ଆମ ଜିଲା ଖବର

୨ ମାସ ମଧ୍ୟରେ ହାଇକୋର୍ଟରେ ତଥ୍ୟ ଦାଖଲ ନିର୍ଦ୍ଦେଶ

କାଏମା,୧୫।୪(ଡି.ଏନ.ଏ.): ଯାଜପୁର ଜିଲାର ବହୁ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏକାଧିକ ବାର ଦରଖାସ୍ତ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି ା ସେମିତି ଏକ ଅଭିଯୋଗ ଧର୍ମଶାଳା ବ୍ଲକ…

କ୍ଷେତକୁ ଯିବା ପାଇଁ ବାଉଁଶ ଚାର ଭରସା

ରାଜକନିକା, ୧୫।୪ (ଡି.ଏନ୍‌.ଏ.): ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡା ଗଁା ପାଖ ଚାଷ ଜମିକୁ ଲାଗି ଥିବା ବୈତରଣୀ ନଦୀର ଶାଖା ଚଢେଇଖିଆ ନାଳ। ଗ୍ରାମବାସୀ ଏହି ନାଳ ପାରି ହୋଇ ଚାଷ କରିବାକୁ କ୍ଷେତକୁ ଯାଇଥାନ୍ତି। ନାଳ ଉପରେ ପ୍ରଶାସନ…

ରାସ୍ତା ପାଲଟିଛି ମରଣଯନ୍ତା

ପ୍ରୀତିପୁର,୧୪ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ଫଳପୁର ଆର୍‌ଡି ରାସ୍ତାଠାରୁ ଅଣ୍ଡାଳୋ ଓ ବଳଭଦ୍ରପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ଦୂରବସ୍ଥା ଜଣେ ନ ଦେଖିଲେ ବିଶ୍ୱାସ କରିପାରିବେନାହିଁ। ରାସ୍ତା ଏଭଳି ଜରାଜୀର୍ଣ୍ଣ ହୋଇପଡିଛି ଯେ,…

ଲଘୁବନଜାତ ଦ୍ରବ୍ୟର ଅଭାବୀ ବିକ୍ରି

ନୂଆପଡ଼ା ଅଫିସ,୧୫।୪: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ଲଘୁବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଉ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି। ଦଲାଲମାନେ ମହୁଲଫୁଲ କ୍ରୟ କରି ବଦଳରେ ପାତଳଘଣ୍ଟା ଓ ଆଳୁ ପ୍ରଦାନ କରୁଛନ୍ତି।…

ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ସୁନ୍ଦରଗଡ଼, ୧୫।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଜଣେ ଗୁରୁତର ମହିଳାଙ୍କୁ ୨କିମି ଷ୍ଟ୍ରେଚରରେ ବୋହି ଆଣି ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ। ଜିଲାର ବାଲିଶଙ୍କର ବ୍ଲକ ତଳସରା ଥାନା ଅଧିନସ୍ଥ ନିମ୍‌ଡିହି ଗ୍ରାମର ସମରା କମାରଙ୍କ ଝିଅ ବାସନ୍ତୀ (୨୬) ଘର…

ଶ୍ରମିକଙ୍କୁ କାମ ଦେବାରେ ଛତ୍ରପୁର ବ୍ଲକ୍‌ ଫେଲ୍‌

ଛତ୍ରପୁର,୧୫ା୪(ଡି.ଏନ୍‌.ଏ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନରେ ଗଞ୍ଜାମ ଜିଲା ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଛତ୍ରପୁର ବ୍ଲକ ପୂରା ପଛରେ ରହିଛି। ଛତ୍ରପୁର ବ୍ଲକ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା…

କନ୍ଧମାଳ ଜିଲାକୁ ୩ ଏନ୍‌ଏଚ୍‌ ସଂଯୋଗ ଦାବି

ବାଲିଗୁଡ଼ା,୧୫। ୪(ଡି.ଏନ.ଏ.): କନ୍ଧମାଳ ଜିଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି। ଏହି ଜିଲା ଦେଇ ରାୟପୁରଠାରୁ ଗୋପାଳପୁର ୫୯ନଂ…

ସମ୍ବଲପୁର ସହରରେ କର୍ଫ୍ୟୁ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ସହରରେ ଭୟର ବାତାବରଣ ଲାଗି ରହିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗୁରୁବାର ରାତିରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ୧୦ଟି ଦୋକାନରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା କରାଯାଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିବା…

୪ ଗ୍ରାମରେ ପହଞ୍ଚତ୍ନି ମୌଳିକ ସୁବିଧା

ମାଥିଲି,୧୫ା୪(ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକର ଘାଟି ଉପରେ ଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ପାରିନି ଏଯାଏ ମୌଳିକ ସୁବିଧା ସୁଯୋଗ। ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ରାସ୍ତାଘାଟ ସ୍ବପ୍ନ ପାଲଟିଛି। ଚାଉଳ ଓ ଭତ୍ତା ପାଇଁ ୧୩ କି.ମି. ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟକୁ…

ମାଲବାହୀ ଗାଡ଼ିରେ ଯାଉଛନ୍ତି ଶ୍ରମିକ

ଯାଜପୁରରୋଡ, ୧୫।୪(ଡି.ଏନ.ଏ.): ଦିନକୁ ଦିନ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ଜନଗହଳିପୂର୍ଣ୍ଣ ହୋଇଚାଲିଛି। ଆବଶ୍ୟକତାଠାରୁ ଏଠାରେ ଅଧିକ ଲୋକ ବସବାସ କରୁଥିବାବେଳେ ଏହି ଲୋକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବାରେ ବ୍ୟାସନଗର ପୌର ପ୍ରଶାସନ ଏକପ୍ରକାର କାର୍ପଣ୍ୟତା ଦେଖାଉଛି। ଯାହାର ଜ୍ୱଳନ୍ତ…

ଅଗ୍ନିକାଣ୍ଡରେ ୧୦ ବଖରା ଜଳିଗଲା

ଭଞ୍ଜନଗର,୧୫ା୪(ଡି.ଏନ୍‌.ଏ.): ଭଞ୍ଜନଗର ତହସିଲ ଅନ୍ତର୍ଗତ ବାରୁଡ଼ାରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାରଗୁଡିକ ହେଲେ ରାଜୁ ନାଇକ, ସୁରେଶ ନାଇକ, ପାଲୁଣି ନାଇକ, ସେବତୀ ନାଇକ, ଭିକାରୀ ନାଇକ। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ…

କୋଇଲାର କଳା ଧୂଆଁ ଯୋଗୁ ପ୍ରଦୂଷଣ

କୋରେଇ,୧୫।୪(ଡି.ଏନ.ଏ.):କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୋରେଇ ବ୍ଲକ ଅଧୀନସ୍ଥ ପଥରପଦା ପଞ୍ଚାୟତର ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି କଳାଧୂଆଁ ସାଜି ଲୋକଙ୍କ ପାଇଁ ଖଳନାୟକ ସାଜିଛି। ଏହି କୋକ ଇଣ୍ଡଷ୍ଟ୍ରି ଦୀର୍ଘ ବର୍ଷ ହେବ ବିନା କାଗଜପତ୍ରରେ ଚାଲିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri