ଆମ ଜିଲା ଖବର

ଜମି ଜାଲିଆତିରେ ଅର୍ଥ ହଡ଼ପ

ଯାଜପୁର, ୨୪।୯: (ହର୍ଷବର୍ଦ୍ଧନ ବେହେରା):ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ କିଣି ସେମାନଙ୍କୁ ସହଜରେ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ପ୍ରତିଷ୍ଠା କରାଯାଇଛି। ହେଲେ ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ…

ରାଜପଥ ସଂଯୋଗୀକରଣ ରାସ୍ତାରେ ଗର୍ତ୍ତ

ବାଲିଚନ୍ଦ୍ରପୁର,୨୪।୯(ଗିରିଜା ପ୍ରସାଦ ସାହୁ): ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକରେ ଗ୍ରାମାଞ୍ଚଳ ଓ ବାଲିଚନ୍ଦ୍ରପୁର ବଜାରକୁ ସଂଯୋଗ ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ରହିଛି ସଂଯୋଗୀକରଣ ରାସ୍ତା। ଦୀର୍ଘଦିନ ହେବ ଏହି ରାସ୍ତାରେ ବିରାଟ ବରାଟ ଗର୍ତ୍ତ ସୃଷ୍ଟି…

ଝଡ଼ବର୍ଷାରେ ଭାଙ୍ଗିଲା ଗଛଡାଳ

ରସୁଲପୁର,୨୪।୯(ରଞ୍ଜିତ ରାଉତ): ଝଡ଼ବର୍ଷା ଯୋଗୁ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ବଜାର ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ମା’ଝାଡ଼ଖଣ୍ଡି ଠାକୁରାଣୀଙ୍କ ନିକଟରେ ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ଏକ ଆମ୍ବଗଛ ଡାଳ ଭାଙ୍ଗି ପଡ଼ିଛି। ଏଥିଯୋଗୁ ଗାଡ଼ି…

ମହାବିରୋଡ ପ୍ରାଣୀ ଚିକିତ୍ସାଳୟରେ ତାଲା

କାମାକ୍ଷାନଗର,୨୪।୯(ଅମଜାଦ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡରେ ଥିବା ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚିକିତ୍ସାଳୟ କାନ୍ଥର ପ୍ଲାଷ୍ଟର ଅନେକ ସ୍ଥାନରେ ଫାଟି ଆଁ କରିଥିବାବେଳେ ଚତୁଃପାର୍ଶ୍ୱ ଅନାବନା…

ପଥର, ମାଟିଅତଡ଼ା ଖସି ଟ୍ରେନ୍‌ ଚଳାଚଳ ଠପ୍‌ 

କୋରାପୁଟ,୨୪।୯(ଅମିତାଭ ବେହେରା ): ରେଳ ଧାରଣାରେ ମାଟି ଅତଡା ଓ ପଥର ଖସି ଗାଡ଼ି ଚଳାଚଳ ବନ୍ଦ ହୋଇଛି। କୋରାପୁଟ ଜିଲା ମାନବର ଓ ଜରତି ଷ୍ଟେସନ ମଝିରେ ଥିବା ରେଳ ଧାରଣାରେ ଏଭଳି ଘଟଣା ଘଟିଛି। ଏ ନେଇ କୋରାପୁଟରୁ…

ହାତୀଙ୍କ ଅବାଧ ଗତିକୁ ରୋକ

ଅନୁଗୋଳ,୨୪।୯(ଅମିତ କୁମାର ସାମଲ): ଅନୁଗୋଳ ସର୍କିଟ ହାଉସ ଠାରେ ଅନୁଗୋଳ ଜିଲା ବନ ବିଭାଗର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେହିପରି…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଛାତ୍ର ବହିଷ୍କୃତ

ବ୍ରହ୍ମପୁର, ୨୪।୯ (ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମବିଏ ଟୁରିଜମ ଦ୍ୱିତୀୟ ବର୍ଷ ଛାତ୍ର ଦୁର୍ଗାମାଧବ ପ୍ରଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଗତ ୧୪ରେ ଶୃଙ୍ଖଳା କମିଟି ବୈଠକରେ ଅଭିଯୋଗ ହୋଇଥିଲା। ଏହାପରେ…

ଝାଡ଼ଖଣ୍ଡରୁ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

ବ୍ରହ୍ମପୁର,୨୪।୯(ସୁବାସ ଚନ୍ଦ୍ର ପାଢ଼ୀ): ଦୀର୍ଘ ବର୍ଷ ପରେ ବ୍ରହ୍ମପୁର ସାଇବର ଥାନା ପୋଲିସକୁ ମିଳିଛି ସଫଳତା। ଜଣେ ଆନ୍ତଃରାଜ୍ୟ ସାଇବର ଠକଙ୍କ ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ଟିମ। ଗିରଫ ଠକ ହେଲେ ଦେଓଘର…

ନିମ୍ନ ମାନର ରାସ୍ତା, ଭୁଶୁଡିଲା ପିଏମ୍‌ଜିଏସ୍‌ୱାଇ କଲଭର୍ଟ

ଫୁଲବାଣୀ/ଗୋଛାପଡା,୨୪।୯: (ରାକେଶ କୁମାର ରାଉତ/ରୋହିତ କହଁର): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି ଅଧିକାରୀମାନେ ଗୋଟିଏ ଷ୍ଟେଶନରେ ରହି ଥିବାରୁ ଏହି ଯୋଜନାରେ ହେଉଥିବା କାର୍ଯ୍ୟ ଠିକାଦାରମାନେ ମନ…

କଣ୍ଢେଇ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ମହିଳା

ଛତ୍ରପୁର,୨୪।୯(ସନ୍ତୋଷ ପାଢ଼ୀ):ଭଳିକି ଭଳି ସୁନ୍ଦର ସୁନ୍ଦର କଣ୍ଢେଇ। ଗଣେଶ, ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏମିତି ଅନେକ ମୂର୍ତ୍ତି ସହ ପିଲାଙ୍କ ଖେଳଣା ପାଇଁ ଶଗଡ଼, ରାଜାରାଣୀ, ଘୋଡା, ମାଛ, ଘରଚଟିଆ ବସା, ଘର ଓ ଅଫିସର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିବା…

ବାଲେଶ୍ୱରରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଏକ୍ସପ୍ରେସ୍‌’

ବାଲେଶ୍ୱର, ୨୪।୯(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଏହି ଉଦ୍ଦେଶ୍ୟରେ ରାଜ୍ୟ ପରିଭ୍ରମଣ କରୁଥିବା…

ଶିକ୍ଷକଙ୍କୁ ନ ଛାଡ଼ି ବାଟ ଓଗାଳିଲେ ଛାତ୍ରୀଛାତ୍ର

ଖୁଣ୍ଟୁଣୀ,୨୪।୯( ସଚ୍ଚିଦାନନ୍ଦ ପଣ୍ଡା ): ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କ ବଦଳିକୁ ନେଇ ଶନିବାର ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଛାତ୍ରୀଛାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?