ଆମ ଜିଲା ଖବର

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ

ବାଙ୍ଗିରିପୋଷି,୧୮ା୧୨(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସୋମବାର ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ କର୍ମଚାରୀ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ…

ବିଧାୟକଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଜୟପୁର, ୧୮ା୧୨ (ପବନ ପାଣିଗ୍ରାହୀ): ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏନେଇ ସେ ନିଜେ ଫେସ୍‌ ବୁକର ଅନ୍ୟ ଏକ ପ୍ରୋଫାଇଲ ପେଜ୍‌ରୁ ସୂଚନା ଦେଇଛନ୍ତି। କେହି ଜଣେ ଦୁର୍ବୃତ୍ତ ଏପରି କରିଥିବା…

ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ…

ବୁଖାରୀଙ୍କୁ  ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ 

ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ । ଏ ନେଇ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି…

କଶ୍ମୀର ଆତଙ୍କବାଦୀ ବୁଖାରୀଙ୍କ ସ୍ତ୍ରୀ ଚାକିରିରୁ ବହିଷ୍କୃତ

ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ଇସାନ ବୁଖାରୀ ଗିରଫ ଘଟଣା ଭିନ୍ନ ମୋଡ ନେଇଛି । ଯାଜପୁର ଜିଲା ନେଉଳପୁର ନିକଟ ମିଲତନଗରସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବୁଖାରୀଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ବହିଷ୍କାର ନେଇ…

ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଉରକେଲା,୧୮।୧୨(ସଙ୍ଗୀତା ଜେନା): ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଛି। ଫଳରେ ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି।…

ଧାମନଗରର ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୮।୧୨: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.…

ପୋଖରୀରୁ ମିଳିଲା ମୃତଦେହ: ପରିଚୟ ଖୋଜୁଛି ପୋଲିସ

ଛତ୍ରପୁର,୧୮।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଥିବା ବଡ଼ବନ୍ଧରୁ ସୋମବାର ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଚମାଖଣ୍ଡି ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ରପୁର ଗ୍ରାମରେ ଥିବା ବଡ଼ବନ୍ଧରେ ଜଣେ ବ୍ୟକ୍ତିଙ୍କ ମୃତଦେହ…

ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଦେବଗଡ଼,୧୯।୧୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅପହରଣ ଘଟଣା ଜିଲାରେ ପ୍ରଥମ। ସୂଚନା ଅନୁଯାୟୀ,…

୨ ମନ୍ଦିରରୁ ଅଳଙ୍କାର, ଦାନବାକ୍ସ ନେଇଗଲେ

ଭଦ୍ରକ,୧୮ା୧୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ସନ୍ଥିଆ ଗ୍ରାମର ୨ ମନ୍ଦିରରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଦାନବାକ୍ସ ସହ ଠାକୁରଙ୍କ ଅଳଙ୍କାର ଚୋରି କରି ନେଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ…

ଜାଡ଼ରେ ଥରୁଛି କୋରାପୁଟ: ଦିନରେ ୧୦ ରାତିରେ ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା

କୋରାପୁଟ,୧୮।୧୨(ଅମିତାଭ ବେହେରା): କୋରାପୁଟରେ ଗତ କିଛି ଦିନ ହେବ ଅସହ୍ୟ ଶୀତ ଲହରି ଜାରି ରହିଛି। ଜିଲାରେ ପାରଦ ୯.୫ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। ଜିଲାର କେତେକ ସ୍ଥାନରେ ମଧ୍ୟ ରାତ୍ରରେ ୪ରୁ ୫ ଡିଗ୍ରୀ ତାପମାତ୍ରା ରହୁଛି। ଗତ…

ନାଚ ଦେଖିବା ବେଳେ ଗୋଷ୍ଠୀ ସଂଘର୍ଷ: ଛୁରା ମାଡ଼ରେ ୨ ଗୁରୁତର

ପୁରୁଷୋତ୍ତମପୁର,୧୮।୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ପିଛୁଲି ଗ୍ରାମରେ ନାଚ ଦେଖିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସଂଘର୍ଷ ବେଳେ ଛୁରାମାଡ଼ରେ ବୁର୍ତ୍ତୁଳୁ ଗ୍ରାମର ୩ଜଣ ଯୁବକ ତପନ ଦାସ(୨୨), ଶିବ ଦାସ(୨୪) ଓ ସୁଦାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?