ନୂଆପଡ଼ା

ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ସମ୍ମିଳନୀ

ନୂଆପଡ଼ା ଅଫିସ,୧।୩: ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆଶା ଓ ଗାଁ କଲ୍ୟାଣ ସମିତିର ଜିଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି…

ଗାଁକୁ ଫେରିଲେ ତେଲଙ୍ଗାନାରେ ବନ୍ଧକ ଦାଦନ

ନୂଆପଡ଼ା ଅଫିସ,୨୫।୨: ତେଲଙ୍ଗାନାରେ ବନ୍ଧକ ଥିବା ନୂଆପଡା ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ସରାଇପାଲି ଗାଁର ୬ଜଣ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। ତେଲଙ୍ଗାନାରେ ବନ୍ଧକ ଥିବା ନେଇ ଗତ ବୁଧବାର ଧରିତ୍ରୀରେ ପ୍ରକାଶ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ…

ପ୍ରଧାନୀ ଜଙ୍ଗଲରୁ ମୃତ ବାର୍‌ହା ଜବତ

ସିନାପାଲି,୨୫।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି। ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ…

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ସିନାପାଲି,୨୪।୨(ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ଡ ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ତୃତୀୟ ଦିନରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ତାଲା ଖୋଲି ପାଠପଢା ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାର…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଉ

ଖଡ଼ିଆଳ,୨୪।୨(ଡି.ଏନ.ଏ.): କେନ୍ଦ୍ର ସରକାର ପ୍ରତେକ ଗ୍ରାମକୁ ପକ୍କା ରାସ୍ତା ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କରିଛନ୍ତି। ହେଲେ ଏଯାଏଁ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡରମୁଣ୍ଡା ପଞ୍ଚାୟତ ସାଗୁନଡ଼ଙ୍ଗରି ଗ୍ରାମ ରାସ୍ତାକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ କରାଯାନିହିଁ।…

ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ଭତ୍ତା ଟଙ୍କା ପଠାଇ ଇତିହାସ ସୃଷ୍ଟି କରିଛନ୍ତି ଭାଲେଶ୍ୱର ପଞ୍ଚାୟତ ସରପଞ୍ଚ…

ନିର୍ମାଣର ମାସେ ନ ପୁରୁଣୁ ପାଚେରି ଫାଟି ଆଁ

ଖଡ଼ିଆଳ,୧୭।୨(ଡି.ଏନ.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ନିର୍ମାଣ ହୋଇଥିବା ପାଚେରୀ କାମ ମାସେ ନ ପୁରୁଣୁ ସ୍ଥାନେ ସ୍ଥାନେ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଅତିନିମ୍ନର କାମ ଯୋଗୁ ପାଚେରୀର ଏହିପରି…

ବାଇକ୍‌କୁ ପିଟିଲା ଟ୍ରକ୍‌: ଚାଲିଗଲା ବାପ-ପୁଅଙ୍କ ଜୀବନ

ନୂଆପଡ଼ା ଅଫିସ୍‌,୧୬।୨(ଡି.ଏନ୍‌.ଏ): ନୂଆପଡ଼ା ଜିଲା ଲଖନା ଥାନା କୁସଦହନାସ୍ଥିତ ବିଜୁ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ଥାନା ମିଛାପାଲି ଗାଁର…

ଦାଦନ ଖଟିବାକୁ ଯାଇ ମିଳୁନି ଶ୍ରମିକଙ୍କ ପତ୍ତା: ଥାନାରେ ମାମଲା

ନୂଆପଡ଼ା ଅଫିସ,୧୩।୨: ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡ଼ା ଗାଁର ଜଣେ ଦାଦନ ଶ୍ରମିକ ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେ ଏକ ଇଟାଭାଟିରେ କାମ କରୁଥିବା ବେଳେ ବର୍ତ୍ତମାନ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି।…

୫ ମାସର ପିଡିଏସ୍‌ ଚାଉଳ ହଡ଼ପ

ସିନାପାଲି,୧୩।୨(ଡି.ଏନ.ଏ.):ନୂଆପଡା ଜିଲା ଅନ୍ତର୍ଗତ ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତରେ ପିଡିଏସ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମିଶି ଚଞ୍ଚକତା କରିଥିବା ସୂଚନା ମିଳିଛି। ଏ ନେଇ ହିତାଧିକାରୀମାନେ ଉଭୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ…

ଚାନ୍ଦେଲ ପାହାଡ଼ର ସୁରକ୍ଷା ଦେଉଛନ୍ତି ପଚମନୀ ମାଝି

ନୂଆପଡ଼ା ଅଫିସ,୧୧।୨: ନୂଆପଡା ଓ ବଲାଙ୍ଗୀର ଜିଲା ସୀମାନ୍ତରେ ରହିଛି ଚାନ୍ଦେଲ ପାହାଡ। ପୂର୍ବରୁ ଏହା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଧଉରା, ସିହିନା ଭଳି ଗଛ ଓ ଔଷଧୀୟ ବୃକ୍ଷ ସବୁ ରହିଥିଲା। ଏଠାରେ…

ବିଇଓଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ସିନାପାଲି,୧୦।୨(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଲିମପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଭିଭାବକ ତଥା ପରିଚାଳନା କମିଟି ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri