ଆମ ଜିଲା ଖବର

ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନି ଫୁଲବାଣୀ ପୂର୍ତ୍ତ ବିଭାଗ

ଫୁଲବାଣୀ,୨୨ା୭(ରାକେଶ କୁମାର ରାଉତ)ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନମୁଖି କାର୍ଯ୍ୟ ା ଏଠାରେ କାର୍ଯ୍ୟରତ ଅଫିସ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ଗାଦି ମାଡି ବସିଛନ୍ତି ା ସେମାନଙ୍କ ସମ୍ପର୍କରେ ବିଭାଗକୁ ତଥ୍ୟ ମାଗିଲେ ଠିକ୍‌ ଭାବେ ଦିଆଯାଉନାହିଁ ା ଏପରିକି…

ଶିକାରୀ ଗୁଳିରେ ନିହତ ଡେପୁଟି ରେଞ୍ଜର ମାଥି, ବନରକ୍ଷୀ ବିମଳଙ୍କୁ ମରଣୋତ୍ତର ସମ୍ମାନ

ବାରିପଦା,୨୩ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିବା ଡେପୁଟି ରେଞ୍ଜର ମାଥି ହାଁସଦା ଓ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ‘ବିଶ୍ୱ ବ୍ୟାଘ୍ର ଦିବସ’ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ।…

ମୋତିଝରଣ ଜୁ ହେଲା ପ୍ରାଣୀ ଉଦ୍ୟାନ, ଉଦ୍ଧାର କେନ୍ଦ୍ର

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ)ସମ୍ବଲପୁର ମୋତିଝରଣଠାରେ ଥିବା ଜୁ (ଚିଡ଼ିଆଖାନା) ପ୍ରାଣୀ ଉଦ୍ୟାନ ଓ ଉଦ୍ଧାର କେନ୍ଦ୍ର ନାମରେ ନାମିତ ହୋଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାର ନାମ ପରିବର୍ତ୍ତନ କରିଛନ୍ତି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ଡିଭିଜନ ୬୦୦୦ରୁ ଅଧିକ ଉଦ୍ଭିଦ ସହ…

ଶ୍ରୀମନ୍ଦିର ପୋଲିସ କର୍ମଚାରୀ ନିଲମ୍ବିତ

ପୁରୀ,୨୩ା୭(ଅଜିତ୍‌ ମହାନ୍ତି)ମହାମାରୀ କୋଭିଡ୍‌ ପରଠାରୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ରହିଛି। ଫଳରେ ପୁରୀବାସୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭକ୍ତଙ୍କ…

ଜୁଆଙ୍ଗଙ୍କ ନିଅଁାର ଉତ୍ସ ‘ଚକମକି’

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)ଆଧୁନିକତା ମଧ୍ୟରେ ହଜିଯାଇନାହିଁ ଜୁଆଙ୍ଗ ଜନଜାତିଙ୍କ ନିଅଁାର ଉତ୍ସ ‘ଚକମକି’ର ବ୍ୟବହାର। ବିଶ୍ୱର ସବୁ ଆଦିମ ଜନଜାତି ମଧ୍ୟରେ ଜୁଆଙ୍ଗ ଜନଜାତିଙ୍କ ନିଜର ଅନନ୍ୟ ଛାପ ରହିଛି। ବୈତରଣୀ ନଦୀର ଉତ୍ପତ୍ତିସ୍ଥଳରେ ବସବାସ କରୁଥିବା ଏହି ଆଦିମ ଜନଜାତିର ଲୋକମାନେ…

ପୋଲିସ ନିର୍ଯାତନା: ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତ୍ୟୁ

କଟକ,୨୩ା୭(କାର୍ତ୍ତିକ ସାହୁ)କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରୁ ଶୁକ୍ରବାର ଫେରାର ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ସକାଳେ ମହାନଦୀରୁ ଉଦ୍ଧାର କରାଯାଇଛି। ଯୋବ୍ରା ଆନିକଟ ନିକଟରେ ଏକ ମୃତଦେହ ଭାସୁଥିବା ସୂଚନା ପାଇବାପରେ ଜଗତପୁର ଥାନା ପୋଲିସ ଓ ଚାଉଳିଆଗଞ୍ଜ…

ସ୍କୁଲ ଫାଟକରେ ତାଲା: ଖରାରେ ଠିଆହୋଇ ୮ ଛାତ୍ରୀଛାତ୍ର ଅସୁସ୍ଥ

ବୌଦ୍ଧ/ପୁରୁଣାକଟକ,୨୨ା୭(ଅଜିତ କୁମାର ବାରିକ/ ସୁକାନ୍ତ ପଟ୍ଟନାୟକ)କୌଣସି କଥାକୁ ନେଇ କେତେଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ା ଏହାକୁ ନେଇ ଶନିବାର ସକାଳେ ଜଣେ ଅଭିଭାବକ କାହାକୁ କିଛି ନ ଜଣାଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କଲେ ପ୍ରତିବାଦ…

ଖବର ପ୍ରକାଶ ପରେ ରାସ୍ତା କାମ ଆରମ୍ଭ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ନେଇ ଗତକିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ପରେ ତତ୍ପରତା…

ଯୌତୁକ ବାଇକ୍‌ ପୋଡ଼ିଦେଲେ ଦୁର୍ବୃତ୍ତ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ପଞ୍ଚାୟତ ଦାବ୍ରିଗୁଡ଼ା ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାମାହା ନମ୍ବର ଓଡି ୦୮ ଏଲ୍‌ ୭୨୬୨କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ…

ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରୁ ହେବ ଖର୍ଚ୍ଚ

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଦୁଇଟି ମନ୍ଦିରର ଉନ୍ନତିକରଣ ପାଇଁ ଶନିବାର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର…

ଧରିତ୍ରୀ ପ୍ରଭାବ: ରାସ୍ତା ମରାମତି କଲା ଆର୍‌ଡି ବିଭାଗ

କେସିଙ୍ଗା,୨୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଥିବାରୁ ସ୍କୁଲ ଛାତ୍ରୀଛାତ୍ର ଆଣ୍ଠୁଏ ପାଣି କାଦୁଅ ପାଣିରେ ସ୍କୁଲ ଯାଉଥିଲେ। ‘ମୁଖ୍ୟ ରାସ୍ତା ଉପରେ…

ଭାସିଗଲା ପୋଲ, ବିଦ୍ୟାଳୟ ଯିବାରୁ ବଞ୍ଚିତ ହେଲେ କୁନିକୁନି ପିଲା

କଣ୍ଟିପାଳ/ଆନନ୍ଦପୁର,୨୨ା୭(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତର ବାଲିପଶିଠାରେ ଘାଗରା ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ନଦୀ ଜଳରେ ଭାସିଯାଇଛି। ଶୁକ୍ରବାର ରାତିରେ ଘାଗରା ନାଳରେ ଅଧିକ ଜଳ ପ୍ରବାହିତ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?