ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ନାଁରେ ଜମି ହଡ଼ପ ଅଭିଯୋଗ
ପଟ୍ଟାମୁଣ୍ଡାଇ ୨୫ା୯ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜମି ପୂର୍ବତନ ଅଧ୍ୟକ୍ଷ ଚଞ୍ଚକତା କରି ହଡପ କରିଥିବା ନେଇ କଲେଜକୁ ଜମି ଦାନ କରିଥିବା ପରିବାର ବର୍ତ୍ତମାନର ଅଧ୍ୟକ୍ଷଙ୍କ ନିକଟରେ ଶନିବାର ଲିଖିତ ଭାବେ…
କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ
କାଏମା,୨୫ା୯(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅଧୀନ ଉତ୍ତରପ୍ରତାପ ପଞ୍ଚାୟତର ଅଲଣି ସାହୁ ଗାଁ ନିକଟରୁ ଚାନ୍ଦମୋହିନୀ ଗ୍ରାମ ପର୍ଯ୍ୟନ୍ତ କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ ହେବାକୁ ଲାଗିଲାଣି। ଏବେ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ରାସ୍ତାର ଅନେକ…
ସିସିଟିଭି ସ୍ଥାପନ ନିର୍ଦ୍ଦେଶକୁ ଅଣଦେଖା
ଯାଜପୁର,୨୫ା୯(ହର୍ଷବର୍ଦ୍ଧନ ବେହେରା):ବାଲି ଚୋରିକୁ ନିୟନ୍ତ୍ରଣ କରିବା ପାଇଁ ଏନ୍ଜିଟି (ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ) ପକ୍ଷରୁ ୨୦୨୨ ଅଗଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଉକ୍ତ ରାୟରେ ବାଲି ଖାଦାନଗୁଡ଼ିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ…
ଫ୍ଲାଏଆଶ୍ ଇଟା ନିମ୍ନମାନର
କୁଜଙ୍ଗ,୨୫।୯ (ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକରେ ଗଢି ଉଠିଥିବା ଫ୍ଲାଏଆଶ୍ ଇଟା କାରଖାନା ମାଲିକମାନେ ବିଭିନ୍ନ ଉପାୟରେ ଗରିବ ଜନସାଧାରଣଙ୍କୁ ଠକି ଚାଲିଛନ୍ତି। ଏଥିନିମନ୍ତେ ସାଧାରଣ ଜନତା ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ପ୍ରକାଶ ଯେ, ଫ୍ଲାଏଆଶ୍ ଇଟା କାରଖାନା ମାଲିକମାନେ…
ଶ୍ରମିକ ବଦଳରେ ମେଶିନ କାମ ସତ୍ତ୍ୱେ ସରୁନି ପ୍ରକଳ୍ପ
କେନ୍ଦ୍ରାପଡ଼ା, ୨୫ା୯ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମି ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଛନ୍ତି।…
କୋରାପୁଟ-କିରଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ
କୋରାପୁଟ,୨୫ା୯(ଅମିତାଭ ବେହେରା):କୋରାପୁଟ ଜିଲା ମାନବାର-ଜରଟି ରେଳ ଷ୍ଟେଶନ ମଝି ତଥା କୋରାପୁଟ-କିରଣ୍ଡୁଲ ରେଳ ଲାଇନ୍ରେ ଶନିବାର ରାତିରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଓ ପଥର ଖସି ରେଳ ଧାରଣାରେ ପଡିଛି। ଫଳରେ ରାତି ପ୍ରାୟ ୩ଟାରୁ ଉକ୍ତ ଲାଇନ୍ରେ ଯାତାୟାତ…
ଲୁଟ୍ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରା ମାଡ଼
ସୁନ୍ଦରଗଡ଼,୨୪ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ତୁମୁଲିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ହତ୍ୟା ଉଦ୍ୟମ ହୋଇଛି। ମିଳିଥିବା ସୂଚନା ମୁତାବକ, ଓମ ଶ୍ରୀ ମା’ ସନ୍ତୋଷୀ ପେଟ୍ରୋଲ…
ମା’ଙ୍କ ପ୍ରତିମା ପାଇଁ ମାଟି ପୂଜା
କୋକସରା,୨୪।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଆସିଛି ପାର୍ବଣ। ଧରାବତାରଣ କରିବେ ମା’ ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲା କୋକସରା ସଦର ମହକୁମାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି…
ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ କଟିଗଲେ କର୍ମଚାରୀ
ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍ଏମ୍ଏସ୍ (ରେଲଓ୍ବେ ମେଲ୍ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍ଏସ୍ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ…
ଛେଳି ଚରାଇବା ବେଳେ ବଜ୍ରପାତ
ବୈଶିଙ୍ଗା/ବେତନଟୀ,୨୪।୯(ରତନ ଦାଶ/ଧରଣୀଧର ମହାନ୍ତି): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ନାଖରା ଗ୍ରାମରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଦର୍ଶନ ପାଳ(୪୮)। ସୁଦର୍ଶନ ଗାଁ ମୁଣ୍ଡରେ ଛେଳି ଚରାଉଥିଲେ। ସେତିକିବେଳେ ଘଡଘଡି…
ବାର୍ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ
କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)। ବିଭାଗ ପକ୍ଷରୁ ସହାୟତା ବାବଦରେ…
ଟେନିସ ଟୁର୍ନାମେଣ୍ଟ: ଗଞ୍ଜାମ ତହସିଲଦାରଙ୍କ ସଫଳତା
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସର୍ବଭାରତ ସ୍ତରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିସ ଟୁର୍ନାମେଣ୍ଟରେ ଭାଗନେଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ପଞ୍ଜାବକୁ ହରାଇ ତହସିଲଦାର ଅରୁଣ…

