ଓରତ ଘାଟ ସେତୁ ଗୋବରୀ ନଦୀରେ ପଠା ସୃଷ୍ଟି
ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଉପର ମୁଣ୍ଡରୁ ଜଳ ସ୍ରୋତ ହ୍ରାସ ପାଇବା ଯୋଗୁ ଅନେକ ସ୍ଥାନରେ ବାଲି ପଙ୍କ ମାଟି ଜମିବା ଯୋଗୁ ପଠା ସୃଷ୍ଟି ହୋଇଛି। ଫଳରେ ଉପର ମୁଣ୍ଡରୁ…
କେନାଲ ପାର୍ଶ୍ୱ ଜମିରେ ତଳିରୁଆ, ଢିପ ଶୁଖିଲା
ମହାକାଳପଡ଼ା, ୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୌସୁମୀ ବର୍ଷା ନାଁ ଧରୁନି। ଜଳ ଅଭାବ ଯୋଗୁ ଚାଷ ଜମି ପଡ଼ିଆ ପଡ଼ିଛି। ପଡ଼ିଆ ଜମିରେ ଗୋରୁ ଚରୁଛନ୍ତି। ଆଉ କେଉଁଠି ଖାଲ ଓ କେନାଲ ପାର୍ଶ୍ୱ…
ମୋ ଘର ପ୍ରତି ଲୋକେ ବିମୁଖ
ରସୁଲପୁର,୨୪ା୭(ରଞ୍ଜିତ ରାଉତ): ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପ୍ରତି ଲୋକେ ବିମୁଖ ହେଉଛନ୍ତି। ଜମି ସମସ୍ୟା ଓ ବ୍ୟାଙ୍କ ସହ ହିତାଧିକାରୀଙ୍କ ଚୁକ୍ତିନାମା ଭଳି କେତେକ ବ୍ୟବସ୍ଥା ଯୋଜନା ପ୍ରତି ଅନାଗ୍ରହ ସୃଷ୍ଟି କରୁଛି। ସେହିପରି ଘରବାରି ଜମି ସମସ୍ୟା…
ଡେରାବିଶ ମାଟିକୁ ଗର୍ବିତ କଲେ ସ୍ମୃତିରେଖା
ଡେରାବିଶ, ୨୪ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାକୁ ପୁଣିଥରେ ସଂସ୍କୃତି ଓ ଯୋଗ ପ୍ରତିଯୋଗିତାରେ ବ୍ଲକ ଅଧୀନସ୍ଥ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗଁାର ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ପାଣି(୧୫) ଗୌରବ ଆଣିଛନ୍ତି। ସ୍ଥାନୀୟ ଭଗବତୀ ସରକାରୀ…
ପାଣି ଅଭାବ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ
କାଏମା,୨୩ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତରେ ପାଣି ଅଭାବ ଯୋଗୁ ଚାଷକାର୍ଯ୍ୟା ବାଧାପ୍ରାପ୍ତ ହୋଇଛି। ବ୍ଲକ ଅଞ୍ଚଳରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଲଗାଣ ବର୍ଷା କୌଣସି ଦିନ ହୋଇନାହିଁ। ଲଘୁଚାପଜନିତ ବର୍ଷାରେ…
ରିପୋର୍ଟରେ ସମ୍ପୂର୍ଣ୍ଣ, ମିଳୁନି ପାଣି
ଯାଜପୁର/ଯାଜପୁର ସଦର(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ) : ରିପୋର୍ଟ କହୁଛି ୨ ରୁ ୫ ବର୍ଷ ହେଲା ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି। ଏନେଇ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ମଧ୍ୟ ଦିଆସରିଛି। ହେଲେ ଚାଷୀ କହୁଛନ୍ତି…
ନିୟନ୍ତ୍ରଣ ବାହାରେ ପୁଷ୍ଟିହୀନତା
ଯାଜପୁର,୨୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତାର ଶିକାର ହୋଇ ଶିଶୁମୃତ୍ୟୁ ଘଟଣାର ୭ ବର୍ଷ ପରେ ବି ପ୍ରଶାସନର ଚେତା ପଶିନି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ନଂ.୧୨୯୬୬/୨୦୨୩)ର ଶୁଣାଣି ଉପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୮ା୬ା୨୦୨୩ରେ…
ଲୋକଙ୍କ ଦୁଃଖ ପାଲଟିଛି ଅଶୃଙ୍ଖଳା ସ୍ଲୁଇସ୍ ଗେଟ୍
କେନ୍ଦ୍ରାପଡ଼ା, ୨୪ା୭ (ଜଗନ୍ନାଥ ଧଳ): ଜଳ ନିଷ୍କାସନ ପାଇଁ ସ୍ଲୁଇସ୍ ଗେଟ୍ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ୍ ତଳକୁ କଲେ କବାଟର ଉପର ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ…
ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ
ଭୁବନେଶ୍ୱର/ବାଲେଶ୍ୱର, ୨୪।୭ (ଅନୁରାଧା ମହାରଣା /ମାନସ ବିଶ୍ୱାଳ): ଗତ ୧୬ ତାରିଖରେ ହୋଇଥିବା ଜେଇ ସିଭିଲ ମେନ୍ ପରୀକ୍ଷାକୁ ରଦ୍ଦ କରାଯାଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ଅଧ୍ୟକ୍ଷ ଅଭୟ ରବିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷା ପୂର୍ବରୁ…
ମନଇଚ୍ଛା ପାଣି ଛାଡୁଛି ଛତିଶଗଡ଼
ସମ୍ବଲପୁର, ୨୪ା୭(ଶୁଭାଶିଷ ପାଢ଼ୀ): ମହାନଦୀ ପାଣିକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଜଳ ବିବାଦ ଲାଗିରହିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ବ୍ୟାରେଜ ନିର୍ମାଣ କରିଥିବାରୁ ତଳମୁଣ୍ଡରେ ଜଳ ପ୍ରବାହ ଠିକ୍ ଭାବେ ହୋଇପାରୁ ନାହିଁ। ବିଶେଷକରି ଅଣମୌସୁମୀ…
ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୪ ଅସୁସ୍ଥ
ଖଡ଼ିଆଳ,୨୩।୭(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ବଙ୍କାପୁର ଗ୍ରାମର ପଦ୍ମାବତୀ ବେଭେରା (୪୦)…
କୋଟିଆରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ
ପଟ୍ଟାଙ୍ଗି,୨୩ା୭( ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ରବିବାର କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଆସିଥିଲେ। ପ୍ରଥମେ ସେ ଜିଲା ମୁଖ୍ୟାଳୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପରେ ଜିଲାପାଳ…

