ଆମ ଜିଲା ଖବର

୨ବର୍ଷରେ ସରିପାରିଲାନି ଖଇରା ମିଶନଶକ୍ତି ଭବନ

ଖଇରା,୧୩।୭(ଉତ୍କଳବନ୍ଧୁ ପଣ୍ଡା)ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କୁ ରୋଜଗାର ପନ୍ଥା ଯୋଗାଇଦେବା ସହ ସେମାନଙ୍କୁ ରାଜ୍ୟ ପ୍ରଗତିରେ ଅଂଶୀଦାର ଭାବେ ବିବେଚିତ କରାଯାଇ ସେମାନଙ୍କ ପାଇଁ ସରକାର ବଜେଟରେ ମୋଟା ଅଙ୍କର ଅର୍ଥ ବ୍ୟୟବରାଦ କରୁଛନ୍ତି। ମହିଳା ଗୋଷ୍ଠୀର ବୈଠକ, ଆଗାମୀ କାର୍ଯ୍ୟକ୍ରମ…

ଗାଁ ରାସ୍ତା ମଝିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଖୁଣ୍ଟ

ଡୁଙ୍ଗୁରିପାଲି,୧୩ା୭( ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଦିଗଶିରା ଗାଁ ଶିବ ମନ୍ଦିର ନିକଟ ଚାରି ଛକ ରାସ୍ତା ମଝିରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ବସିଥିବା ଏକ ଖୁଣ୍ଟ ରହିଛି। ରାସ୍ତାରେ ଏହି ଖୁଣ୍ଟ ଥିବାରୁ…

ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଚାଲୁଛି ଭାରିଯାନ: ଉଠିଯାଉଛି ପିଚୁ, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ନିୟମ ବାହାରକୁ ଯାଇ ବହୁ ଗାଡି ଚାଳକ ଭାରିଯାନ ଚଳାଉଥିବାରୁ ରାସ୍ତା ଖରାପ ହୋଇଯାଉଥିବା…

ପାଉଁଶରେ ପୋତାହେବ ଜଳାଶୟ, ବଢୁଛି ଜନ ଅସନ୍ତୋଷ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ଭୂତଳ ଜଳସ୍ତର ନିୟନ୍ତ୍ରଣ, ଜଳ ସଂରକ୍ଷଣ ସହ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ରାଜ୍ୟ ସରକାର ପୋଖରୀ ଖନନ କରୁଛନ୍ତି। ଦୁଇଦିନ ତଳେ ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି। ହେଲେ ସମ୍ବଲପୁର ଜିଲାରେ…

ପୂତିଗନ୍ଧମୟ ପରିବେଶରେ ୧୫ ନମ୍ବର ୱାର୍ଡ

ନବରଙ୍ଗପୁର,୧୩।୭(ସଦାଶିବ ପ୍ରହରାଜ)ପୌରସଂସ୍ଥା ସାହି ଗଳିରୁ ଆବର୍ଜନା ଉଠାଇବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସହରର ଆବର୍ଜନା ଆଶାଜନକକ ଭାବେ ହଟି ପାରୁନାହିଁ। ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡବାସୀ। ଏହାକୁ ନେଇ ସ୍ଥାନୀୟ ଗବିରିଏଲଗୁଡ଼ାରେ…

ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍‌ଜି ଷ୍ଟେଶନ’

ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍‌ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ…

ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି

କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍‌ଏଫ୍‌ଏଚ୍‌ଏସ୍‌- ୪ ତୁଳନାରେ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ…

ବ୍ଲକସମ୍ମୁଖ ରାସ୍ତାରେ ଭାସୁଛି ସପ୍ଲାଏ ପାଣି

କୁତ୍ରା,୧3ା୭(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ପାଣି ବହି ଚାଲିଛି। ବ୍ଲକ ସମ୍ମୁଖ ଶକ୍ତି କାଫେ ନିକଟରେ ଜଳ ଯୋଗାଣ ପାଇପ ଫାଟି ଆରଡି ରାସ୍ତା ଉପରେ ଜମି ରହୁଛି। ଫଳରେ ପ୍ରଚୁର ମାତ୍ରାରେ ଜଳ…

ମହାନଦୀର ସୃଷ୍ଟି ହେଉଛି ବୃହତ୍‌ ବାଲି ପଠା

ମହାକାଳପଡ଼ା,୧୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଦେଇ ବହି ଯାଉଥିବା ମହାନଦୀର ଗତିପଥରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି ା ଏହି କାରଣରୁ ନଦୀ ମଝିରେ ବୃହତ୍‌ ବାଲି ପଠା ସୃଷ୍ଟି ହୋଇଛି। ଫଳରେ ସାମୁଦ୍ରିକ ଜୁଆର ପ୍ରଭାବରେ…

ମରଣଯନ୍ତା ପାଲଟିଛି ବାଙ୍କୀବାହାଲ-ଭେଡାବାହାଲ କୋଲ କରିଡର ରାସ୍ତା

ସୁନ୍ଦରଗଡ଼,୧୩ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଏସିଆର ସର୍ବବୃହତ୍ତମ କୋଇଲା ଖଣି ରହିଛି। ବସୁନ୍ଧରା, କୁଲଡା, ଗର୍ଜନ ବାହାଲ ଓ ସିଆରମାଲ କୋଇଲା ଖଣି ଏମ୍‌ସିଏଲ ଦ୍ବାରା ପରିଚାଳିତ। ଏହି ଖଣିରୁ ପ୍ରତ୍ୟେହ ଶହଶହ ଟନ୍‌ କୋଇଲା ଝାରସୁଗୁଡା ସମ୍ବଲପୁର…

ସ୍ବଚ୍ଛ ଭାରତ ପାଇଖାନା ପାଲଟିଛି ବାସଗୃହ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ପାଇଁ ହୋଇଥିବା ତଦନ୍ତରେ ପାତର ଅନ୍ତର କରାଯାଇଛି । ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍‌ ପଡିଛନ୍ତି ା ଏପରି ଅଭିଯୋଗ ନୂଆଗାଁ…

ରୋଜଗାରିଆ ପୁଅ ଅଜଣା ରୋଗରେ ପୀଡ଼ିତ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ସ୍ବାମୀ ଆରପାରିକୁ ଚାଲିଯିବା ପରେ ଘରର ଏକ ମାତ୍ର ପୁଅର ରୋଜଗାରରେ ଚଳୁଥିଲା ପରିବାର । ହେଲେ ସେହି ରୋଜଗାରିଆ ପୁଅ ଆଜି ଅଜଣା ରୋଗରେ ପୀଡ଼ିତ ହୋଇ ଛଟପଟ ହେଉଛନ୍ତି। ରୋଜଗାର ବିନା ଅଭାବ ଅନାଟନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?