ଆମ ଜିଲା ଖବର

ମଣ୍ଡପ ବୁଲି ବିଶ୍ୱକର୍ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ରବିବାର ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। ବିଶେଷକରି ବିଦ୍ୟୁତ୍‌ ବିଭାଗ, ସରକାରୀ ଏବଂ ଘରୋଇ ବସ ସଂଘ, ଟ୍ୟାକ୍ସି, ଅଟୋ ସଂଘ, ଗ୍ୟାରେଜ ଆଦିରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ରାଇକିଆ,୧୭।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଭାରତୀୟ ଜନତା ପାର୍ଟି କନ୍ଧମାଳ ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯିବା ସହ ଏହି…

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା: ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୭।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦରସ୍ଥିତ ମାର୍କେଟ କମ୍ପ୍ଲେକ୍ସଠାରେ ଆୟୋଜିତ ବିଶ୍ୱକର୍ମା ପୂଜାରେ କର୍ତ୍ତା ଭାବେ ରାମଚନ୍ଦ୍ର ଚୌଧୁରୀ ଓ ତାଙ୍କ ପତ୍ନୀ…

ଦେବ ଶିଳ୍ପୀଙ୍କୁ ଆବାହନ

ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବିଶ୍ବକର୍ମାଙ୍କ ପୂଜା ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହିରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମହାସମାରୋହରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଇଥିଲା। ଏପରି କି ଜନସ୍ବାସ୍ଥ୍ୟ ବିଭାଗ, ବଢେଇ କୁଳରେ ରୀତିନୀତି ଅନୁସାରେ…

ପରିସ୍ରାଗାର ପାଲଟିଛି ମୃଣ୍ମୟ ମୂର୍ତ୍ତିଙ୍କ ଗୋଦାମ ଘର, କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝର,୧୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାପାଳଙ୍କ କାଯର୍‌ୟାଳୟ ପରିସରରେ ଥିବା ଶୌଚାଳୟରେ ବିଶ୍ୱକର୍ମା ଓ ଗଣେଶ ପୂଜା ପାଇଁ ବାହାରୁ ମୃଣ୍ମୟ ମୂର୍ତ୍ତି ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଉକ୍ତ ଅପରିଷ୍କାର ପରିସ୍ରାଗାରରେ ବାହାରୁ ଆଣିଥିବା ମୂର୍ତ୍ତିଗୁଡ଼ିକୁ ରଖିଥିବାରୁ…

ଯୋରନ୍ଦା ଉତ୍ସବ ମୁଖର, ଲାଗିହେଲା ନବାନ୍ନ ଭୋଗ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ଧର୍ମପୀଠ ମହିମା ଗାଦି ଯୋରନ୍ଦାରେ ନବାନ୍ନ ଉତ୍ସବ ରବିବାର ପାଳିତ ହୋଇଯାଇଛି। ନବାନ୍ନ ଉତ୍ସବ ପାଇଁ ଯୋରନ୍ଦାରେ ଜିଲାର ବିଭିନ୍ନ ଅଞ୍ଚଳ ସମେତ ମୟୂରଭଞ୍ଜ, କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର ଆଦି…

ବଜ୍ରପାତରେ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ବର୍ଷା ହେଉଥିବା ବେଳେ ଗୋରୁପଲ ଏକ ପଡ଼ିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ…

ଫାୟାରିଂ କରି ଲୁଟ ଘଟଣା: ୫ ଗିରଫ

କଟକ,୧୭।୯: କଟକ ମତଗଜପୁର ଅଞ୍ଚଳରେ ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ କନ୍ଦରପୁର ଥାନା ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ସମେତ ୬…

୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ, ଦୁଇ ବିଭାଗ ମୁହାଁମୁହିଁ

ଛତ୍ରପୁର,୧୭ା୯(ସନ୍ତୋଷ ପାଢ଼ୀ): ୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ। ଛତ୍ରପୁର ଏନ୍‌ଏସି ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଭିତରେ ଝଗଡ଼ା ପଦାରେ ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁରରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ରାସ୍ତାରେ ଗୋଟିଏ…

ବ୍ରହ୍ମବୀଣା ବାଦକ ଆନନ୍ଦ ବାଗଙ୍କୁ ଜାତୀୟ ଅମୃତ ପୁରସ୍କାର

ପଦ୍ମପୁର,୧୭ା୯(ପ୍ରଦୀପ୍ତ ଦାଶ): ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ନାଟକ ଏକାଡେମୀ ପକ୍ଷରୁ ଦେଶର ୭୫ ଜଣ ବରିଷ୍ଠ ଶିଳ୍ପୀଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି…

ସ୍କ୍ରବ୍‌ ଟାଇଫସ ସଂକ୍ରମଣ: ଅନୁଧ୍ୟାନ କଲେ ବୁର୍ଲା ଡାକ୍ତରଖାନା ଟିମ୍‌

ବରଗଡ଼,୧୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ଯୋଗୁ ୫ଜଣଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଦେଶକ୍ରମେ ଭୀମସାର୍‌, ବୁର୍ଲା ୩ ଜଣିଆ ଟିମ ଶନିବାର ବରଗଡ଼ ଗସ୍ତରେ ଆସି ଏହାର ଅନୁଧ୍ୟାନ କରିଛନ୍ତି।…

କଟକର ସ୍ବତନ୍ତ୍ର ପରିଚୟ ସିଏନ୍‌ବିଟି

କଟକ,୧୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଖାନ୍‌ନଗରଠାରେ କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି) ଶନିବାର ଲୋକାର୍ପିତ ହୋଇଛି। ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଥିଲେ, କଟକ ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଯାନବାହନ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକରେ ଏକ ବୃହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?