ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ
ମାଲକାନଗିରି,୨୭ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍. ସୁବାସ ଚନ୍ଦ୍ର ବୋଷଙ୍କ ଏକ ଦୁର୍ନୀତି ମାମଲାର ରାୟ ଗୁରୁବାର ଜୟପୁର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଶୁଣାଇ ଉଭୟଙ୍କୁ…
ନକଲି ଔଷଧ କାରବାର: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ
ବରଗଡ଼ ଅଫିସ,୨୭ା୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍…
ଅପରେଶନ ପାଇଁ ଲାଞ୍ଚ ମାଗିବାରୁ ଉତ୍ତେଜନା, ସିଡିଏମ୍ଓଙ୍କୁ ଘେରାଉ କଲା ଜିଲା ଓକିଲ ସଂଘ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଅନିଲ କୁମାର ପଣ୍ଡା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଅର୍ଥ ମାଗିବା ଘଟଣାକୁ ନେଇ ମେଡିକାଲ ପରସରରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନାରେ ଅପରେଶନ ସୁବିଧା ନ ଥିବା କହି ଏକ…
ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍ ଫାଇନାନ୍ସ ଏବଂ ପରୀକ୍ଷା ନିୟନ୍ତ୍ରକ ପଦବୀ ସୃଷ୍ଟି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ…
ଅବକାରୀ ଚଢାଉ: ଦେଶୀମଦ ସମେତ ସ୍କୁଟି ଜବତ, ଅଭିଯୁକ୍ତ ଗିରଫ
ବାଣପୁର,୨୭।୪(ଡି.ଏନ.ଏ.): ଦିନକୁ ଦିନ ଖୋର୍ଦ୍ଧା ଜିଲା ବାଲୁଗାଁ,ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀମଦ…
ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: କୋର୍ଟରେ ସମସ୍ତ ଦସ୍ତାବିଜ ଦାଖଲ
ପାରଳାଖେମୁଣ୍ଡି,୨୭।୪(ଡି.ଏନ.ଏ.): ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଫାଇଲ ରିଓପନ ମାମଲାରେ ଗୁରୁବାର ସମସ୍ତ ଦସ୍ତାବିଜ ଦାଖଲ କରାଯାଇଛି। ସୌମ୍ୟରଞ୍ଜନଙ୍କ ବାପାଙ୍କ ପକ୍ଷରୁ ତାଙ୍କ ଓକିଲ ରଜତ ପାତ୍ର ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦାଖଲ…
ଦୁବାଇକୁ ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ବେଗୁନିଆପଡ଼ା,୨୭।୪(ଡି.ଏନ.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇକୁ ଯାଇଥିଲେ। ହାର୍ଟ ଚୋକରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ଗ୍ରାମର ମର୍ଦ୍ଦକୋଟ ଛକ ସାହିର ୫୦ ବର୍ଷୀୟ ଧୃବ ଚରଣ…
ଝାରସୁଗୁଡା ଉପନିର୍ବାଚନ: ଦୀପାଳିଙ୍କ ପାଇଁ ପ୍ରଚାର କଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୨୭।୪(ଡି.ଏନ.ଏ. ): ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଝାରସୁଗୁଡା ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି l ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ବିଜେଡି ପାର୍ଥୀ ଦୀପାଳି ଦାସଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି। ବିଧାୟକ ବେହେରା ଗୁରୁବାର ଝାରସୁଗୁଡା…
ସୁବଳୟାରେ କାର୍ଯ୍ୟକ୍ଷମ ହେଉନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
ଅମରପାଲି,୨୭।୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ୫-ଟି ହାଇସ୍କୁଲ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ (ଅମୃତ ଧାରା) କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ପଥିକ ଓ ସ୍ଥାନୀୟ ଲୋକେ ପାନୀୟ ଜଳ ପାଇଁ ନାହିଁ ନ…
ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍ପି ଅଫିସ ଘେରାଉ
ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି ହତ୍ୟାକାରୀକୁ ଧରାଯାଇ ପାରିନାହିଁ। ଏହାଛଡା ଜିଲାରେ ଏହିପରି ଆଉ ୬ରୁ ଊର୍ଦ୍ଧ୍ୱ ମାମଲା…
ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍ଏସ୍ଙ୍କ ବଦଳି ବାତିଲ
କର୍ଲାମୁଣ୍ଡା,୨୭ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆରଏସ୍)ଙ୍କୁ ବ୍ଲକର ଅନ୍ୟ ପଞ୍ଚାୟତକୁ ବଦଳି ବିଜ୍ଞପ୍ତି ପ୍ରକାଶ ପରେ କେତେକ ପଞ୍ଚାୟତରେ ସରପଞ୍ଚ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ବଦଳିକୁ ବାତିଲ ଦାବି କରିଥିଲେ। ଜିଆର୍ଏସ୍ଙ୍କ ବଦଳିକୁ…
ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା
କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି ଉପକୃତ ହେବ ସେଥିପାଇଁ ପିଏମ୍କେଏସ୍ୱାଇ (ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା) କାର୍ଯ୍ୟକାରୀ କରୁଛନ୍ତି। ଏହି…

