍ଡ କରି ଚର୍ଚ୍ଚାରେ ରହୁଥିବା ଅଧିକାରୀଙ୍କ ନାମରେ ଏବେ ଜାଲ୍‌ ଭେଣ୍ଡର ରସିଦରେ ବିପୁଳ ଟଙ୍କାର…

ପୁଣି ମରାମତି ହେଲା ପଥରପଦା ପୋଲ

ପାଣିକୋଇଲି,୨୬।୩(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ପୋଲ ମରଣଯନ୍ତା ପାଲଟିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଖବର ପ୍ରକାଶ ପରେ ଜାତୀୟ ରାଜପଥ ପୋଟ୍ରୋଲିଂ ସବଇନ୍ସପେକ୍ଟର ଅଶୋକ ବଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?