ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍
ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଫୁଲବତି ରଣା(୪୮)। ଦୁର୍ଘଟଣା ପରେ ସ୍ଥାନୀୟ…
ଲକ୍ଷ୍ମୀବସ୍ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍ ମାଲିକ ସଂଘ
ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ ନେଇ ଏକ…
ଗଞ୍ଜେଇ କାରବାରରେ ଶିକ୍ଷକ
ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩ କେଜି ଓ କଣ୍ଟାବାଞ୍ଜିରୁ ୯୪ କେଜି ଗଞ୍ଜେଇ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ…
ଲକ୍ଷ୍ମୀବସ୍ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍ମାଲିକ ସଂଘ ସ୍ବର ଉତ୍ତୋଳନ କରିଛନ୍ତି। ଏହାର ପ୍ରତିବାଦରେ ଅଗଷ୍ଟ ୧ରୁ ଧର୍ମଘଟ ସହ…
ରାଉରକେଲାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହୋଟେଲ୍ରେ ଗଣବଳାତ୍କାର
ରାଉରକେଲା,୨୬।୭: ସୁନ୍ଦରଗଡ଼ ଜିଲା ରାଉରକେଲା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ପ୍ଲାଣ୍ଟ ସାଇଡ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳ ଷ୍ଟେଶନ ନିକଟ ଏକ ହୋଟେଲ୍ରେ ଏହି ଜଘନ୍ୟକାଣ୍ଡ ଘଟିଥିବା…
ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ଅଟକିଛି ଆଳୁ ଟ୍ରକ୍
ଭୁବନେଶ୍ୱର,୨୬।୭: ଦିନକୁ ଦିନ ବଢି ଚାଲିଛି ଆଳୁ ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବାରୁ ଦର ବଢୁଥିବା ବ୍ୟବସାୟୀ କହୁଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି। ଫଳରେ…
୨ ଜଣଙ୍କୁ ଚାପିଦେଲା ଅଜଣାଗାଡ଼ି
ବାଣପୁର,୨୬ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଶୁକ୍ରବାର ବିଷ୍ଣୁଡିହ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ…
ବଜ୍ରପାତରୁ ସୁରକ୍ଷା ଦେବ ତାଳଗଛ, ୨୫ ହଜାର ମଞ୍ଜି ରୋପଣ ଲକ୍ଷ୍ୟ
ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): ରାଜ୍ୟରେ ଅନେକ ସମୟରେ ବଜ୍ରପାତ ଯୋଗୁ ଜନଜୀବନ କ୍ଷତି ହେଉଛି। ଚାଷୀ ହୁଅନ୍ତୁ ବା ଛାତ୍ରୀଛାତ୍ର କାଳବୈଶାଖୀ ସମୟରେ ବଜ୍ରପାତ ଶିକାର ହୋଇ ଅକାଳରେ ଜୀବନ ଚାଲିଯାଉଛି। ସେହିପରି ବନ୍ୟପ୍ରାଣୀ କିମ୍ବା ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ସମଦଶା ଭୋଗିବାକୁ…
ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି
ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ ମାନେ କଳାବଜାର କରିବା ଏବଂ ଦରବୃଦ୍ଧି ହେବା ଲକ୍ଷ୍ୟରେ ବଜାରକୁ ଆଳୁ ଛାଡ଼ିବା ବନ୍ଦ…
ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ
ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି l ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଏକ ଟ୍ରକ୍ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ପ୍ରକାରେ…
ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି
ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମବିବାରେ ଲାଗିଛି। ଶୁକ୍ରବାର…
ଚିଠିରେ ସୀମିତ, ମଗାଯାଉନି ଡିଗ୍ରୀ ଯାଞ୍ଚ ରିପୋର୍ଟ
ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ବରଗଡ଼ ଜିଲା ଗତ କିଛିଦିନ ହେଲା ଉଠୁଛି ଓ ପଡ଼ୁଛି। ଜିଲାବ୍ୟାପି ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଚା ଖଟିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରରେ ଏହି ପ୍ରସଙ୍ଗକୁ ନେଇ…

