ଆମ ଜିଲା ଖବର

ଶୁଖିଲା ପଟ୍ଟାମୁଣ୍ଡାଇ କେନାଲରେ ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୧୭।୪(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ସପ୍ତାହେ ହେଲା କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ଼ କାଢ଼ି ହେଉନାହିଁ। ଦିନର ତାପମାତ୍ରା ୪୦…

ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ…

ତଦନ୍ତର ତଥ୍ୟ ଲୁଚାଉଛି କ୍ରାଇମ୍‌ବ୍ରାଞ୍ଚ

ସମ୍ବଲପୁର,୧୬ା୩(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ନବ କିଶୋର ଦାସଙ୍କୁ ଝାରସୁଗୁଡ଼ା ଜିଲା ଗାନ୍ଧୀଛକଠାରେ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଅତି ନିକଟରୁ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କରିଥିଲେ। ଘଟଣା…

‘ଭୋଗକୁ ନେଇ ଅପପ୍ରଚାର ଏକ ହୀନ ଉଦ୍ୟମ’

ରଘୁନାଥପୁର,୧୭।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ମହିମା ଅବର୍ଣ୍ଣନୀୟ। ପୀଠ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଦୋକାନରେ ନିମ୍ନମାନର ଭୋଗ ବିକ୍ରୟ ହେଉଥିବା ଏବଂ ଏହାକୁ କିଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ନିକଟସ୍ଥ ପୋଖରୀରେ…

ବାଲି ଉଠାଣକୁ ବିରୋଧ

ଭଣ୍ଡାରିପୋଖରୀ,୧୭।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀର ୨/୩ ସ୍ଥାନକୁ ଛାଡ଼ିଦେଲେ ବାକି ଅଞ୍ଚଳରୁ ଦୈନନ୍ଦିନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଯାଇଛି। ବିଶେଷ କରି ବନ୍ଦାଳୋ-ମଢ଼ିଆଳି, ଝୁଟୁଣା, କୋରକରା, ରଘୁନାଥପୁର ଆଦି ସ୍ଥାନରୁ ଟ୍ରାକ୍ଟର…

କେନ୍ଦୁଝରରୁ ଅଲଗା ହେବେନି ଘଟଗାଁବାସୀ

ଘଟଗାଁ,୧୭।୪(ଡି.ଏନ.ଏ.): କେନ୍ଦୁଝର ଜିଲାକୁ ବିଭାଜନ କରି ଆନନ୍ଦପୁର ଉପଖଣ୍ଡକୁ ଏକ ନୂତନ ଜିଲା କରିବାକୁ ଆନନ୍ଦପୁରରେ ଗଣଧାରଣା ଜାରି ରହିଛି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶନିବାର ଘଟଗାଁ ପାଲା ମଣ୍ଡପରେ ଏକ ଦଳ ମତ ନିର୍ବିଶେଷରେ ବୁଦ୍ଧିଜିବୀମାନଙ୍କୁ ନେଇ…

ଦୁର୍ଦ୍ଦଶାରେ ସୁବୁଦ୍ଧିପଲି ବାଉଁଶ କାରିଗର

ଧରାକୋଟ,୧୭।୪(ଡି.ଏନ୍‌.ଏ.):ଧରାକୋଟ ବ୍ଲକର ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧି ପଲି ଗ୍ରାମରେ ୨୪ ଗୋଟି ମେଦିରି ସମ୍ପ୍ରଦାୟର ପରିବାର ବାସକରନ୍ତି। ସମ୍ବଳ କହିଲେ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ପରିବାର ପ୍ରତି ପୋଷଣ କରିବା। ରାତି ପାହିଲେ ନିକଟସ୍ଥ…

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି, ପ୍ରତିବାଦରେ ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟ ଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ପ୍ରତିବାଦରେ ସୋମବାର ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ ଢେଙ୍କାନାଳ କଲେଜ…

୨ ନଡ଼ିଆ ଭୋଗ ପାଇଁ ୫ଶହ ଟଙ୍କା ଦକ୍ଷିଣା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁର ରଘୁନାଥ ମନ୍ଦିରରେ ୨ଟି ନଡ଼ିଆ ଭୋଗ କରିବା ପାଇଁ ଭକ୍ତଙ୍କୁ ୫୦୦ ଟଙ୍କା ଦକ୍ଷିଣା ବାବଦରେ ମଗାଯାଇଥିବା ଅଭିଯୋଗ ହୋଇଛି । ଭକ୍ତ ୩୦୦ ଟଙ୍କା ଯାଚିବା ଓ ୫୦୦ ଟଙ୍କା ଦେଇ ପାରିବ ନାହିଁ…

ମହିଳାଙ୍କ ୧୨.୨୫ ଲକ୍ଷ ଋଣ ଟଙ୍କା ଆତ୍ମସାତ୍‌

ସୋନପୁର,୧୭।୪(ନି.ପ୍ର.): ମହିଳାଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ସୋନପୁର ଶାଖାର ପ୍ରାକ୍ତନ ପରିଚାଳକ ବିଭୁ ରଞ୍ଜନ ଦେହୁରୀ(୩୧)ଙ୍କୁ ସୋନପୁର ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ବିଭୁ ରଞ୍ଜନଙ୍କ…

ରାସ୍ତା କାର୍ଯ୍ୟରେ ଅନିୟମିତତା

କାଳିଆପାଣି,୧୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ନିର୍ମାଣ ହେବାର ୬ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହାକୁ ନେଇ…

ମେଡିକାଲ, ଇଞ୍ଜିନିୟରିଂରେ ନାମ ଲେଖାଇବା ନାଁରେ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ

ବାଲେଶ୍ୱର ଅଫିସ,୧୭ା୪: ମେଡିକାଲ, ଇଞ୍ଜିନିୟରିଂ ସିଟ୍‌ରେ ସହଜରେ ନାମ ଲେଖାଇଦେବାର ସ୍ବପ୍ନ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଧରାପଡିଛନ୍ତି ୨ଜଣ ଆନ୍ତଃ ରାଜ୍ୟ ଦଲାଲ। ଏମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?