ଆମ ଜିଲା ଖବର

ଲୋଇସିଂହା ବିଧାୟକଙ୍କ ସସ୍‌ପେଣ୍ଡ ପ୍ରତିବାଦରେ ସମର୍ଥକଙ୍କ ରାସ୍ତାରୋକୋ

ଲୋଇସିଂହା,୨୯।୯(ସୁଶାନ୍ତ ବାରିକ): ଚଳିତ ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଭଳି କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ଲୋଇସିଂହା…

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜୀବନ

କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଆନନ୍ଦପୁରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ…

ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

ରାୟଗଡ଼ା,୨୯ା୯(ଆଶିଷ ରଞ୍ଜନ ପଣ୍ଡା): ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) କାର୍ଯ୍ୟାଳୟ ଏଷ୍ଟିମେଟର ଯନ୍ତ୍ରୀ ରମାକାନ୍ତ ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୟପୁର…

ଗାଧୋଇବାକୁ ଯାଇ ଆଉ ଫେରିଲେନି ୨ ନାବାଳିକା

ବାଲେଶ୍ୱର,୨୯।୯(ମାନସବିଶ୍ୱାଳ): ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଓଡଙ୍ଗିଗାଁରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ପୋଖରୀରେ ବୁଡ଼ିଯାଇଥିଲେ। ପରେ…

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ, ୨୯।୯: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କିଏ ମୃତାହତ ହୋଇନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…

ରତ୍ନଭଣ୍ଡାର ମାମଲା: ଆଜି ଆସିବ ରାୟ

କଟକ ୨୯।୯: ହାଇକୋର୍ଟ ଶୁକ୍ରବାର ରତ୍ନଭଣ୍ଡାର ମାମଲାର ରାୟ ଶୁଣାଇବେ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଅପରାହ୍ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଏବଂ…

ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା 

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦ ଘଣ୍ଟା…

ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି

ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା ଜଳ…

ଶୌଚାଳୟରେ ଫୁଲଚାରା ବେପାର

ରାଉରକେଲା,୨୯।୯(ଦିନେଶ ମିଶ୍ର): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡିକୁ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଠିକା ସଂସ୍ଥାକୁ ଦାୟିତ୍ୱ…

ଗୋପୀଙ୍କୁ ସଙ୍କୁଚିତ, ହେମନ୍ତଙ୍କୁ ପ୍ରୋତ୍ସାହନ

ସମ୍ବଲପୁର,୨୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ବିଜେଡିର ନୂତନ କମିଟି ଗଠନ କରାଯାଇଛି। ରେଢ଼ାଖୋଲ ବିଧାନସଭାର ମାନେଶ୍ୱର ବ୍ଲକ ସଭାପତି ଭାବେ ପୁଣିଥରେ ବରିଷ୍ଠ ନେତା ଗୋପୀରଞ୍ଜନ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଜିଲାର ୯ ଗୋଟି ବ୍ଲକ୍‌ ଓ ମହାନଗର ନିଗମକୁ…

୭ ବର୍ଷ ହେଲା ଫାଉଣ୍ଡେଶନରେ ସୀମିତ ଶ୍ମଶାନ ଗୃହ

ଦଶମନ୍ତପୁର,୨୯ା୯ ( ଅରବିନ୍ଦ ନାୟକ ): ୭ ବର୍ଷ ହେଲାଣି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଡକ୍ରିବେଡ଼ା ଗ୍ରାମ ଶ୍ମଶାନରେ ନିର୍ମିତ ଗୃହ ନିର୍ମାଣ କାର୍ଯ୍ୟ କେବଳ ଫାଉଣ୍ଡେଶନରେ ସୀମିତ ରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌ କରି…

ରାଜପଥ କାମ ନେଇ ବାମୁରରେ ଅସନ୍ତୋଷ

ବଇଣ୍ଡା,୨୯।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ କାର୍ଯ୍ୟ ଚାଲୁ ରହିଛି। କିଶୋରନଗର ବ୍ଲକ ବାମୁରଠାରେ ଗୁରୁବାର ରାସ୍ତାର କଂକ୍ରିଟକରଣ କରାଯାଉଥିବାବେଳେ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି ବାମୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?