ଆମ ଜିଲା ଖବର

ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ ପାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି…

ବାଦ୍‌ ପଡ଼ିପାରନ୍ତି ୯୭ ହଜାର ଆଶାୟୀ

କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍‌ ପଡ଼ିବେ…

ଜିଲାରେ ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ହେବ

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଶିଶୁ ପାଇଁ ଦିନଟିଏ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲାସ୍ତରୀୟ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ, ବେଟି ବଚାଓ ବେଟି ପଢାଅ ଏବଂ ଶିଶୁ…

ପାଣିମୁରା, ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟର: ଖାଲିପଡ଼ିଛି ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ

ନାକଟିଦେଉଳ,୨୮ା୯(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକର ଆଦିବାସୀ ଅଧ୍ୟୁଷିତ ପାଣିମୁରା ଓ ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟରରେ ଦେଢବର୍ଷ ହେଲା ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି। ଏପରି କି ପାଣିମୁରା ସେଣ୍ଟରର ନିଜସ୍ବ ଗୃହ ଖଣ୍ଡିଏ ମଧ୍ୟ ନାହିଁ। ଫଳରେ ଗର୍ଭବତୀ ମହିଳା…

ହର୍ବାଲ୍‌ ଜୁସ୍‌ ପାଇଁ ବଢ଼ୁଛି ଗ୍ରାହକଙ୍କ ଆଦର

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଦୈନିକ ଜୀବନଚର୍ଯ୍ୟା ଏବଂ ଖାଦ୍ୟପେୟରେ ଅସନ୍ତୁଳନ କାରଣରୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ମଧୁମେୟ, ରକ୍ତଚାପ, ଅଧକପାଳି, କୋଷ୍ଠକାଠିନ୍ୟ, ଅଜୀର୍ଣ୍ଣ ପରି ଅନେକ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଏହାର ନିରାକରଣ…

ନିଲାମ ହେଲା ୬୬ କିଲୋ ଲଡୁ

ଜଟଣୀ,୨୮।୯(ରବୀନ୍ଦ୍ରନାଥ ମହାକୁଡ଼)ଗଣେଶ ମହୋତ୍ସବର ୯ମ ଦିନରେ ପ୍ରତି ବର୍ଷ ଭଳି ଗୋପବନ୍ଧୁ ଛକ ବ୍ୟବସାୟୀ ସଂଘ ପକ୍ଷରୁ ୬୬ କିଲୋ ଲଡ଼ୁ ନିଲାମ କରାଯାଇଛି। ବ୍ୟବସାୟୀ ସଂଘ ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲଡୁ ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।…

ଅସୁସ୍ଥ ଛାତ୍ରୀଙ୍କୁ ସହାୟତା କଲେ ଛାତ୍ରୀଛାତ୍ର, ଦାୟିତ୍ୱବୋଧକୁ ସାଧାରଣରେ ପ୍ରଶଂସା

ପଟ୍ଟାଙ୍ଗି,୨୮ା୯(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ତଳଗୋଲୁର ପଞ୍ଚାୟତର ଦିଗଗୋଲୁର ୟୁଜିଏଚ୍‌ଏସ୍‌ ବିଦ୍ୟାଳୟରେ ଜଣେ ଅସୁସ୍ଥ ଛାତ୍ରୀଙ୍କୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ତାଙ୍କୁ ସୁସ୍ଥ କରିଛନ୍ତି। ଜଣେ ସହପାଠିନୀଙ୍କ ପ୍ରତି ଛାତ୍ରୀଛାତ୍ରଙ୍କ ଏପରି ଦାୟିତ୍ୱବୋଧ ସାଧାରଣରେ ପ୍ରଶଂସା…

ଅବହେଳିତ ଅବସ୍ଥାରେ ବିଜୁ ଉଦ୍ୟାନ

ସୁନାବେଡ଼ା/ସେମିଳିଗୁଡ଼ା,୨୮ା୯(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ହାଲ୍‌ ଟାଉନଶିପ ୱାଇ ଜୋନ୍‌ରେ ପୌର ପ୍ରଶାସନ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଉଦ୍‌ଘାଟନ ପରେ ସେତେବେଳେ ବିଜୁ ଉଦ୍ୟାନ ରୂପେ ପରିଚିତ…

ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ

ଟିକିରି,୨୮ା୯(ପ୍ରଫୁଲ କୁମାର ବେହେରା ): ରାୟଗଡା ଜିଲା କାଶୀପୁର ବ୍ଲକର ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ ପାଳିତ ହୋଇଯାଇଛି। ବିଶେଷକରି ମକା ଚାଷ ଭଲ ଅମଳ ପାଇଁ ଆଦିବାସୀମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଜନା ସାରଣୀ ପୂଜାରେ…

ସମସ୍ୟାରେ ଛନ୍ଦିହୋଇ ରହିଛି ରକ୍ତତୀର୍ଥ ମାଟି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)ରାତି ପାହିଲେ ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆ ମାଟିରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖରେ ଶହୀଦ ହୋଇଥିବା ୩ ଶହୀଦ ରଘୁ ବେହେରା, କେଳୁ ସାହୁ ଓ ମକର ଲେଙ୍କାଙ୍କୁ ତୋପ ସଲାମୀ…

ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ କୁଢ଼ କୁଢ଼ ଆବର୍ଜନା

ନବରଙ୍ଗପୁର,୨୮।୯(ସଦାଶିବ ପ୍ରହରାଜ): ମଶାମାଛିଙ୍କ ଦାଉରୁ କିଭଳି ଦୂରେଇ ରହିବା ଓ ପରିବେଶ ସଫାସୁତୁରା ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଆବର୍ଜନା ଜମି ରହିଲେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବ ବୋଲି କୁହାଯାଉଛି। ନାଳ, ଆବର୍ଜନା ସଫା କରିବା ପୌରସଂସ୍ଥାର…

ଉନ୍ମୋଚନ ହେବ ସଂଗ୍ରାମୀ ପରୀ ବେୱାଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୮ା୯(ନାରାୟଣ ପ୍ରସାଦ ବାରିକ)ଭଦ୍ରକ ଜିଲା ବାସୁଦେବପୁର ଇରମ ମେଳଣ ପଡ଼ିଆଠାରେ ବ୍ରିଟିଶ ଫୌଜଙ୍କ ଗୁଳିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପ୍ରତିବର୍ଷ ପାଳିତ ହୋଇଥାଏ। ଚଳିତ ବର୍ଷ ଗୁରୁବାର ସ୍ମୃତିଦିବସ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?