ହତ୍ୟା ମାମଲା, ବଡ ଭାଇକୁ ଆଜୀବନ
ଵ୍ରହ୍ମପୁର, ୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାଖ୍ୟ ପ୍ରମାଣକୁ ଆଧାର କରି ଦୋଷୀଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲା…
ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ
କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ହାତୀ ଦିବସରେ ଯେତେବେଳେ ଚାରିଆଡ଼େ ହାତୀ ସୁରକ୍ଷାକୁ ନେଇ ବିତର୍କ ଚାଲିଛି ସେତେବେଳେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ୍ରେ ଏକ ମାଈହାତୀ ଛୁଆର ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ…
ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଗୋପାଳପୁର,୧୨ା୮(ନବୀନ ରାଜ ଆଚାରୀ): ବେଶ୍ କିଛି ଦିନର ନୀରବତା ପରେ ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅଞ୍ଚଳରେ ମୁଣ୍ଡ ଟେକିଛନ୍ତି ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ଏଟିଏମ୍କୁ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।…
ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା
ତିହିଡ଼ି,୧୨ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାସୁଳି ନୋଡାଲ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ…
ନିମାପଡ଼ା ପୌରାଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ
ନିମାପଡ଼ା,୧୨।୮: ନିମାପଡ଼ା ପୌରାଧ୍ୟକ୍ଷା ସସ୍ମିତା ସାହୁଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ୮ କାଉନସିଲର ପୁରୀ ଜିଲାପାଳଙ୍କ ଠାରେ ଅନାସ୍ଥା ଆବେଦନ କରିଛନ୍ତି। ପରିଷଦର ମୋଟ ୧୧ କାଉନସିଲରଙ୍କ ମଧ୍ୟରୁ ୮ ଜଣଙ୍କ ଆବେଦନ କରିଥିବା ଜଣାପଡ଼ିଛି। ଏ ନେଇ…
ଲୋକଙ୍କ ସମସ୍ୟା ବୁଝିଲେ ସୋଫିଆ
କଟକ,୧୨।୮: ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ର୍ଫିଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିଛନ୍ତି। ମହାନଗର ନିଗମ ଅଧିକାରୀ…
ପୁଣି ୨ ବିଧାୟକଙ୍କୁ ଝଟ୍କା: ହାଇକୋର୍ଟ ପଠାଇଲେ ନୋଟିସ୍
କଟକ,୧୨।୮: ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ହୋଇଛି। ନିର୍ବାଚନରେ ଅନିୟମିତତା…
ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍, ହାରିଗଲେ ଅଧ୍ୟକ୍ଷା
ଭବାନୀପାଟଣା,୧୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ…
ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ
ଉମରକୋଟ,୧୨ା୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ମା-ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ…
ପୁରୀରେ ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ: ଜଣେ ମହିଳାଙ୍କ ଜୀବନ ଗଲା, ୮ ଆହତ
ପୁରୀ,୧୨ା୮: ପୁରୀରେ ସୋମବାର ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଛଇତନା ଭୋଇସାହିରେ ଏହି ବଜ୍ରପାତ ଘଟିଛି। ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ…
ମୋବାଇଲ ନେଟୱାର୍କ ଫେଲ୍: ହନ୍ତସନ୍ତ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଗତ ୨୦ ଘଣ୍ଟା ହେଲା ଉଭୟ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନ ଜିଓ ୪ଜି ଫେଲ ହୋଇଛି। ଏତେ ସମୟ ବିତିଯାଇଥିଲେ ସୁଦ୍ଧା ଏହି ସେବାରୁ ହଜାର…
୧୯୦ ପିଲାଙ୍କୁ ୨ ଶିକ୍ଷକ
ବଇଣ୍ଡା,୧୨। ୮ (ପରିକ୍ଷୀତ ସାହୁ): ଶିକ୍ଷାର ବିକାଶ ହେବ। ଛାତ୍ରୀଛାତ୍ରମାନେ ସ୍ମାର୍ଟସ୍କୁଲରେ ପାଠ ପଢ଼ିବେ । ଏନେଇ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ପୁରାତନ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିଛନ୍ତି । ଅନୁଗୋଳ ଜିଲାରେ ମଧ୍ୟ ବହୁ ସ୍କୁଲ ରୂପାନ୍ତରିତ…

