ଆମ ଜିଲା ଖବର

ବର୍ଷାଦିନେ ରାସ୍ତା ପାର୍ଶ୍ୱରୁ ମାଟି ତାଡ଼ି କାମ

ମାହାଙ୍ଗା,୨୯ା୯ (ଯଯାତୀ ସିଂହ): ବର୍ଷାଦିନେ ମାଟି ମିଳିବନି ବୋଲି କୌଣସି ମାଟି ପୋତା କାମ ହୋଇ ନ ଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିର୍ମାଣାଧୀନ ରାସ୍ଥାରେ ବର୍ଷାଦିନେ ମାଟି ପୋତା ହେଉଛି। ସରକାର ନିର୍ମାଣାଧୀନ ରାସ୍ତାର ଉଭୟପାର୍ଶ୍ୱରେ ମାଟି…

ଜରାଜୀର୍ଣ୍ଣ ଅବସ୍ଥାରେ ଭାଗବତ ଟୁଙ୍ଗି

ବେଗୁନିଆ,୨୯ା୯(ହର ପ୍ରସନ୍ନ ପଣ୍ଡା): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ…

ହୋ ଗୀତ ଦେଇଛି ପରିଚୟ

ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ ପଙ୍କରୁ ଫୁଟିବା ଭଳି ତାଙ୍କ ପ୍ରତିଭା ମଧ୍ୟ ବହୁ ଦିନ ଲୁଚିପାରି ନ…

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ…

ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ଘୁଞ୍ଚୁଛି

ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ ହୋଇ…

ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା କାର୍ଯ୍ୟ ନିମ୍ନମାନର

ବରୀ,୨୯ା୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ଗୋଳକୁଣ୍ଡ-ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଭାଗ ତରଫରୁ ୩୩ କୋଟି ୫୦ ଲକ୍ଷ ୮୧୩ ଟଙ୍କା ମଞ୍ଜୁର କରାଯାଇଛି। ହେଲେ…

ଅନିୟମିତତା: ୨ ପ୍ରମୁଖ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଯାଜପୁର,୨୯ା୯(ହର୍ଷବର୍ଦ୍ଧନ ବେହେରା) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ (ବିଲ୍ଡିଂ ଏବଂ ବ୍ରିଜେସ)ର ଚିଫ୍‌ ଇଞ୍ଜିନିୟର ବା ମୁଖ୍ୟଯନ୍ତ୍ରୀ ରମେଶ କୁମାର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିସିପ୍ଲିନାରି ପ୍ରୋସିଡିଂ) ଗ୍ରହଣ କରାଯାଇଛି। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟରେ ଅଧୀକ୍ଷଣ…

୩୧ କେଜି ଲଡୁ ୨୨ ଲକ୍ଷରେ ନିଲାମ

ତାଳଚେର,୨୯।(ମନୋଜ ନନ୍ଦ):ତାଳଚେର ଗଣପର୍ବର ଅନ୍ତିମ ପର୍ଯ୍ୟାୟରେ ଗୁରୁବାର ଗଜାନନଙ୍କ ଆଜ୍ଞାମାଳ ଓ ୩୧.୬୦ କେଜି ଲଡୁ ନିଲାମ ଅତି ଆଡମ୍ବର ପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ…

୨୪ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି…

ଢେଙ୍କାନାଳ ସହରରେ ହେଟା ଆତଙ୍କ

ଢେଙ୍କାନାଳ,୨୯ା୯ (ରତନ ନାୟାର):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍‌ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି…

ବ୍ରିଜ୍‌ ଉପରୁ ଡେଇଁ ନିଖୋଜ

ସୁନାବେଡ଼ା,୨୮ା୯(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ବାପୁଜୀ କଲୋନିରେ ରହୁଥିବା ଚଣ୍ଡାଳ ଗରଡ଼ା(୬୧) ବୁଧବାର ରାତିରେ ଘରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଚଣ୍ଡାଳଙ୍କ କୌଣସି ପତ୍ତା ପାଇ ନ ଥିଲେ। ଗୁରୁବାର ଟିମ୍ବର ବ୍ରିଜ୍‌…

ସ୍ବାଭାବିକ ହେଉନି ରେଳସେବା

କୋରାପୁଟ, ୨୮ା୯(ଅମିତାଭ ବେହେରା): କୋରାପୁଟ ଜିଲାର ଜରଟି ଗ୍ରାମ ନିକଟରେ ଗତ ରବିବାର ଭୋରରେ ଘଟିଥିବା ଭୂସ୍ଖଳନକୁ ଇତି ମଧ୍ୟରେ ୫ ଦିନ ବିତିଯାଇଛି। ତଥାପି ସ୍ବାଭାବିକ ହୋଇପାରି ନାହିଁ ରେଳ ସେବା ା ରେଳ ଲାଇନ ମରାମତି କାର୍ଯ୍ୟରେ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?