ଆମ ଜିଲା ଖବର

ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

କଟକ,୧୪ା୮(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲର କାର୍ଡିଓଲୋଜି ବିଭାଗକୁ ଗତ ଶୁକ୍ରବାର ଦୁଇ ମହିଳା ରୋଗୀ ହୃଦ୍‌ଜନିତ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ୨ମହିଳା ରୋଗୀ ଗୋଟିଏ ପରିବାରର ହୋଇଥିବାବେଳେ ଏସ୍‌ସିବି ମେଡିକାଲର ଜଣେ ଡାକ୍ତରୀ ଛାତ୍ରଙ୍କ ସମ୍ପର୍କୀୟ ମଧ୍ୟ। ରବିବାର ସମସ୍ତ ପରୀକ୍ଷା…

ମାଓବାଦୀ ସାମଗ୍ରୀ ସହ ୩୮ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୧୩ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୋଲିସ ମଙ୍ଗଳବାର ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ସହ ୩୮ ଲକ୍ଷ ଟଙ୍କା ଜବତ କରିଛି। ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ ଗତ…

ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ: ରୋପଣ ହେଲା ଚେରୀ ବ୍ଲସ୍‌ମ ଚାରା

ଦାରିଙ୍ଗବାଡି, ୧୩।୮ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ପ୍ରଥମଥର ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗସ୍ତ କରିଛନ୍ତି। ସେ ଅପରାହ୍ନରେ ଦାରିଙ୍ଗବାଡି ବନ ବିଭାଗର ଡାକ ବଙ୍ଗଳାରେ…

ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,୧୩।୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ…

କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି…

ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା…

ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ରହିଲେ କଲେଜର ହେବ ବିକାଶ

ପୁରୁଷୋତ୍ତମପୁର,୧୩।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୪୬ତମ ପ୍ରତିଷ୍ଟା ଦିବସ ପରିଚାଳନା କମିଟିର ସଭାପତି ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଯେନା…

ପୋଖରୀରେ ବୁଡ଼ିଗଲେ ଯୁବକ

କଟକ,୧୩।୮: କଟକ କାଫଲା ଫାଣ୍ଡି ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଅଲିସା ବଜାର ଅଞ୍ଚଳର ଅନି (୨୪) ବୋଲି ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ଯୁବକ ଜଣକ ପାଣିରେ ବୁଡିଗଲେ…

ମଧ୍ୟାହ୍ନ ଭୋଜନବେଳେ ମାରିଲା ଘଡଘଡ଼ି: ୩୦ ଛାତ୍ରୀଛାତ୍ର ଆହତ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଏା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇ ସ୍କୁଲର ୩୦ରୁ ଉଦ୍ଧର୍‌ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବନ୍ଦେ ମାତରମ, ଜୟ ହିନ୍ଦ୍‌ରେ ପ୍ରକମ୍ପିତ ଦାରିଙ୍ଗବାଡି

ଦାରିଙ୍ଗବାଡି,୧୩ ।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ତଥା ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ ଗଦାଧର ପାତ୍ରଙ୍କ…

ଏସ୍‌ସିବିରେ ମହିଳା ରୋଗୀଙ୍କୁ ଜୁନିଅର ଡାକ୍ତରଙ୍କ ଅସଦାଚରଣ

କଟକ,୧୩।୮(ଶିଳ୍ପା ପ୍ରିୟଦର୍ଶିନୀ): କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏସ୍‌ସିବି…

ଏବେ ହେବନି କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, କାହିଁକି ଜାଣନ୍ତୁ

ଗଞ୍ଜାମ,୧୩।୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ହୋଇଛି। ବର୍ତ୍ତମାନ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ରୋକ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନ୍ୟ କିଛି…

ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା: ଭିଡିଓ ଦେଖାଇ ଦେଖାଇ ପଚାରୁଛି …

ପୁରୀ,୧୩।୮: ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?