ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ
ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା…
ବାନ୍ଧଶିଳ୍ପକୁ ଜିଏସ୍ଟି ବିପଦ
କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସାରା ରାଜ୍ୟରେ ପରିଚିତ, ଅନୁରୂପ ଭାବେ ହସ୍ତତନ୍ତ ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛି। କୃଷି ପରେ ହସ୍ତତନ୍ତ ବାନ୍ଧକଳା ହିଁ ଏ ଅଞ୍ଚଳର ପ୍ରମୁଖ କୌଳିକ ବୃତ୍ତି। ଅଞ୍ଚଳର ବାନ୍ଧକଳା…
ବର୍ଷରେ ଦୁଇଦିନ ଖୋଲେ ମୁଖ୍ୟ ସମାଧି ମନ୍ଦିର
ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ପଶ୍ଚିମକୁ ୨୨ କିଲୋମିଟର ଗଲେ ଖଲିଆପାଲି ଗ୍ରାମରେ ରହିଛି ସନ୍ଥ କବି ଭୀମଭୋଇଙ୍କ ଆଶ୍ରମ। ଏହି ମହିମା ଆଶ୍ରମ ଥିଲା କବିଙ୍କ କର୍ମସ୍ଥଳ। ବହୁ ସ୍ଥାନ ବୁଲିବା ପରେ ଶେଷରେ କବି ଖଲିଆପାଲିକୁ ହିଁ…
୬ ପଞ୍ଚାୟତ ଜଳସେଚନରୁ ବାଦ୍
ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏନେଇ ଭୂତଳ ପାଇପ ଲାଇନ କାମ ଆରମ୍ଭ…
ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ
କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍ଏସ୍ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ…
ଚିରାଫଟା ହୋର୍ଡିଂ ଯୋଗୁ ଦୁର୍ଘଟଣା
ରାଉରକେଲା ଅଫିସ,୯।୬: ସ୍ମାର୍ଟସିଟି ରାଉରକେଲାର ପ୍ରମୁଖ ସ୍ଥାନମାନଙ୍କରେ ଆର୍ଏମ୍ସିର ଅନୁମୋଦନ କ୍ରମେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଜ୍ଞାପନ ହୋର୍ଡିଂ ଲାଗିଛି। ଏହି ହୋର୍ଡିଂଗୁଡିକ ବିଭିନ୍ନ ସମୟରେ ବର୍ଷା ପବନରେ ଫାଟିଯାଇ ପତାକା ଭଳି ଉଡୁଛି। ପବନ ହେଲେ ଏହି ଚିରାଫଟା ହୋର୍ଡିଂ…
୧୦ ଏକର କାଜୁ ବଗିଚାରେ ଲାଗିଲା ନିଆଁ
କୁତ୍ରା,୯ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ପତ୍ରାପଡ଼ା ନିକଟ ପ୍ରାୟ ୧୦ ଏକର ଜମିରେ ଥିବା କାଜୁ ବଗିଚାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ କାଜୁ ବାଦାମ ଗଛ ବିଶେଷ କ୍ଷତି ହୋଇ ନ ଥିବା ବେଳେ…
ପଲିଥିନ କଟକଣା ଧର୍ମକୁ ଆଖିଠାର
ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି ଏହି…
ପୋଖରୀ ଖନନ କଲେ ଗ୍ରାମବାସୀ
ମୋହନା,୯ା୬: ବସୁଧା ଯୋଜନା ଓ ଅମୃତ ସରୋବର ଯୋଜନା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଏହି ଯୋଜନାର ସୁଫଳ ପାଉନାହାନ୍ତି ଲୋକେ। ଗାଁରେ ଜଳସମସ୍ୟା ପାଇଁ ପ୍ରଶାସନକୁ…
ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ
ଦେବଗଡ଼,୯ା୬(ଡି.ଏନ୍.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି। ତେବେ…
ଯୁକ୍ତ୨ରେ ମା’ ପୁଅ ପାସ୍
ଦାରିଙ୍ଗବାଡି,୯ା୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତମାସରେ ଦଶମ ପରୀକ୍ଷାରେ ମା ଓ ପୁଅ ପାସ କରିଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୁଣି ଯୁକ୍ତ ଦୁଇ ପରୀକ୍ଷାରେ ମା ଓ ପୁଅ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ଘଟଣା…
ମନମୁଖି ଯୋଗୁ ମନ୍ଥର
ବଇଣ୍ଡା,୯ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ। ବାରମ୍ବାର ଠିକା ସଂସ୍ଥା ବଦଳାଯାଉଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଉଛି। ହେଲେ ସମ୍ପ୍ରସାରଣ କାମ ତ ଦୂରର…
Archives


