ବେଗୁନିଆ ଅଞ୍ଚଳରେ ମାତିଲେ ପଥର ଚାଲାଣକାରୀ
ବେଗୁନିଆ,୧୩।୭(ହରପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ କିଛିଦିନ ହେବ ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଏବେ ସ୍ଥାୟୀ ତହସିଲଦାର ନାହାନ୍ତି। ତେଣୁ ଏହାର ଫାଇଦା ନେଇ ମାଫିଆମାନେ ରାଜୁତି ଚଳାଇଥିବା ବେଳେ ଅନ୍ୟପଟେ ସରକାରୀ କାର୍ଯ୍ୟରେ ଆସୁଥିବା…
ରାସ୍ତାରେ ଭାସୁଛି ଡ୍ରେନ ପାଣି
ଖୋର୍ଦ୍ଧା,୧୨ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍ବୃତ୍ତ ହୋଇଆସି ବର୍ଷା ଜଳରେ ମିଶୁଥିବାବେଳେ କୁଢ କୁଢ ଆବର୍ଜନା ଭାସୁଥିବା ଦେଖିବାକୁ ମିଳିଛି। ପୌର ପ୍ରଶାସନର ମୋସୁମୀ ପ୍ରାକ୍ ପ୍ରସ୍ତୁତି…
୪ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀନିବାସ
କଟକ ସଦର,୧୩।୭(ସୁଶାନ୍ତ କୁମାର ଜେନା)କଟକ ସଦର ବ୍ଲକ ଅନ୍ତର୍ଗତ କିଶୋର ନଗର ମହାବିଦ୍ୟାଳୟ ନିକଟରେ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ୪ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। କିଛି ଲୋକ ମହାବିଦ୍ୟାଳୟ…
ଅନୁସୂଚିତ ଜାତି ମହିଳାଙ୍କୁ ମିଳୁନି ପଦୋନ୍ନତି
କଟକ,୧୩।୭ (କାର୍ତ୍ତିକ ସାହୁ)କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ଅନୁସୂଚିତ ଜାତି ମହିଳା ବନ୍ଦନା ବେହେରାଙ୍କୁ ପଦୋନ୍ନତି ମିଳୁନି। ସେ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଦୀର୍ଘ ୨୬ ବର୍ଷ ହେବ କାର୍ଯ୍ୟ କରିଆସୁଥିବାବେଳେ ତାଙ୍କୁ…
ପ୍ରେମ ସମ୍ପର୍କରୁ ହତ୍ୟା, ୬ ଅଟକ
ବଲାଙ୍ଗୀର,୧୩।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଅଁା ଗଁାର ରଜତ ପ୍ରଧାନ(୨୩)ଙ୍କ ମୃତଦେହ ବଲାଙ୍ଗୀର-ଦେଓଗଁା ରେଳଲାଇନ୍ କଡରୁ ଗତ ଜୁନ୍ ୨୫ତାରିଖରେ ରେଲୱେ ପୋଲିସ ଜବତ କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ…
ଭୟରେ ଛାତ୍ରୀଛାତ୍ର, ମୁହଁ ଫେରାଉଛନ୍ତିି ଅଭିଭାବକ
ବାଲେଶ୍ୱର,୧୩।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ୩ଦିନ ପୂରିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଉ ନ…
ଜୁଇରୁ ଦରପୋଡ଼ା ମାଂସ ଖାଇଗଲେ
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବଡ଼ସାହି(ସମ୍ବିତ କୁମାର ରାଉତ/ଦୀପକ ବୁଗୁଡ଼େଇ),୧୩।୭ଯୁବତୀଙ୍କ ଶବ ଦାହ ପାଇଁ ଯାଇଥିତ୍ତ୍ବା ଦୁଇ ବ୍ୟକ୍ତି ଜୁଇରୁ ଦରପୋଡ଼ା ମାଂସ ଆଣି ଖାଇଛନ୍ତି। ସେମାନଙ୍କ ରାକ୍ଷସ ପ୍ରବୃତ୍ତିକୁ ନେଇ ଗଁାରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ…
ନଡ଼ିଆ ଷଢ଼େଇରେ ଡାକୋଟା ବିମାନ
ଉଦଳା,୧୩।୭(ସନ୍ତୋଷ କୁମାର ବାଛିନୀ)ନଡ଼ିଆ ଷଢ଼େଇରେ ତିଆରି ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଭଳି ଏକ ପ୍ରତିକୃତି। ଏହାକୁ ଯିଏ ତିଆରି କରିଛନ୍ତି ତାଙ୍କ ନଁା ମଧ୍ୟ ବିଜୁ। ବିଜୁ ଭାଇ ନାମରେ ପରିଚିତ ଶିଳ୍ପୀ ବିଜୟ କମିଳା ହେଉଛନ୍ତି…
ବାହୁଦାରେ ଭାସୁଛି ମଲା ମାଛ
ଚିକିଟି,୧୩।୭(ପ୍ରକାଶ ଚନ୍ଦ୍ର ସାହୁ)ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନପୁର ଗ୍ରାମ ନିକଟରେ ଥିବା ବାହୁଦା ନଦୀରେ ବୁଧବାର ସକାଳେ ମାଛ ମଡ଼କ ଦେଖିବାକୁ ମିଳିଛି। ନଦୀକୂଳରେ ପ୍ରାୟ ୫ କିମି ଯାଏ ମଲାମାଛ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ,…
ରେତ୍ ଡ୍ୟାମ୍ରେ ବୁଡ଼ି ଛାତ୍ର ନିଖୋଜ
ଭବାନୀପାଟଣା/ନର୍ଲା,୧୩।୭(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଧୁଷଗୁଡାର ରେତ ଡ୍ୟାମରେ ବୁଡି ବୁଧବାର ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ସେ ହେଲେ ଭବାନୀପାଟଣା ସହରର ପଣ୍ଡା ଫ୍ରୁଡସ୍ ମାଲିକ ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା (୨୧)।…
ପ୍ରାର୍ଥନା ସଭାରେ ଛାତିକୁ ମୁଥ
କାମାକ୍ଷାନଗର,୧୩।୭(ସୁଧୀର ପରିଡ଼ା)ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହୋଇଛନ୍ତି ଛାତ୍ର। ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅସୁସ୍ଥ ହୋଇପଡ଼ିଥିବା ଷଷ୍ଠ ଶ୍ରେଣୀ ଛାତ୍ର ଗଣପତି ମହାନ୍ତ (୧୨)ଙ୍କୁ କାମାକ୍ଷାନଗର…
କଳାହାଣ୍ଡିରେ ଅନରକିଲିଂ
ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ଘଟିଛି ଅନରକିଲିଂ। ଗାଁ ନିକଟରୁ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ତଦନ୍ତ କରୁଥିବା ପୋଲିସ ଏହା ସ୍ପଷ୍ଟ କରିଛି। ଏହି ଘଟଣାରେ ପ୍ରେମିକାଙ୍କ ବାପା କନେଶ୍ୱର ପଟେଲ,…

