ଆମ ଜିଲା ଖବର

ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ ଅଇଁଠାପାଲି ଥାନା ନୂଆଁପଡା ନିକଟ ଏକ ଗୋଦାମରେ ଚଢ଼ାଉ କରାଯାଇ ୨୪୪ ବସ୍ତା...

ବିଷ ପିଇଲେ ପ୍ରେମୀଯୁଗଳ

ଲଖନପୁର,୧୬ା୧(ଡି.ଏନ୍‌.ଏ.): ପାରିବାରିକ ସ୍ବୀକୃତି ନ ମିଳିବାରୁ ଶେଷରେ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ବିଷପାନ କରିଥିଲେ ପ୍ରେମୀଯୁଗଳ। ହେଲେ ଏଥିରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା...

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ...

ଜମିବାଡି ବିବାଦରୁ ପୁତୁରାଙ୍କୁ ହତ୍ୟା

ସିନାପାଲି,୧୬।୧: ନୂଆପଡା ଜିଲା ସିନାପାଲି ଥାନା ଗମ୍ଭାରୀଗୁଡ଼ା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନନ୍ଦ ଖର୍ସେଲ (୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା...

ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଗଲା ଟିକା

କୋକସରା,୧୬।୧: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ୯୦ ଜଣ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା। ପ୍ରଥମେ ସଫେଇ କର୍ମଚାରୀ ଶିବ ନାଏକ ଟିକା...

୬୯ କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା: ୩୦ ମିନିଟ ନଜରରେ ରହିଲେ

ଧର୍ମଗଡ଼,୧୬।୧: ଶନିବାର କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି। ଧର୍ମଗଡ଼ ଉପଜିଲାପାଳ ଟି.ଏସ୍‌ ଦିବାକରଙ୍କ ଉପସ୍ଥିତିରେ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଟିକା...

ଜୁନାଗଡ଼ରେ ପ୍ରଥମ ଟିକା ନେଲେ ଏହି ସଫେଇ କର୍ମଚାରୀ

ଜୁନାଗଡ଼,୧୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି ଅତିଥି ଭାବେ ଯୋଗଦେଇ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ବ୍ୟକ୍ତି ଭାବେ ଡାକ୍ତରଖାନାର...

ଭିକ୍ଷାବୃତ୍ତି କରୁଥିଲେ ପୂର୍ବତନ ହୋମଗାର୍ଡ: ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ରହିଲେ

କଟକ ଅଫିସ,୧୬।୧: କଟକ ଚଣ୍ଡୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ପୂର୍ବତନ ହୋମଗାର୍ଡଙ୍କୁ ଶୁକ୍ରବାର ସେଲ୍‌ଟର ଛକସ୍ଥିତ ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ହୋମଗାର୍ଡ ବିନୋଦ ବିହାରୀ ପତି,...

ଦୋକାନ ଆଜବେଷ୍ଟସ୍‌ ଭାଙ୍ଗି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି

ପାଟଣା,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଏକ ଗହଣା ଦୋକାନରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦୋକାନରୁ ୨୦ଲକ୍ଷରୁ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବା ପାଟଣା ଥାନାରେ...

କୋରାପୁଟରେ ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ ପଦ୍ମନ

କୋରାପୁଟ,୧୬/୧(ସ୍ବ.ପ୍ର) କୋରନା ବିରୋଧରେ ବିଶ୍ୱରେ ଆରମ୍ଭ ହୋଇଛି ସର୍ବ ବୃହତ ଲଢେଇ । ହାରିବ କୋରନା, ଜିତିବ ଜୀବନର ଲକ୍ଷ୍ୟ ନେଇ ଶନିବାରଠାରୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ...

ଚିତ୍ରକୋଣ୍ଡା ବିଡିଓ ନିଲମ୍ବିତ

ଚିତ୍ରକୋଣ୍ଡା,୧୬।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲଙ୍କୁ ଶନିବାର ନିଲମ୍ବନ କରାଯାଇଛି। ପାଇଖାନା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। କିଛି ମାସ ହେବ ବିଡିଓ ପାଇଖାନା ଦୁର୍ନୀତି ମାମଲାରେ ଛନ୍ଦି...

କଟକଣା ନ ମାନି ଜଙ୍ଗଲ ମଧ୍ୟକୁ ପଶିଲେ ଶତାଧିକ ଚାଷୀ: ଘଟଣାସ୍ଥଳରେ ଉତ୍ତେଜନା

ମହାକାଳପଡ଼ା,୧୬।୧(ଡି.ଏନ୍‌.ଏ.) : ମହାକାଳପଡ଼ା ବତୀଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଉପରେ ବନ ବିଭାଗ କଟକଣାକୁ ନ ମାନି ଶହ ଶହ ସଂଖ୍ୟାରେ କନ୍ଧାଚାଷୀ ଜଙ୍ଗଲ ମଧ୍ୟକୁ ପଶିଛନ୍ତି। ଘଟଣାସ୍ଥଳରେ ତହସିଲଦାର ମହାକାଳପଡ଼ା, ଡି ଏସ୍‌ପି ଏବଂ ବନ ବିଭାଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri