ଆମ ଜିଲା ଖବର

ସ୍ବାସ୍ଥ୍ୟକର୍ମୀଙ୍କୁ ହତ୍ୟା ଅଭିଯୋଗ

ଧାମନଗର,୧୭।୯(ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ବସନ୍ତ ସାହୁ (୪୦)ଙ୍କ ମୃତଦେହ ଶନିବାର ସକାଳେ ଏକ ପୋଖରୀ ହୁଡ଼ାରୁ ପୋଲିସ ଜବତ କରିଛି। ମୃତ ବସନ୍ତଙ୍କ…

ଆନ୍ତଃ ଜିଲା ଗଞ୍ଜେଇ ଚାଲାଣ ରର୍ଦ୍ଦାକେଟ ପର୍ଦ୍ଦାଫାଶ

ଢେଙ୍କାନାଳ,୧୭ା୯(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ପୋଲିସ ଶୁକ୍ରବାର ରାତିରେ ଆନ୍ତଃଜିଲା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଧାଫାଶ କରିଛି। କନ୍ଧମାଳ ଜିଲା ଅଞ୍ଚଳରୁ ଢେଙ୍କାନାଳ ଏବଂ କଟକ ଜିଲାର ଟାଙ୍ଗି ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଢେଙ୍କାନାଳ ଜିଲା ସଦର…

ମଦ ପାଇଁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୭ା୯(ସୁବାସ ଚନ୍ଦ୍ର ପାଢ଼ୀ) ମଦ ପିଇବା ପାଇଁ ବାପା ଟଙ୍କା ନ ଦେବାରୁ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ବାପାଙ୍କୁ ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ କୁମାରପୁର ଗ୍ରାମରେ।…

୧୨ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଭୋଗରାଇ, ୧୭ା୯(ପ୍ରଦୀପ ଦାସ)ତାମିଲନାଡୁ ରାଜ୍ୟର ଚେନ୍ନାଇରୁ ନିଖୋଜ ହୋଇଯାଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଫୁଲବାଣୀ ଗ୍ରାମର ସୁକୁମାର ଦଳେଇ ନାମକ ବୃଦ୍ଧ ଦୀର୍ଘ ୧୨ବର୍ଷ ପରେ ଘରକୁ ଫେରିଛନ୍ତି। ନିଖୋଜ ବେଳେ ତାଙ୍କୁ ୪୫ ବର୍ଷ ହୋଇଥିଲ। କୋଲକାତାର ଏକ…

ଏନ୍‌ଏଚ୍‌ଆର୍‌ସିରେ ମାମଲା: ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ବନ୍ଦ

କଟକ,୧୭।୯ (କାର୍ତ୍ତିକ ସାହୁ): ବିଭିନ୍ନ ଦାବି ନେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୯ ଦିନ ହେବ ବିଦ୍ୟାଳୟ ବନ୍ଦ କରି ଭୁବନେଶ୍ୱରଠାରେ ଧାରଣାରେ ବସିଛନ୍ତି। ଏଥିଯୋଗୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଥିବା ଅଭିଯୋଗ କରି ନ୍ୟାୟ…

ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଲେ ପ୍ରଧାନଶିକ୍ଷୟିତ୍ରୀ, ବାହାରେ ବସିଲେ ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ…

ନଦୀରେ ଭାସିଗଲେ ଦୁଇ ନାବାଳିକା, ଜଣେ ଉଦ୍ଧାର, ଜଣେ ନିଖୋଜ

କୋଟଗଡ଼,୧୬ା୯(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ଜୁଡ଼ାବାଲିଠାରେ ଶନିବାର ଏକ ଅଘଟଣ ଘଟିଛି। ଆଜି ମଧ୍ୟାହ୍ନରେ ଜୁଡ଼ାବାଲିର ୬ ନାବାଳିକା ଗାଧୋଇବା ପାଇଁ ଶ୍ରଲିଗୁଡ଼ା ନଦୀକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଦୁଇ ଜଣ ନାବାଳିକା ଭାସିଯାଇଥିଲେ। ଏହି…

ଟ୍ରାକ୍ଟର ଧକ୍କାରେ ଚାଷୀ ଗୁରୁତର

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଶନିବାର ଦିପଗହଣ୍ଡି-ବ୍ରହ୍ମପୁର ରାସ୍ତା ଅନଙ୍ଗପୁର ବନ୍ଧ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତରେ ମଧ୍ୟ ଶକ୍ତ ଆଗାତ ଲାଗିଛି। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର…

ଦମ୍ପତିଙ୍କଠାରୁ ଲୁଟ୍‌

ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରୁ ଶନିବାର ପୂର୍ବାହ୍ନରେ ଦମ୍ପତିଙ୍କଠାରୁ କିଛି ଦୁର୍ବୃତ୍ତ ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି କୋରାପୁଟ ଅଞ୍ଚଳର ସୁରେନ୍ଦ୍ର ଦାଶ ଓ ସୁମିତ୍ରା ଦାଶ। ସେମାନେ ବିଶାଖାପାଟଣାଠାରେ ଏକ ମେଡ଼ିକାଲରୁ ଚିକିତ୍ସିତ ହୋଇ…

୧୨ ଦିନ ହେଲା ନୀରବ ପ୍ରତିବାଦ କରୁଛନ୍ତି ଅଧ୍ୟାପିକା-ଅଧ୍ୟାପକ

ସୋରଡ଼ା,୧୬ା୯(ଲମ୍ବୋଦର ପାଣିଗ୍ରାହୀ): ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏସ୍‌ଏସ୍‌ବି ଅଧ୍ୟାପିକା, ଅଧ୍ୟାପକମାନେ ସେପ୍ଟେମ୍ବର ୫ରୁ ଦୀର୍ଘ ୧୨ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଜ୍‌ ପିନ୍ଧି ନୀରବ ପ୍ରତିବାଦ ସହ ପ୍ରତିଦିନ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ…

ଲୋକଙ୍କ ଦାବି ପରେ ଫେରିଲେ ଫାର୍ମାସିଷ୍ଟ

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଫାର୍ମାସିଷ୍ଟଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ଅଣାଯାଇଛି। ପ୍ରକାଶ ଯେ, ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ…

ସଙ୍ଗୀତା ସିଂହ ଜିଲା କଂଗ୍ରେସ ମୁଖପାତ୍ର

କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର ଆଭିମୁଖ୍ୟ, ପ୍ରଚାର ଓ ପ୍ରସାର ପାଇଁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ଆଜି ୩୩ଟି ସାଙ୍ଗଠନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?