ନୂଆବର୍ଷରେ ଅଘଟଣ: ଦୀପରୁ ଲାଗିଲା ନିଆଁ
କେନ୍ଦୁଝର,୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଇଁ ସୋମବାର କେନ୍ଦୁଝର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଭକ୍ତମାନେ ଲଗାଇଥିବା ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣଙ୍କ ହେଲେ କେନ୍ଦୁଝର ପୁରୁଣା…
ଧୁମ୍ଧାମ୍ରେ ନୂଆବର୍ଷ ପାଳନ
କୋରାପୁଟ,୧।୧: ପୂଜାର୍ଚ୍ଚନା ସାଙ୍ଗକୁ ଭୋଜିଭାତରେ ଲୋକେ ନୂଆବର୍ଷ ୨୦୨୪କୁ ସ୍ବାଗତ କରିଛନ୍ତି। ଏପରିକି ଶ୍ରଦ୍ଧାଳୁ ନିଜ ପରିବାରର ମଙ୍ଗଳକାମନା ପାଇଁ ପ୍ରବଳ ଶୀତ ସତ୍ତ୍ୱେ ଭୋରରୁ ଶାବର ଶ୍ରୀକ୍ଷେତ୍ର ସମେତ ଗ୍ରାମଦେବୀ ମୁତ୍ୟୁଲୁ ମା’ ମନ୍ଦିର, ବାଟମଙ୍ଗଳା ମନ୍ଦିର ସମେତ ବିଭିନ୍ନ…
ଜାନୁୟାରୀ ୩ରେ ସୁକ୍ତେଲ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର, ୧ା୧(ବୀରେନ୍ଦ୍ର କୁମାର ଝାଙ୍କର): ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲା ମାଗୁରବେଡ଼ା ଯାଇ ସେଠାରେ ବହୁପ୍ରତୀକ୍ଷିତ ଲୋୟର ସୁକ୍ତେଲ ପ୍ରକଳ୍ପ ଉଦ୍ଘାଟନ କରିବା ସହ ଜିଲାବାସୀଙ୍କୁ ନୂଆବର୍ଷ ଭେଟି ଦେବେ। ମିଳିଥିବା ସୂଚନା…
ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ
ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ…
କାର୍-କଣ୍ଟେନର ମୁହାଁମୁହିଁ: ୪ ଗୁରୁତର
କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଳନ ପାଇଁ ସମସ୍ତେ ଖୁସି ମନାଇବାକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଦିନରେ ଘଷିପୁରା ଥାନା ବାରିଗାଁ ନିକଟରେ ସୋମବାର ସକାଳେ ଏକ କାର୍ ଓ କଣ୍ଟେନର ଧକ୍କା ହେବାରୁ କାର୍ରେ ଥିବା ୪ ଜଣ…
ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ
ଭୋଗରାଇ,୧।୧(ପ୍ରଦୀପ ଦାସ): ସୋମବାର ଇଂଲିଶ ନବବର୍ଷ। ଗାଁଠୁ ସହର ସବୁଠି ଉତ୍ସବମୁଖର। ମନ୍ଦିର, ମସ୍ଜିଦ ଓ ଗୀର୍ଜାରେ ଚାଲିଛି ବିଶେଷ ପୂଜାର୍ଚ୍ଚନା, ନମାଜପାଠ ଓ ଭକ୍ତି ଆରାଧନା। ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ। ଭୋଜିଭାତ, ମୃଦୁ ପାନୀୟରେ ଜମିଛି…
ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ
ପୁରୀ,୧ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି। ଜଣେ ଯୁବତୀ ଶ୍ରୀମନ୍ଦିର ପରିସରସ୍ଥ ନିର୍ମାଲ୍ୟ ଖଳାରେ ଠିଆହୋଇ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଚିଲିକାରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ
ବାଲୁଗାଁ,୧ା୧: (ସଂଗ୍ରାମ ପାଇକରାୟ): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ…
ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ
ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ…
ସୁଲଭ ଶୌଚାଳୟକୁ ଭରସା ନାହିଁ
ବ୍ରହ୍ମପୁର,୧ା୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ ସହରରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଉପରେ ଜନସାଧାରଣଙ୍କ ଭରସା ପାଉନି। ସହରର କର୍ପୋରେଶନ ରୋଡ ତଥା ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାରେ…
ରଥକାଠ ଅନୁକୂଳ ପାଇଁ ଆଜି ନୟାଗଡ଼ ଯିବ ଟିମ୍
ପୁରୀ,୧ା୧(ଅଜିତ ମହାନ୍ତି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହେଲାଣି। ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ଲାଗି ଜାନୁୟାରୀ ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ନୟାଗଡ଼ ଅଭିମୁଖେ ଯାତ୍ରା କରିବ। ଟିମ୍ରେ ଶ୍ରୀମନ୍ଦିର…
ଆତସବାଜିରେ ଆକାଶ ରଙ୍ଗୀନ
ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର): ନବବର୍ଷକୁ ସ୍ବାଗତ ପାଇଁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଜିରୋନାଇଟ୍ ସେଲିବ୍ରେସନ। ସମ୍ବଲପୁର ସହରର ବିଭିନ୍ନ ହୋଟେଲ, କ୍ଲବ ଆଦିରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ହୋଟେଲ୍ ଓ କ୍ଲବ ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକ, ବେଲୁନ୍ ସହ…

