ଆମ ଜିଲା ଖବର

୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ

ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ ମଧ୍ୟରୁ…

ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ ହଇରାଣ…

ଥାଇ ନ ଥିବା ପରି ରାସ୍ତା, ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ସୁନାବେଡ଼ା/ସେମିଳିଗୁଡ଼ା, ୧୭ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ) ଭବିଷ୍ୟତର ପ୍ରଶାସନିକ ଅଧିକାରୀ ସୃଷ୍ଟି ଉଦ୍ଦେଶ୍ୟରେ ସେମିଳିଗୁଡ଼ାଠାରେ କିଛିଦିନ ପୂର୍ବରୁ ପ୍ରତିଷ୍ଠା ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତାମୂଳକ ପରୀକ୍ଷା କେନ୍ଦ୍ର। କୋରାପୁଟ ଜିଲାର ଆଦିବାସୀ ଯୁବତୀଯୁବକମାନେ ଏଠାରେ ତାଲିମ ନେଇ କେନ୍ଦ୍ର ଓ…

ପିଇଓଙ୍କ କ୍ୱାର୍ଟର୍ସ ପାଲଟିଛି କ୍ୱାକ୍‌ଙ୍କ ଅସ୍ଥାୟୀ କ୍ଲିନିକ୍‌

ଏମ୍‌ଭି ୭୯, ୧୭ା୯(ଭିକି ବାରିକ)ମାଲକାନଗିରି ଜିଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଣ୍ଡବାଈ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ଜଣେ କ୍ବାକ୍‌ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହି କୋଠା ବାହାରେ ଲଗାଯାଇଥିବା…

ବିବାହ ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ଖଜୁରୀପଡ଼ା,୧୭ା୯(ବିଦୁର ବେହେରା)ଖଜୁରିପଡ଼ା ବ୍ଲକ ପ୍ରଶାସନର ଭୁଲ ପାଇଁ ଜଣେ ନବ ବିବାହିତ ପରିବାର ସରକାରଙ୍କ ଶ୍ରମିକ କଲ୍ୟାଣ ବୋର୍ଡରୁ ବିବାହ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅରପାଜୁ ଗ୍ରାମପଞ୍ଚାୟତ ସରାଚୂଡ଼ ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ, ସେ…

ଏଗ୍ରିମେଣ୍ଟ ବାତିଲ୍‌ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ନୟାଗଡ,୧୭।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ପଣ୍ଡ ହୋଇଛି । ଧାଡ଼ିରେ ଧାନବୁଣା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ୍‌ କରିବାକୁ ଶନିବାର ସୃଜନ ସଭାକକ୍ଷରେ ଅନୁଷ୍ଠିତ ଜିଲା ପରିଷଦ…

ସରକାରୀ ବିରି ବିହନରେ ଧରୁନି ଫୁଲ

ପାଟଣା,୧୭ା୯(ବୀରକିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚାଷୀ ଖରିଫ ଋତୁରେ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ଠିକ୍‌ ପ୍ରଣାଳୀରେ ଚାଷ କରିବା ସହ ସାର ପ୍ରୟୋଗ ଦ୍ୱାରା ଗଛ ହୃଷ୍ଟପୁଷ୍ଟ ହୋଇଛି। ମାତ୍ର…

ଜିଲା ଶିକ୍ଷା ବିଭାଗରେ ମନମାନି, ଶିକ୍ଷାଦାନ ହୋଇପାରୁନି

ପଟ୍ଟାମୁଣ୍ଡାଇ,୧୭ା୯(କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଞ୍ଚାୟତ ବନ୍ତୋପାଟଣାଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ…

ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚିତ ହେବେ ଚାଷୀ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୬ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଇ-କେୱାଇସି(ଅନ୍‌ଲାଇନରେ-ନୋ ୟୋର କଷ୍ଟମର) ଯାଞ୍ଚ ହୋଇନାହିଁ। ଉକ୍ତ ଚାଷୀମାନେ ତୁରନ୍ତ ଜନସେବା କେନ୍ଦ୍ର ଓ ମୋ ସେବାକେନ୍ଦ୍ରକୁ ଯାଇ ଇ-କେୱାଇସିକୁ ଯାଞ୍ଚ କରାଇ ନେବାକୁ ବ୍ଲକ କୃଷି…

ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେବ। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲା ରସୁଲପୁର ବ୍ଲକର ୧୪ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଭିତ୍ତିଭୂମି ସଜାଡିବା ଉପରେ ଗୁରୁତ୍ୱ ଦିଆଯାଉଛି। ପଞ୍ଚାୟତର ସରପଞ୍ଚମାନେ ବ୍ୟାଙ୍କ ଆଉଟଲେଟ୍‌…

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ବ୍ରହ୍ମବରଦା,୧୭ା୯(ଯଯାତି କେଶରୀ ବେହେରା): ପେଶା ଶିକ୍ଷକତା ହେଲେ ନିଶା ପରିବେଶ ସୁରକ୍ଷା ସହିତ କବିତା ଓ ପୁସ୍ତକ ଲେଖା । ଦୀର୍ଘ ୨୩ ବର୍ଷ ହେଲା ଶିକ୍ଷାଦାନ କରିବା ସହିତ ସମାଜ ସେବାରେ ଜୀବନକୁ ଉର୍ତ୍ସଗୀକୃତ କରିଥିବା ଏପରି ଜଣେ ବ୍ୟକ୍ତି…

ରେଳ ଷ୍ଟେଶନ ନାମ ପରିବର୍ତ୍ତନ ନେଇ ବିଜୟ ଉତ୍ସବ

ବାଲିଚନ୍ଦ୍ରପୁର,୧୭ା୯(ଗିରିଜା ପ୍ରସାଦ ସାହୁ) ପୂର୍ବତଟ ରେଳ ଡ଼ିଭିଜନର ହରିଦାସପୁର-ପାରାଦୀପ ଫାଟକ ବିହିନ ରେଳପଥରେ ଥିବା ୩ନଂ. ଷ୍ଟେଶନର ନାମ ରତ୍ନଗିରି ରୋଡ଼ ଦିଆଯାଇଥିଲା। ଏହାକୁ ଆପତ୍ତି ଉଠାଇ ଉଦୟଗିରି ବୁଦ୍ଧ ମହୋସତ୍ବ ସମିତି ପକ୍ଷରୁ ନାମ ସଂଶୋଧନ କରିବା ପାଇଁ ସମିତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?