ଆମ ଜିଲା ଖବର

ଧାନ କେଣ୍ଡା ଧରିବାରେ ବାଧକ ସାଜିଛି ଷ୍ଟ୍ରିଟ୍‌ ଲାଇଟ୍‌

ଉମରକୋଟ,୨୮।୧୧(ସ୍ବ.ପ୍ର.): ଆଜିର ବିଜ୍ଞାନ ଯୁଗରେ ସୁବିଧା ପାଇଁ ମଣିଷ ଅନେକ ଆବିଷ୍କାର କରୁଛି। କିନ୍ତୁ ଏହାଦ୍ୱାରା ବେଳେବେଳେ କେତେକ ଅସୁବିଧା ଦେଖାଯିଏ। ଏପରିକି କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ...

ଇଟାଭାଟି ମାଲିକଙ୍କୁ ନିର୍ମମ ହତ୍ୟା

ମହାକାଳପଡ଼ା,୨୮ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଖରିନାସୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଦିନେଶ ବୈଦ(୩୫)। ତାଙ୍କ ଘର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର...

ଅବସର ନେବେ ନାଲ୍‌କୋ ଇଡି, ଜିଜିଏମ୍‌

ବଅଁରପାଳ,୨୮।୧୧(ଡି.ଏନ୍‌.ଏ.): ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ (ଇଡି) ଅମ୍ବିକା ପ୍ରସାଦ ପଣ୍ଡା ଏବଂ ଜିଜିଏମ୍‌ (ମାନବ ସମ୍ବଳ) ସତ୍ୟାନନ୍ଦ ସାହୁଙ୍କ କାର୍ଯ୍ୟକାଳ ୪ ଦିନ ପରେ ଶେଷ ହେବ। ଖାଲି ପଡୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କମ୍ପାନୀ ପକ୍ଷରୁ କାହାକୁ ନିଯୁକ୍ତି...

ଅସହ୍ୟ ଶୀତ, ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡ଼ିଛି। ଗଛ ଲତା, ରାତି ବାହାରେ ରଖାଯାଇଥିବା ଗାଡ଼ିମୋଟର ଉପରେ ପତଳା ତୁଷାର ଭଳି କାକର...

ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ

ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍‌ଲାଇନ ଆପ୍‌ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍‌ ନମ୍ବରକୁ କେହି ଜଣେ ଠକ ଫୋନ୍‌ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ...

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ: ପ୍ରସନ୍ନ

ବରଗଡ଼ ଅଫିସ୍‌/ପଦ୍ମପୁର, ୨୮।୧୧(ଡି.ଏନ.ଏ): ଚାଷୀଙ୍କୁ ବୀମା କ୍ଷତିପୂରଣ ଏବଂ ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ନିର୍ମାଣ ଏବେ ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର...

ଚଳଚଞ୍ଚଳ ଡଗରା ବେଳାଭୂମି

ବାଲିଆପାଳ,୨୮।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଲାଣି। ଏଠାକାର ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି। ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲରେ ଭଳିକି ଭଳିି ଭାଷାବାସୀଙ୍କ ସହିତ ନିଆରା...

ଲୁଣାନଦୀ ବନ୍ଧର ସ୍ଥିତି ପରଖିଲେ ସର୍ବୋଚ୍ଚ ଯନ୍ତ୍ରୀ

ଡେରାବିଶ,୨୮ା୧୧(ସ୍ବ.ପ୍ର.): ଲୁଣା-କରାଣ୍ଡିଆ ଦ୍ୱିପାଞ୍ଚଳର ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ଲୁଣାନନୀ ବନ୍ଧ ଭୁଶୁଡ଼ିବା ଘଟଣାରେ ରବିବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଇଂ. ସାଗର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ପୂର୍ଣ୍ଣଚନ୍ଦ୍ର ରଥ...

ମୃତ କୁମ୍ଭୀର ପେଟରୁ ବାହାରିଲା କୁକୁର,ଝୋଟଅଖା

ରାଜନଗର,୨୮ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନକୁ ସଂଲଗ୍ନ କରୁଥିବା ହଂସୁଆ ନଦୀ ତଟରୁ ଏକ ମୃତ ଅଣ୍ଡିରା ବଉଳା କୁମ୍ଭୀର ରବିବାର ଜବତ କରାଯାଇଥିଲା ା ରାଜନଗର ଗୋପାଳପୁର ଲୁଣା ଘେରିବନ୍ଧର ବିଜୁଳିଆ ନିକଟରୁ ଏହି ମୃତ କୁମ୍ଭୀର ଭାସୁଥିଲା ା...

ଭିତରକନିକାର ୮୭୧ ପର୍ଯ୍ୟଟକ

ରାଜନଗର,୨୮ା୧୧(ଡି.ଏନ.ଏ.): ରବିବାର ଗୋଟିଏ ଦିନରେ ଭିତରକନିକାକୁ ୮୭୧ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ। ୭୯ ବୋଟରେ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି। ସ୍ଥଳପଥରେ ୩୨୭ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣରେ ଆସିଥିଲେ। ସ୍ଥଳପଥରେ ଆସିଥିବା ୩୨୭ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଶବ୍ଦବିହୀନ...

୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ...

ବିନା ଅନୁମତିରେ ଅନୁପସ୍ଥିତ: ୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ରଗଡ଼ି,୨୮ା୧୧(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ୍‌ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ୬ ଜଣ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡିଛି। ଗତ ୨୪ ତାରିଖ ମଧ୍ୟାହ୍ନରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ସ୍କିମ୍‌) ଶଶଧର ସିଂ ପରିଦର୍ଶନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri