ଆମ ଜିଲା ଖବର

ଗାତ ଖୋଳି ଛାଡ଼ିଦେଲେ

କାମାକ୍ଷାନଗର,୨୪।୭: (ସୁଧୀର ପରିଡ଼ା): ଡ୍ରେନ୍‌ ପାଇଁ ଖୋଳାଯାଇଛି ଗାତ। ହେଲେ କାମ ହେଉନାହିଁ। ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି ଠିକାଦାର। ଫଳରେ ଗର୍ତ୍ତରେ କେତେବେଳେ ଗୋରୁ ତ ଆଉ କେବେ ମଣିଷ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ପୂର୍ତ୍ତ ବିଭାଗର…

ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।…

ସାଇବର ଠକଙ୍କ ଜାଲରେ ସାଧାରଣ ଲୋକ

ବ୍ରହ୍ମପୁର,୨୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ନୂଆ ନୂଆ ତରିକାରେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରି ପରେ ଲୁଟୁଛନ୍ତି। ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରେ ଏଭଳି ଏକାଧିକ…

ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ

ଫୁଲବାଣୀ,୨୪ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସରଞ୍ଜାମ ଅଭାବ

କେନ୍ଦୁଝର,୨୪ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରୀବ ରୋଗୀମାନେ ବାହାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ଫାଇଦା ଘରୋଇ ନର୍ସିଂହୋମ,…

ପାଠ ପାଇଁ ବାଜିରେ ଛାତ୍ରୀଛାତ୍ରଙ୍କ ଜୀବନ

କେନ୍ଦୁଝର,୨୪ା୭(ଦୀପକ ମିଶ୍ର) : କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ର ତାଳପଦା ଅଞ୍ଚଳରେ ଛାତ୍ରୀଛାତ୍ର ପାଠ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି। ପ୍ରତ୍ୟହ ସମାକୋଇ ନଦୀ ପାର ହୋଇ ତାଳପଦା ସ୍କୁଲକୁ ଯାଉଛନ୍ତି। ଅଭିଭାବକ ସ୍କୁଲ ଯିବା ଓ ଛୁଟି ସମୟରେ ଅପେକ୍ଷା…

ସିମୁଳିଆରେ ପ୍ରାଣୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ସିମୁଳିଆ,୨୪ା୭(ସନ୍ତୋଷ କୁମାର ନାୟକ): ସମଗ୍ର ଜୀବସମାଜ ପାଇଁ ପ୍ରାଣୀମାନଙ୍କ ଅବଦାନ ଅତୁଳନୀୟ। କଥା କହିପାରୁ ନ ଥିବା ଏହି ପ୍ରାଣୀଙ୍କୁ ସରକାର ସମ୍ପଦ ରୂପେ ଗ୍ରହଣ କରିବା ସହିତ ଉଭୟ ପ୍ରାଣୀ ଓ ପାଳନକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।…

ରକ୍ତ ପ୍ୟାକେଟ୍‌କୁ ୧୫୦୦ ଟଙ୍କାରେ ବିକ୍ରି

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରୁ ରକ୍ତ ରୋଗୀ ପାଉ ନ ଥିବାବେଳେ ଦଲାଲ ନେଉଥିବା ଅଭିଯୋଗ ହୋଇଆସୁଛି। କେତେଜଣ ଦଲାଲ ଡୋନର ସଂଗ୍ରହ କରି ରକ୍ତ ପ୍ୟାକେଟକୁ ୧୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି।…

ଜୟ ଜଗନ୍ନାଥ ସିଲେଇ ୟୁନିଟ ପ୍ରତି ନିଘା ନାହିଁ

ଓଡ଼ଗାଁ, ୨୪ା୭(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁରେ ସୁରଟ ଓ ଦିଲ୍ଲୀ ଢାଞ୍ଚାରେ ତିଆରି ହୋଇଥିବା ପୋଷାକ ପ୍ରସ୍ତୁତ କାରଖାନା ପ୍ରତି କାହାର ନିଘାନାହିଁ। ୨୫ ଜାନୁୟାରୀ ୨୦୧୮ରେ ୬୦ ଜଣ ମହିଳାଙ୍କୁ ନେଇ ମିଶନ ଶକ୍ତି ଅନ୍ତର୍ଗତ ଜୟ…

ବିପଦ ସଂକୁଳ ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ

ଖଣ୍ଡପଡା,୨୪ା୭(ଅଜୟ କୁମାର ମହାରଣା): କଣ୍ଟିଲୋ ଯାତ୍ରାପଦା ବଜାର ଛକ ଉପରେ ଲାଗିଥିବା ହାଇମାସ୍କ ଲାଇଟ ଦୀର୍ଘ ବର୍ଷ ହେଲା ଅକାମୀ ହୋଇ ପଡଛି। ଏବେ ଏହାର ଖୁଣ୍ଟଟିର ନିମ୍ନ ଭାଗ ନଷ୍ଟ ହୋଇ ବିପଦ ସୃଷ୍ଟି କରିଛି। ଘରୋଇ ବିଦ୍ୟୁତ୍‌ ଲାଇନ…

ଜାନବିଲି ପ୍ରକଳ୍ପ ପାଣି ପାଇପ୍‌ ଲାଇନ ଫାଟିଲା

ଧରାକୋଟ,୨୪ା୭(ବିଷ୍ଣୁ କେଶରୀ ଆଚାରୀ): ବ୍ରହ୍ମପୁର ସହରର ପିଇବା ପାଣି ସମସ୍ୟାର ଦୂରୀକରଣ ପାଇଁ ରାଜ୍ୟ ସରକାର ଜାନବିଲି ଆନିକଟଠାରୁ ପାଇପ ଯୋଗେ ପାଣି ନେଉଛନ୍ତି । ଋଷିକୁଲ୍ୟା ନଦୀ ଉପରେ ଷ୍ଟୋରେଜ ବ୍ୟବସ୍ଥା କରି ଏଠାରୁ ପାଣି ଦକ୍ଷିଣପୁର ଘାଇକୁ ନିଆଯାଉଛି।…

ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

କେନ୍ଦ୍ରାପଡ଼ା,୨୪ା୭(ଜଗନ୍ନାଥ ଧଳ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଫେଲ୍‌ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନ ହୋଇ ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ ଆତ୍ମସାତ୍‌ ହୋଇଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?