ଏନ୍କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ
ମାଲକାନଗିରି, ୧୧।୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଦକ୍ଷିଣ ବସ୍ତରରେ ଯବାନଙ୍କ ତଲାସୀ ବେଳେ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯବାନମାନେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଦକ୍ଷିଣବସ୍ତର…
ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
ପଟ୍ଟାଙ୍ଗି,୧୧ା୮(ଶରତ ଧଳ): ସ୍ତ୍ରୀ ସହାୟତାରେ ସ୍ବାମୀଙ୍କୁ ହତ୍ୟା କରିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକ ଅନାଦି ପୂଜାରୀଙ୍କ ସ୍ତ୍ରୀ ମିନା ଖିଲ, ଚନ୍ଦକା…
ଅନ୍ଧାରରେ ଜିଲା ମୁଖ୍ୟ ଚିକିତ୍ସାଳୟ, ରୋଗୀ ହଟହଟା
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲି ଟୁକୁର୍ଲାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରବିବାର ଅପରାହ୍ନ ସାଢ଼େ ୩ଟାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି। ଖବର ଲେଖାହେବା ସୁଦ୍ଧା(ରାତି ସାଢ଼େ ୮ଟା…
ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକେଶବ ପ୍ରଧାନଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ସତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା…
ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି…
ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ
କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି। ଖବର…
ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ
କଟକ, ୧୧।୮: କଟକ ଜଗତପୁର ଶିଳ୍ପାଞ୍ଚଳର ଏକ ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ରବିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଜଳିଗଲା ବାସନ ସାମଗ୍ରୀ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। କେଉଁ…
ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍କାଉଣ୍ଟରରେ ଜଣେ ମାଫିଆ ଆହତ
କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି…
କିଏ, କଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ…
ଭୁବନେଶ୍ୱର,୧୧।୮: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା…
ଫରେଷ୍ଟ ଅଫିସର ଭାବେ ଚାକିରି କରାଇ ଦେବାକୁ କହି…
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ଥାନା ପୋଲିସ ଚାକିରି ଆଳରେ ଠକେଇ କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର ଗୌର ବାରିକ(୩୦)। ତାଙ୍କ ବିରୋଧରେ ଭଟଲି ଥାନାରେ…
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ: ଏଥର ପୁଣି ଲଲିପପ୍
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ…
ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): ଆଉ ମାତ୍ର କିଛିଦିନ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ଦାରିଙ୍ଗବାଡ଼ି ଏବେଠାରୁ ଉତ୍ସବ ମୁଖର ହେବା ସହ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ପର୍ଯ୍ୟଟନକ୍ଷେତ୍ରର…

