କାଠ ଜବତ: ବେପାରୀ-ବନ କର୍ମଚାରୀଙ୍କ ଧସ୍ତାଧସ୍ତି
କୋଦଳା,୨୩ା୭(ଅମିତ କୁମାର ପଟ୍ଟନାୟକ): ଗକୋଦଳା ଏବଂ ସାତନଳ ଛକରେ ଦୀର୍ଘଦିନ ହେଲା ବେଆଇନ ଭାବେ କାଠ କଟାଯାଇ ସରଞ୍ଜାମ ତିଆରି ଚାଲିଥିଲା। ପୋଲସରା ବନବିଭାଗ ଏହା ଜାଣିବା ପରେ ରବିବାର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସାତନଲ…
ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ
କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ…
ହୀରାକୁଦରୁ ଛଡ଼ାହେଲା ପ୍ରଥମ ବନ୍ୟାଜଳ: ତଳି ଅଞ୍ଚଳ ଜିଲାକୁ ସତର୍କ ନିର୍ଦ୍ଦେଶ
ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ): ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍ର ଜଳସ୍ତର ବୃଦ୍ଧି ଘଟିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୩ ତାରିଖ ସକାଳ ୯ଟାରେ ପ୍ରଥମେ ୭ନମ୍ବର ଗେଟ୍ରୁ ବନ୍ୟାଜଳ ନିଷ୍କାସନ କରିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ବିଜ୍ଞପ୍ତି…
ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ
ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି…
ଛାତ୍ରାବାସରେ ସାପକାମୁଡ଼ାରେ ୩ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ
କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଥିବା ବେସରକାରୀ ଛାତ୍ରାବାସରେ ଶୋଇଥିବା ବେଳେ ଶନିବାର ରାତିରେ ବିଷାକ୍ତ ସାପ କାମୁଡ଼ାରେ ୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ଜଣେ ଛାତ୍ର ଗୁରୁତର ଅବସ୍ଥାରେ…
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ
ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍ ଭାକ୍ସିନ୍ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁପୁତ୍ରର ପିତା ଧାନବସା ଗ୍ରାମର ନରେନ୍ଦ୍ର ସାଣ୍ଢ ଗୁରୁବାର ଥାନାରେ ଅଭିଯୋଗ…
କୋଚିଂ ସେଣ୍ଟର ହଷ୍ଟେଲରେ ଅଘଟଣ: ସାପକାମୁଡ଼ାରେ ୩ ମୃତ, ଜଣେ ଗୁରୁତର
କେନ୍ଦୁଝର,୨୩ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁରଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି। ମୃତକ ମଧ୍ୟରେ ୨…
ରୋଗର ଯନ୍ତ୍ରଣା ସହି ନ ପାରି ଜୀବନ ହାରିଦେଲେ, ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ପୁଅ ସ୍ତବ୍ଧ
ନିରାକାରପୁର,୨୩ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ରୋଗର ଯନ୍ତ୍ରଣା ସହି ନ ପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କଁପୁରପଞ୍ଚାୟତ ମଳିପ ସାହିର ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)।…
ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା
ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗୁଟା କଲୋନୀ ଗେଟ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା…
ସମୁଦ୍ରରେ ବୁଡିଗଲା ଭୁଟୁଭୁଟି: ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି
ରୂପସା,୨୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛଧରା କେନ୍ଦ୍ରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଭୁଟୁଭୁଟି ବୁଡିଯାଇଛି। ଫଳରେ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୬ ଜଣଙ୍କ ଜୀବନ ବଞ୍ଚିଯାଇଛିl ନିଖୋଜ ମତ୍ସ୍ୟଜୀବୀ ହେଲେ…
ନିର୍ମାଣର ୧୦ ବର୍ଷରେ ଭୁଶୁଡ଼ିଲା ପ୍ରାହେଟପଙ୍କା ବିଦ୍ୟାଳୟ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩ା୭ (ଅରୁଣ ସାହୁ /ମନୋରଞ୍ଜନ ରଣା )ରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସରାମୂଳି ପଞ୍ଚାୟତ ପକାଲମାହା କ୍ଲଷ୍ଟର ପ୍ରାହେଟପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ନିର୍ମାଣର ମାତ୍ର ୧୦ ବର୍ଷରେ ମଙ୍ଗଳବାର ଭୁଶୁଡ଼ି ପଡିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ଏଭଳି ଘଟଣା…
ଡେଙ୍ଗୁକୁ ଡାକୁଛି ଡାକ୍ତରଖାନା
ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗକୁ ନେଇ ସବୁଆଡ଼େ ଭୟ ଘାରିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍ ପଡ଼ିନାହିଁ। ଇତିମଧ୍ୟରେ ଜିଲାରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିଲେ…

